Posted inଫୁରସତ

ବାଲକୋନୀରେ ଚୁଟି ଶୁଖାଇବା ବେଳେ ପାଞ୍ଚ ମହଲାରୁ ଖସିପଡ଼ିଲେ ଯୁବତୀ; ଆଉ ତା’ ପରେ…

ପୁଣେ: ବାଲକୋନୀରେ କେଶ ଶୁଖାଇବା ସମୟରେ ଖସିପଡ଼ିଲେ ଜଣେ ଯୁବତୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଝିଅଙ୍କ କେଶ ଫ୍ଲାଟ୍‌ର ଏକ ଝରକା ଗ୍ରିଲରେ ଲାଗିଯାଇଥିଲା। ସେଠାରେ ସେ ଝୁଲି ରହିଥିଲେ। ଏହାର ଦୀର୍ଘ ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁଣେର ଅଗ୍ନିଶମ ବିଭାଗକୁ ଝିଅଙ୍କ ବିଷୟରେ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ପାଖରେ ପହଞ୍ଚିବା ପରେ ଶିଡ଼ି ଓ ଦଉଡ଼ି ବ୍ୟବହାର କରିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ସମୟରେ କେହି ଜଣେ ଏହାର ଭିଡିଓ କରିଥିଲେ, ତାହା ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି...

ମା’ଙ୍କୁ ତୀର୍ଥସ୍ଥାନ ବୁଲାଇ ନେବା ପାଇଁ ଚାକିରି ଛାଡିଥିଲେ ପୁଅ

ବୃଦ୍ଧାବସ୍ଥାରେ ମାତାପିତାଙ୍କୁ ବୋଝ ବୋଲି ଭାବି କିଛି ସନ୍ତାନ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅନ୍ତି। କିନ୍ତୁ କଳିଯୁଗରେ କିଛି ଶ୍ରବଣ କୁମାର ମଧ୍ୟ ଅଛନ୍ତି। ଯେଉଁମାନେ ନିଜ...

ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’

ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା...

ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍‌ଲର: କେକ୍‌ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ

ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ...

ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର...

ରୁଟି ଫିଙ୍ଗି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ବହୁତ କିଛି ଅଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିଛି ଲୋକ ଏପରି କରିଥାନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ।...

ଏହି ଦେଶରେ ଚତୁର୍ଥୀକୁ ନେଇ ରହିଛି ଅଜବ ପରମ୍ପରା, ଜାଣିଲେ…

ପ୍ରତ୍ୟେକ ସମ୍ପ୍ରଦାୟରେ ବିବାହ ଭଳି ଏକ ପ୍ରଥା ରହିଛି। ବିବାହକୁ ନେଇ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା, ରୀତିନୀତି ବି ରହିଥାଏ। ଆଜି ଦୁନିଆର...

ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’...

Advertisement
Archives

Model This Week