କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୪୭୩୩ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ…
ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ
ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ସୋମବାର…
ଶିଶୁ ବିକ୍ରିକୁ ଗୁରୁତ୍ୱ ଦେଇ ନ ଥିଲା ପୋଲିସ
ଭୁବନେଶ୍ୱର,୧୭।୫(ବ୍ୟୁରୋ):ଜନ୍ମ ହେବାର ମାତ୍ର ୧୨ଟା ଦିନ ହୋଇଥିଲା। ଶିଶୁଟି ଭଲରେ ଆଖି ଖୋଲିବା ପୂର୍ବରୁ ମା’ କୋଳରୁ ଦୂରେଇ ଦେଇଥିଲେ ନିଷ୍ଠୁର ବାପା। ୫୦ ହଜାର ଟଙ୍କାରେ ଅନ୍ୟଜଣକୁ ବିକ୍ରି କରିଦେଇଥିଲେ। ଏନେଇ ନିର୍ଯାତିତା ମା’ ସ୍ବାମୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ…
କୁକୁର ମୁହଁକୁ ଫିଙ୍ଗିଦେଲେ ବିଲେଇ ଛୁଆ
ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଘରେ ପିଶିଯିବାରୁ ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗିଦେଲେ। କୁକୁରମାନେ ମା’ ଆଗରେ ବିଲେଇ ଛୁଆଙ୍କୁ ଝୁଣିଝୁଣି ଖାଇଗଲେ। ରବିବାର ଇନ୍ଫୋସିଟି ଥାନା ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ନିଷ୍ଠୁରତାକୁ ନେଇ ଏବେ…
ଆମ ମନ୍ଦିର ଐତିହ୍ୟର ସ୍ମାରକୀ
ଓଡ଼ିଆ ଜାତିର ଏଇ ଦୁର୍ଦ୍ଦିନ ବେଳେ ଆମ ଲୁଣ୍ଠିତ ଧନରେ ହେଉଡ଼ି ମାରୁଥିବା ମାନନୀୟମାନେ ଆମ ସାଂସ୍କୃତିକ ପରମ୍ପରା ମୂଳରେ ଚୋଟ ମାରି ଚାଲିଲେ। ଆମେ ଆମ ପରମ୍ପରା ଜାଣିବାକୁ ସେଇମାନଙ୍କ ଲେଖା ଉପରେ ନିର୍ଭର କଲୁ। ୟାକୁ ବୁଝିଥିଲେ ଶ୍ରୀ…
କୋଭିଡ୍ ପରିଚାଳନାରେ ସରକାରଙ୍କ ତ୍ରୁଟି ଦର୍ଶାଇଲା ଭାଜପା
ଭୁବନେଶ୍ୱର, ୧୭ା୫(ବ୍ୟୁରୋ):କରୋନାର ୨ୟ ଲହର ଯୋଗୁ ଅନ୍ୟ ରାଜ୍ୟଗୁଡିକରେ ଲକ୍ଡାଉନ କଟକଣା ଜାରି ରହିଛି। ଏହି କାରଣରୁ ଅନ୍ୟ ରାଜ୍ୟଗୁଡିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି ଥରେ ଫେରିଲେଣି। ଗତଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ…
କୋଭିଡ୍ ପାଇଁ ବେଡ୍ ନାହିଁ
ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ହଜାର ରହୁଛି। ଏଥିରେ ପ୍ରତିଦିନ ଖୋର୍ଦ୍ଧା ଜିଲା ଆଗରେ ରହୁଛି। ଆଉ ଖୋର୍ଦ୍ଧା ଜିଲାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୮୭% ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ୧୧ରୁ ୧୩ଶହ ଆକ୍ରାନ୍ତ…
ସରକାରଙ୍କ ପଦକ୍ଷେପକୁ ପ୍ରଶଂସା
ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ବିତ କରୁଛି। ଏହି ପରିପ୍ରେକ୍ଷୀରେ ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କୋଭିଡ୍ ପରିଚାଳନା…
ଅସୁରକ୍ଷିତ ଖଣି, ପାଣି
ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର ପରିବର୍ତ୍ତେ ମାତ୍ର ୧୦ ମିଟର ଦୂରତାରେ ଡମ୍ପ ରହିଛି। ତେଣୁ ନିୟମିତ ବ୍ୟବଧାନରେ…
୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା
ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ ବର୍ଷା…
ଡାକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି
କଟକ ସଦର,୧୭।୫(ଡି.ଏନ୍.ଏ.): ଓଡ଼ିଶା ସରକାର ନିକଟରେ ବ୍ୟାଙ୍କ, ବୀମା ଓ ରେଲଓ୍ବେ କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ହେଲେ ସହର, ଗଁାରେ ଘର ଘର ବୁଲି ଡାକସେବା ଯୋଗାଉଥିବା କ୍ଷେତ୍ରୀୟ କର୍ମଚାରୀଙ୍କୁ ଏହି ସୁବିଧା ମିଳିନାହିଁ ବୋଲି…
କୋଭିଡ୍ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଆଜି
ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତି ଯଦି ଏଭଳି ଲାଗି ରହେ, ତେବେ ଆଗକୁ ଆହୁରି ଜଟିଳ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ ସୋମବାର…
Archives


