ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କଲେ ଏମିତି ଫଟୋ, ବିରାଟ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କ ସବୁଠୁ ପ୍ରିୟ କପଲ। ଉଭୟ ପରସ୍ପରକୁ ସ୍ବତନ୍ତ୍ର ଅନୁଭବ କରିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏବେ ଇନଷ୍ଟାଗ୍ରାମରେ ଅନୁଷ୍କା ତାଙ୍କର କିଛି ନୂତନ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଦେଖି ବିରାଟ କୋହଲି ମଧ୍ୟ ନିଜକୁ ଅଟକାଇ ପାରି ନ ଥିଲେ। ଏହି ଫଟୋଗୁଡ଼ିକୁ କିଏ କ୍ଲିକ୍‌ କରିଛନ୍ତି ବୋଲି ପଚାରିଥିଲେ। ଅନୁଷ୍କା ଇନଷ୍ଟାରେ ତିନୋଟି ଫଟୋ ଶେୟାର କରିଛନ୍ତି, ଏହି ଫଟୋଗୁଡ଼ିକରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ଏକ କଳା ରଙ୍ଗର ଟି-ଶର୍ଟ ପିନ୍ଧିଥିବା ବେଳେ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କ ଲୁକ୍‌ ଖୁବ୍‌ ସୁନ୍ଦର ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ଅଭିନେତ୍ରୀ ନୁହେଁ ସାଇଣ୍ଟିଷ୍ଟ କରିବାକୁ ଚାହୁଁଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ ବିୟୁଟି ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ସେହି ବର୍ଷ ହିଁ ଏହି କପଲ ୬...

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ

ବମ୍ବେ: ବଲିଉଡ୍‌ରେ ତିନି ଖାନ୍‌ଙ୍କ ଦବ୍‌ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍‌ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍‌, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ...

କାହିଁକି ରାଜନୀତି ଛାଡିଥିଲେ ସୀତା

ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଅଧିକାଂଶ ସମୟ ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି। ଜଣେ ଅଭିନେତ୍ରୀ ସହ ରାଜନୀତିରେ...

ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ...

୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ...

ଶୁଟିଂ ସମୟରେ ଆହତ ହୋଇଥିଲେ ବିଗ୍‌ ବି, ଆଉ ତା ପରେ

ଫିଲ୍ମ ଶୁଟିଂରେ ଷ୍ଟଣ୍ଟ ସମୟରେ ଅଭିନେତାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଅନେକ ସମୟରେ ତାରକାମାନେ ଗୁରୁତର ହୋଇଥାନ୍ତି। ଏହାର ଅନେକ...

ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି ।...

ଆଲିଆଙ୍କ ନୂଆ ଫଟୋଶୁଟ୍‌, ପ୍ରଶଂସକ କହିଲେ- ଦୀପିକାଙ୍କ ଭଳି ଲାଗୁଛ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ-ଦୀପିକା ପାଦୁକୋନଙ୍କ ମଧ୍ୟରେ ଭିନ୍ନ ସମ୍ପର୍କ। ଗୋଟିଏ ପଟେ ଉଭୟ ଭଲ ବନ୍ଧୁ ହୋଇଥିବା ବେଳେ ଅପରପକ୍ଷେ ଦୀପିକାଙ୍କ ପୂର୍ବତନ...

Advertisement
Archives

Model This Week