ରିଦ୍ଧିମାନଙ୍କ ଷ୍ଟାଣ୍ଡବାଇ ଭରତ
ନୂଆଦିଲ୍ଲୀ, ୨୧।୫- ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଟୁର୍ ପାଇଁ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଷ୍ଟାଣ୍ଡବାଇ ଭାବେ ଆନ୍ଧ୍ର ପ୍ରଦେଶର କେ.ଏସ. ଭରତଙ୍କୁ ଚୟନ କରାଯାଇଛି। ରିଦ୍ଧିମାନ ନିକଟରେ କୋଭିଡ୍-୧୯ ସଂକ୍ରମଣରୁ ମୁକୁଳିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତ ଆଗାମୀ ଟୁର୍ରେ…
ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍
ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ (ଟପ୍ସ)ର କୋର୍ ଗ୍ରୁପ୍ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍ ଜାଟ୍, ଅରବିନ୍ଦ ସିଂ ଏବଂ ରେସ୍ଲର ସୀମା ବିସ୍ଲା ଓ ସୁମିତ୍ ମଲିକ୍ଙ୍କୁ ସାମିଲ କରାଯାଇଛି।…
ମୃତକଙ୍କୁ ବଞ୍ଚାଇବା ପାଇଁ ଗୋବର ଖାତରେ ପୋତିଲେ
ଅମ୍ବିକାପୁର(ଛତିଶଗଡ଼), ୨୧।୫:ବଜ୍ରପାତରେ ପ୍ରାଣ ହରାଇଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମୃତଦେହକୁ ଗୋବର ଭର୍ତ୍ତି ଖାତରେ ପୋତିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଛତିଶଗଡ଼ର ସୁରଗୁଜା ଜିଲାରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତବ୍ୟକ୍ତି ହେଲେ ଲଖନପୁର…
ଆଣ୍ଟାର୍କଟିକାରେ ସର୍ବବୃହତ୍ ହିମଶୈଳ
ଲଣ୍ଡନ,୨୧ା୫: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବରଫ ତରଳିବାରେ ଲାଗିଥିବାବେଳେ ଆଣ୍ଟାର୍କଟିକା ମହାଦେଶ ପୃଥିବୀର ସର୍ବବୃହତ୍ ବରଫଖଣ୍ଡକୁ ଜନ୍ମ ଦେଇଛି। ଭୂମଧ୍ୟସାଗରରେ ଥିବା ସ୍ପେନ୍ର ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ମାଜୋରିକା(୩୬୪୦ ବର୍ଗ କି.ମି. ବା ୧,୪୦୫ ବର୍ଗ ମାଇଲ୍) ଆଇଲାଣ୍ଡଠାରୁ…
ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା
ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ ଚେନ୍ ଭାଙ୍ଗିବା ଏବଂ ମହାମାରୀକୁ ପ୍ରତିରୋଧ କରିବାକୁ ମେ ୨୪ରୁ ଘରକୁ ଘର ବୁଲି…
ଯୋଗୀ: ସତ ବନାମ ମିଛ
ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର ପୂର୍ବାହ୍ନ ୧୦ଟାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ…
ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର
ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର…
ଆଇଟିଆର୍ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ…
ଅମଳ ସରିଲା, ଏବେ ବିକ୍ରି ଚିନ୍ତା
ରୂପ୍ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ମୁଣ୍ଡରେ…
ଡରାଇଲାଣି ସମ୍ଭାବ୍ୟ ବାତ୍ୟା
ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ ସୂଚନା ଦେବା ଯୋଗୁ ଉପକୂଳବାସୀ ଭୟଭୀତ ହୋଇପଡିଛନ୍ତି। ବାଲେଶ୍ୱର ଜିଲାପାଳ, ଏସ୍ପିଙ୍କ ସହ ଜିଲା…
୨୬ରେ ଆସୁଛି ‘ୟାସ୍’
ଭୁବନେଶ୍ୱର, ୨୧ା୫(ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ୟାସ୍’କୁ ନେଇ ପଶିଲାଣି ଛନକା। ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ।…
ହୃଷୀକେଶ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି
ଭୁବନେଶ୍ୱର, ୨୧ା୫ (ବ୍ୟୁରୋ):ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଗୁରୁବାର ନିଯୁକ୍ତି ପାଇଛନ୍ତି ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ। ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାପରେ ଭାଷା,…
Archives


