Advertisement
Posted inଖେଳ

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ ଇଭେଣ୍ଟକୁ ୬-୦ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ବିଜୟ ସହିତ ଦୀପିକା ବିଶ୍ୱର ନମ୍ବର ୧ ମହିଳା ତୀରନ୍ଦାଜ୍‌ ହୋଇଛନ୍ତି। ସୋମବାର ବିଶ୍ୱ ତୀରନ୍ଦାଜ ଏହାର ସର୍ବଶେଷ ମାନ୍ୟତା ପ୍ରକାଶ କରିଛି। ଏଥିରେ ଦୀପିକା ପ୍ରଥମ ସ୍ଥାନ ପାଇଛନ୍ତି। ଦୀପିକା କୁମାରୀ ତୀରନ୍ଦାଜୀରେ ଦ୍ୱିତୀୟ ଥର ଏହି ସଫଳତା ହାସଲ କରିଛନ୍ତି। ରାଞ୍ଚିରୁ ଆସିଥିବା ୨୭ ବର୍ଷୀୟା ଦୀପିକା କୁମାରି ପ୍ରଥମ ଥର ପାଇଁ ୨୦୧୨ରେ ତୀରନ୍ଦାଜରେ ଶୀର୍ଷରେ ରହିଥିଲେ। ରବିବାର ଦିନ ଦୀପିକା ବ୍ୟକ୍ତିଗତ ତଥା ମିଶ୍ରିତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର କିଛି ଘଣ୍ଟା ମଧ୍ୟରେ ମାକ୍ସଓ୍ବେଲଙ୍କଠାରୁ ଅରେଞ୍ଜ୍‌ କ୍ୟାପ ଛଡାଇ ଆଣିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୯।୪: ଆଇପିଏଲ୍‌ର ୧୪ତମ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାଓ୍ବନଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପଞ୍ଜାବ ଏକାଦଶ ପଞ୍ଜାବ ବିପକ୍ଷରେ ୯୨...

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ...

କୋଲେମାନଙ୍କୁ ୧୦୦ ମି. ସ୍ବର୍ଣ୍ଣ

ଦୋହା,୨୯।୯(ଏଏଫ୍‌ପି): ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସର ସବୁଠୁ ଲୋକପ୍ରିୟ ଇଭେଣ୍ଟ ପୁରୁଷ ୧୦୦ ମିଟରରେ ଆମେରିକୀୟ ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲେମାନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି...

କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍‌ ଶର୍ମା

ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ...

ତଳକୁ ଖସିଲା ରାହୁଲଙ୍କ ମାନ୍ୟତା

ଦୁବାଇ,୧୭।୧୧: ଅନ୍ତର୍ଜାତୀୟ ଟି୨୦ ବ୍ୟାଟରଙ୍କ ତାଲିକାରେ ଭାରତୀୟ ଓପନର ଲୋକେଶ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ରାହୁଲ ଏବେ ୬ଷ୍ଠ...

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ

କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ...

ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ସ୍କୋର ଛିଡ଼ାକଲା ଭାରତ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତୀୟ ଦଳର ବ୍ୟାଟରମାନେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ...

Advertisement
Archives

Model This Week