Home

ଶିବ ମନ୍ଦିର ବଟ ବୃକ୍ଷରେ ଲାଗିଲା ନିଆଁ

ମାଲକାନଗିରି, ୨।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପୁରୁଣା ମେଡିକାଲ ନିକଟରେ ଏକ ପୂରାତନ ଶିବ ମନ୍ଦିରକୁ ଲାଗିଥିବା ବଟ ଗଛରେ ନିଆଁ ଲାଗି ମନ୍ଦିରର କିଛି ଅଂଶ କ୍ଷତି ହୋଇଛି। ଏହି ମନ୍ଦିର ସର୍ବ ପୂରାତନ ଏବଂ ବଟ ବୃକ୍ଷଟି…

ଚାକିରି ହୋଇଛି କହି ମିଠାରେ ନିଶା ଔଷଧ ଦେଲେ ଭଡ଼ାଟିଆ: ମାଲିକଙ୍କ ଘରୁ ଲୁଟିନେଲେ ୩୫ ଲକ୍ଷର ସୁନାଗହଣା

ମାଲକାନଗିରି,୨।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ମିଠାରେ ନିଶା ମିଶାଇ ଖାଇବାକୁ ଦେଇ ଅତି ସହଜରେ ସୁନାରୀଙ୍କ ଘରୁ କଳାକନା ବୁଲାଇଲେ ଭଡାରେ ରହୁଥିବା ଲୁଟେରା। ୩୫ ଲକ୍ଷ ଟଙ୍କାର ସୁନା ଗହଣା ସହ ଦୁଇ ଲକ୍ଷ ଟଙ୍କା ଧରି…

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ହୋଇସାରିଛି। ଏହା ସାଧାରଣଜନତା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦରବୃଦ୍ଧିକୁ ନେଇ କେନ୍ଦ୍ର…

ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା ଅଫିସ,୨।୩ : ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟାର୍ଗେଟ ନାହିଁ କହି ସମିତି ସମ୍ପାଦକ ଦିନ ଗଡାଇ ଚାଲିଛନ୍ତି। ଟୋକନ ଥାଇ ମଣ୍ଡିରେ ଧାନ ଉଠୁନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କ…

୧୭ ଘଣ୍ଟା ପରେ ଉଠିଲା ଟ୍ୟାଙ୍କର

ଗଞ୍ଜାମ, ୨।୩(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ମଝିରେ ସୋମବାର ଅପରାହ୍ନରେ ଓଲଟି ପଡ଼ିଥିବା ଆମୋନିଆ ଗ୍ୟାସ ଟ୍ୟାଙ୍କରକୁ ଦୀର୍ଘ ୧୭ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ପାରାଦ୍ୱୀପ ଏକ୍ସପୋର୍ଟରୁ ଏକ ଚାରି ଜଣିଆ…

ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି ବେବି ଡଲ୍‌: ଦେଲେ ଏମିତି ପ୍ରସ୍ତାବ…

ବଲିଉଡ୍‌ର ବେବି ଡଲ୍‌ ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଅଭିନେତ୍ରୀ ଖ୍ରୀଷ୍ଟିଆନର ବିବାହ ପୋଷାକ ପିନ୍ଧି ସଜ ହୋଇଥିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧଳା ରଙ୍ଗର ଏହି ବିବାହ ପୋଷାକରେ ସନ୍ନି ବହୁତ…

କପେ ଚା’କୁ ୧୦୦୦ ଟଙ୍କା, ପିଇଲେ କହିବେ…

ବଜାରରେ ଉପଲବ୍ଧ ହୋଇଥାଏ ଭଳିକି ଭଳି ଚା’। ଅଦା ଚା’, ଲବଙ୍ଗ ଚା’ ଠାରୁ ଆରମ୍ଭ କରି ମସଲା ଚା’ ପର୍ଯ୍ୟନ୍ତ, ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ପରସି ଦିଅନ୍ତି ଦୋକାନୀ। ଏହାର ଗୋଟିଏ କପ୍‌ର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଥାଏ।…

ବାପା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର, ଏଭଳି ହେଉଛି ଚର୍ଚ୍ଚା

ଗତ ଫେବୃୟାରୀ ୨୮ରେ ବଲିଉଡ୍‌ ଅଭିନେତ୍ରୀ ହେଜେଲ କିଚ ୩୪ ବର୍ଷର ହୋଇଥିଲେ। ଏହି ଜନ୍ମଦିନକୁ ପାଳନ କରିବା ପାଇଁ ହେଜେଲଙ୍କ ସ୍ବାମୀ ତଥା କ୍ରିକେଟର ଯୁବରାଜ ସିଂ ଏକ ପାର୍ଟି ରଖିଥିଲେ। ଉକ୍ତ ପାର୍ଟିରେ କେବଳ ପରିବାର ସଦସ୍ୟ ଉପସ୍ଥିତ…

୨୧ ବର୍ଷ ଧରି କରିଥିଲେ ଭାରତ ମା’ର ସେବା, ଏବେ ମଡେଲିଂରେ ଟକ୍କର ଦେଉଛନ୍ତି ଏହି ଅଫିସର

କାହାର ନିଶା ତ କାହାର ପେସା ମଡେଲିଂ। ଏଥିପାଇଁ ଆବଶ୍ୟକ ପଡ଼ିଥାଏ ସୁନ୍ଦର ଚେହେରା ସାଙ୍ଗକୁ ବ୍ୟକ୍ତିତ୍ୱ। ମଡେଲିଂରେ ସଫଳ ହେବା ପାଇଁ ଅନେକ ସଘର୍ଷ କରିଥାନ୍ତି। ହେଲେ ଏବେ ଜଣେ ଅବସର ପରେ ମଡେଲିଂକୁ ନେଇ ଚର୍ଚ୍ଚାରେ। ସେ ହେଲେ…

ଆଇପିଏଲ୍‌ ଭେନ୍ୟୁକୁ ନେଇ ଅସନ୍ତୁଷ୍ଟ ପଞ୍ଜାବ କିଙ୍ଗ୍ସ: ବିସିସିଆଇକୁ ଫ୍ରାଞ୍ଚାଇଜ୍‌ ସିଇଓ ପଚାରିଲେ…

ନୂଆଦିଲ୍ଲୀ,୨।୩: ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଆଗାମୀ ଆଇପିଏଲ୍‌ ପାଇଁ ନିଜର ରଣନୀତି ଉପରେ ପୁନଃବିଚାର କରାଯାଉଛି। କିଛି ରିପୋର୍ଟରେ ଆଇପିଏଲ୍‌ର ଆୟୋଜନ ଦେଶର ୬ ସହର, ଚେନ୍ନାଇ, ଅହମ୍ମଦାବାଦ,…

ଶାସ୍ତ୍ରୀ ନେଲେ ଟିକା, କହିଲେ ‘ଧନ୍ୟବାଦ…’

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଙ୍ଗଳବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ କରୋନା ଟିକା ନେଇଛନ୍ତି। ସେ ଟୁଇଟ୍‌ କରି ଏନେଇ ସୂଚନା ଦେଇ କହିଛନ୍ତି, କୋଭିଡ-୧୯ର ପ୍ରଥମ ଡୋଜ୍‌ ନେଇଛି। ମହାମାରୀ ବିରୋଧରେ ଭାରତୀୟମାନଙ୍କ ପାଇଁ…

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇ ସିରିଜକୁ ୨-୧ ସ୍ଥିତିକୁ ଆଣିଥିଲା। ତେବେ ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri