ଭାରତ, ବ୍ରିଟେନ୍ ଷ୍ଟ୍ରେନ୍କୁ ରୋକିବାରେ ସକ୍ଷମ କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର…
କରୋନା ଆକ୍ରାନ୍ତ ସ୍ବାମୀଙ୍କୁ ଦେଖି ଏମିତି ପ୍ରେମ ପ୍ରକାଶ କଲେ ଶିଳ୍ପା ସେଟ୍ଟୀ
କରୋନାରେ କେବଳ ସାଧାରଣ ଲୋକ ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ଏହାର ସର୍ବଶେଷ ଉଦାହରଣ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଦେଇଛନ୍ତି। ଶିଳ୍ପାଙ୍କୁ ଛାଡି ଏବେ ତାଙ୍କ ସମ୍ପୂଣ୍ଣ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସମୟରେ…
ରାହୁଲ କହିଲେ,‘ମୋତେ ଗିରଫ କର’
ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ ମୋଦି…
‘ରାଧେ’ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ମେଡିକାଲ ଷ୍ଟାଫ୍, ଭିଡିଓ ଭାଇରାଲ
ମୁମ୍ବାଇ: କରୋନା ସମୟରେ ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ଏହି ସମୟରେ ମେଡିକାଲ ଷ୍ଟାଫ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଆପଣଙ୍କ ମନରେ ସକାରାତ୍ମକ ଭାବନା…
ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର
ଥିରୁଭାନନ୍ତପୁରମ୍,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ଥିରୁଭାନନ୍ତପୁରମ୍ର ଏକ ଉପକୂଳବର୍ତ୍ତୀ ଗ୍ରାମ ବଲିଆଧୁରାରେ ବର୍ଷ ପବନ ଯୋଗୁ ଅନେକ…
କମ୍ ବୟସରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍: ଏବେ ଗର୍ଲପ୍ରେଣ୍ଡଙ୍କ ସହ କରୁଛନ୍ତି ମସ୍ତି
କରୋନା ଯୋଗୁ ଆଇପିଏଲ୍ ସ୍ଥଗିତ ହେବା ପରେ ଏବେ କ୍ରିକେଟର୍ମାନେ ନିଜ ନିଜ ଘରକୁ ଫେରିଛନ୍ତି। କିଛି କ୍ରିକେଟର୍ ଗୋଆରେ ଛଟି କାଟୁଛନ୍ତି। ପୃଥ୍ବୀ ଶ’ଙ୍କ ପରେ ଏବେ ରାହୁଲ ଚହର ନିଜ ପ୍ରେମିକାଙ୍କୁ ଧରି ଛୁଟି କାଟୁଛନ୍ତି। ରାହୁଲ ପ୍ରେମିକାଙ୍କ…
ସ୍ବାସ୍ଥ୍ୟ ଟିମ୍ ଉପରକୁ ଆକ୍ରମଣ
ଅରୈୟା,୧୬।୫: ସାରା ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏପର୍ଯ୍ୟନ୍ତ ଏହାର ଭୟାବହତାକୁ ବୁଝିପାରୁନାହାନ୍ତି ଲୋକେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେତେକ ଅମାନିଆ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ…
୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍
ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅଛନ୍ତି। ତାଙ୍କ ସଂଗଠନ ଙ୍ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛି। ସେହ୍ବାଗ ଫାଉଣ୍ଡେସନ…
ମନ୍ତ୍ରୀ ନିଜେ କରୋନା ପଜିଟିଭ୍ ଥାଇ ସଫା କରୁଛନ୍ତି ହସ୍ପିଟାଲ ଓ୍ବାର୍ଡ
ମିଜୋରାମ,୧୬।୫: କରୋନାର ଭୟାବହତା ବର୍ତ୍ତମାନ ପୂରା ଦେଶରେ ଦେଖିବାକୁ ମିଳିଛି। କୌଣସି ହସ୍ପିଟାଲରେ ବେଡ୍ ମିଳୁନି କି ଅକ୍ସିଜେନ ସିଲିଣ୍ଡର ନାହିଁ। ଏପରି ଖବର ମଧ୍ୟରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ଖୋଦ୍ ମନ୍ତ୍ରୀ…
ତାଉକାତେ ଆତଙ୍କ: ୫୮୦ କରୋନା ରୋଗୀଙ୍କୁ କରାଗଲା ସ୍ଥାନାନ୍ତର
ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ତଉକାତେ’ ବାତ୍ୟାର ପ୍ରଭାବ ଯୋଗୁ ବୃହନମୁମ୍ବାଇ ନଗର ନିଗମ(ବିଏମ୍ସି) ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ କେୟାର ସେଣ୍ଟରରୁ ୫୮୦ଜଣ ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।…
କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍କେ ବ୍ୟାଟ୍ସମ୍ୟାନ୍ ଦେଲେ କିଛି ଏଭଳି…
ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ)ର ବ୍ୟାଟ୍ସମ୍ୟାନ୍ ଋତୁରାଜ…
ହରିଆଣାରେ ବଢ଼ିଲା ଲକ୍ଡାଉନ
ଚଣ୍ଡିଗଡ଼,୧୬।୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରେ ଏବେ ହରିଆଣା ସରକାର ମଧ୍ୟ ଲକ୍ଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି। ହରିଆଣାରେ…
Archives


