ବୋଲ୍ଡ ଲୁକ୍ରେ ନଜର ଆସିଲେ ଏହି ଅଭିନେତ୍ରୀ
ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ ଫେରିଛନ୍ତି। କିଛି କିଛି କଳାକାର ଦୁଇ ଦୁଇଥର ମଧ୍ୟ ଏଠାକୁ ଯାଇସାରିଲେଣି। ଏଠାକୁ ଯାଉଥିବା…
କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ (୪୫)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୨…
ସପ୍ତାହାନ୍ତ ଶଟଡାଉନ: ଶୂନ୍ସାନ ଦେବଗଡ଼ ସହର
ଦେବଗଡ଼,୧।୫(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଘୋଷିତ ୨ ଦିନିଆ ସପ୍ତାହାନ୍ତ ଶଟଡାଉନ ପରିପ୍ରେକ୍ଷୀରେ ଶନିବାର ଦେବଗଡ଼ ସହର ଶୂନ୍ଶାନ ରହିଛି। ଶନିବାର ସକାଳେ ଅଳ୍ପ ସମୟ ପର୍ଯ୍ୟନ୍ତ ଦେବଗଡ଼ ପୌରାଞ୍ଚଳରେ କେବଳ କ୍ଷୀର ଦୋକାନଗୁଡିକ ଖୋଲା ରହିଥିଲା।…
କୋଭିଡ୍ ଟେଷ୍ଟ ପାଇଁ ତୁଷୁରା ଚିକିତ୍ସାଳୟରେ ଭିଡ: ରହୁନି ସାମାଜିକ ଦୂରତା
ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍ ଟେଷ୍ଟ ପାଇଁ ଭିଡ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ସହରରେ ଲୋକଙ୍କୁ ଜ୍ବର ଓ ଥଣ୍ଡା ହୋଇଥିଲେ…
ପ୍ରିୟଙ୍କାଙ୍କ ଅଭିଯୋଗ: ‘ଉତ୍ତରପ୍ରଦେଶରେ ନିର୍ବାଚନ ଡ୍ୟୁଟି କରିଥିବା ପ୍ରାୟ ୭୦୦ ଶିକ୍ଷକ ମୃତ’
ନୂଆଦିଲ୍ଲୀ,୧।୫: କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। କରୋନା ମହାମାରୀର ଚିନ୍ତାଜନକ ପରିସ୍ଥିତିରେ ସରକାର ସତ୍ୟକୁ ଦମନ କରୁଥିବା ନେଇ ସେ ଅଭିଯୋଗ କରି କହିଛନ୍ତି, ରାଜ୍ୟରେ ନିର୍ବାଚନ…
କରୋନାରେ ଚାଲିଗଲା ଆଉ ଜଣେ ଟିଭି ଆଙ୍କରଙ୍କ ଜୀବନ
ନୂଆଦିଲ୍ଲୀ,୧।୫: କରୋନା ମହାମାରୀ ଜଣଙ୍କ ପରେ ଜଣଙ୍କ ଜୀବନ ନେଇଚାଲିଛି। ଏହି ଭୂତାଣୁ ବର୍ତ୍ତମାନ ସମଗ୍ର ଦେଶରେ ଆତଙ୍କ ଖେଳାଇଛି। ପ୍ରତିଦିନ ଏମିତି ଖବର ଆସୁଛି, ଯାହା ଶୁଣି ଲୋକଙ୍କ ମନୋବଳ ଭାଙ୍ଗି ଯାଉଛି। ବର୍ତ୍ତମାନ ଆଉ ଜଣେ ଆଙ୍କର ତଥା…
କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…
ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ ବସି ଭୋ ଭୋ ହୋଇ କାନ୍ଦୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ
ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ବେଶ୍ ଗୋପନୀୟ ଭାବେ କରାଯାଇଛି। ଏଥିରେ କେବଳ ପରିବାର…
ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ମହିଳା
ସୁନ୍ଦରଗଡ଼,୧।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ ମିଟୁଡୁଙ୍ଗୁରୀ ବନଦୁର୍ଗା ମନ୍ଦିର ପଛ ପାଖରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ…
କରୋନାରେ ଚାଲିଗଲା ସରପଞ୍ଚଙ୍କ ସ୍ବାମୀଙ୍କ ଜୀବନ
ଲୋଇସିଂହା,୧।୫(ଡି.ଏନ୍.ଏ.): କରୋନାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ସରପଞ୍ଚ ରୀନା ବିଶିଙ୍କ ସ୍ବାମୀ ଗୋପୀନାଥ ବିଶି(୪୯)ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବଲାଙ୍ଗୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ…
ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ୭ ଷ୍ଟାଫ୍ କରୋନା ପଜିଟିଭ୍
ଲୋଇସିଂହା,୧।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୦ ଦିନରେ ଡାକ୍ତରଙ୍କ ସମେତ ୭ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଛନ୍ତି। ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ୫ ଡାକ୍ତର…
ଅକ୍ସିଜେନ୍ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଅକ୍ସିଜେନ ଅଭାବ ଯୋଗୁ ଲଗାତାର…
Archives


