ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…
କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଔଷଧ ଅଭାବ ରହିଛି। ଏପରି ପରିସ୍ଥିତିରେ, ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କଠାରୁ…
ଅମିତାଭ ବଚ୍ଚନଙ୍କ ଅପେକ୍ଷା ତୁମେ ଜଣେ ଭଲ ଅଭିନେତା, ଏକଥା ଶୁଣି ଅଭିଷେକ କହିଲେ..
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହେବାକୁ ଚେଷ୍ଟା କରନ୍ତି। ଫିଲ୍ମ ‘ରିଫ୍ୟୁଜି’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ରରେ କାମ…
ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ
ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ ବିଶ୍ବଙ୍କ ନାମ ଶେଷରେ ମୋହର ବାଜିଛି। ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ…
ଏହି କ୍ରିକେଟର୍ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା
ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ ଲଢେଇ କରୁଥିଲେ। ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପରେ ଚେତନ ଗୁଜରାଟର ଭବନଗରରେ ପହଞ୍ଚିଥିଲେ। ଚେତନ…
ଦୁଃଖ ବଖାଣିଲେ ଭାଜପା ବିଧାୟକ
ଲକ୍ଷ୍ନୌ,୯।୫: ଏବେ ସାରା ଦେଶରେ କରୋନା କାୟା ବିସ୍ତାର କରିଛନ୍ତି। ପ୍ରତିଦିନ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗିନ ରହିଛି। ଫିରୋଜାବାଦର ଜନପଦର ଜସରାନା…
ହାର୍ଟ ବିଟ୍କୁ ପ୍ରଭାବିତ କରୁଛି କରୋନା ଭୂତାଣୁ…
ନୂଆଦିଲ୍ଲୀ, ୯।୫: କରୋନା ଭୂତାଣୁ ଯୋଗୁ ଗଳାରେ ସଂକ୍ରମଣ ପରେ ଫୁସ୍ଫୁସ୍ ସଂକ୍ରମିତ ହୋଇଥାଏ। ତେବେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଉଛି। କେତେକ ଲୋକଙ୍କ ମଧ୍ୟ ଏହାଯୋଗୁ ମୃତ୍ୟୁ ଘଟି ସାରିଛି। ଏସମ୍ପର୍କରେ ହୃଦ୍ରୋଗ…
ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ
ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ କରିଛି। ଏହି ଡ୍ୟାନ୍ସ ମାଧ୍ୟମରେ ଚେନ୍ନାଇ ରେଲଓ୍ବେ ପୋଲିସ ସାମାଜିକ ଦୂରତା ଏବଂ ମାସ୍କ…
ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍ କହିଲେ…
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍ ଆରାମରେ ଖାଉଛନ୍ତି। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ଭ୍ୟାରିଆଣ୍ଟ୍ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…
ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଭାରତରେ କରୋନାର ପରିବର୍ତ୍ତିତ ଭ୍ୟାରିଆଣ୍ଟ୍ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି।…
୨୯୮ ବଗିରେ କୋଭିଡ୍ ଆଇସୋଲେଶନ ସେଣ୍ଟର…
ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ରେଲଓ୍ବେ ପକ୍ଷରୁ ୨୯୮ ବଗିରେ ଆକ୍ରାନ୍ତଙ୍କ ପାଇଁ କୋଭିଡ୍ ଆଇସୋଲେଶନ ସେଣ୍ଟର ନିର୍ମାଣ କରାଯାଇଛି। ଏଗୁଡ଼ିକୁ କୋଭିଡ୍ କେୟାର କୋଚ୍ ଭାବେ ନାମିତ କରାଯାଇଛି।…
ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲା ଗୋରୁଗାଈ…
ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…
ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ଅର୍ଥମନ୍ତ୍ରଣାଳୟର ଅର୍ଥ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସମ୍ପର୍କରେ ରବିବାର ଅର୍ଥନ୍ତ୍ରଣାଳୟ…
Archives


