ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’
ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧନ ନ୍ୟୁଜିଲାଣ୍ଡ ବାଜିମାତ କରିଥିଲା। ସାଉଥାମ୍ପଟନରେ ଖେଳାଯାଇଥିବା…
ଏସବୁ ଜିଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ…
ରାଜସ୍ବ ଅମଲାମାନଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମାଲକାନଗିରି,୩ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଅମଲା ସଂଘ ପକ୍ଷରୁ ଶନିବାର ଜିଲାପାଳ ବିଶାଳ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଲକ୍ଡାଉନ ଶଟ୍ଡାଉନ ଚାଲିଥିବା ବେଳେ ଅମଲାମାନେ ପ୍ରତ୍ୟକ୍ଷ ଭାବେ…
ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ
ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର କରିବାର। ଅଭିନେତା ବିଦ୍ୟୁତ୍ ଜାମଓ୍ବାଲ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,…
ଆଇଫୋନ୍ରେ ଗେମ୍ ଖେଳି ୧.୩୩ ଲକ୍ଷ ଖର୍ଚ୍ଚ କରିଦେଲା ୭ ବର୍ଷର ପୁଅ: ବିଲ୍ ପୈଠ କରିବାକୁ କାର୍ ବିକ୍ରି କଲେ…
ଜଣେ ଡାକ୍ତରଙ୍କ ପୁଅ ତାଙ୍କ ଆଇଫୋନ୍ରୁ ଅନେକ ଗେମ୍ କିଣିଦେଇଥିଲେ। ଏହାର ବିଲ୍ ପୈଠ କରିବା ଲାଗି ଡାକ୍ତର ନିଜର କାର୍ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଘଟଣାଟି ଚକିତ କଲେ ହେଁ ସତ। ବ୍ରିଟେନର ନର୍ଥ ଓ୍ବେଲ୍ସରେ ରହୁଥିବା ୭…
ପ୍ରିୟଙ୍କାଙ୍କ ନୂଆ ଟାଟୁ
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ ମିସ୍ କରୁଛନ୍ତି। ସେ ତାଙ୍କ କାମ ପାଇଁ ଲଣ୍ଡନରେ ଅଛନ୍ତି। ପ୍ରିୟଙ୍କା ଏବେ ତାଙ୍କ…
ଭାଜପା ଏମ୍ପି ଖେଳୁଛନ୍ତି ବାସ୍କେଟ୍ବଲ୍, ସୋସିଆଲ୍ ମିଡ଼ିଆରେ ଭାଇରାଲ…
ଭୋପାଳ,୩।୭: ଏବେ ଜଣେ ଭାଜପା ଏମ୍ପିଙ୍କର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ପ୍ରଗ୍ୟା ଠାକୁର। ପ୍ରଗ୍ୟା ଭୋପାଳରେ ବାସ୍କେଟ୍ବଲ୍ ଖେଳୁଥିବାର ୨୦ ସେକେଣ୍ଡର ଭିଡ଼ିଓ ଅନୁରାଗ ଦ୍ୱାରୀ ନାମକ ଜଣେ ୟୁଜରଙ୍କ ଟୁଇଟର…
ଡ୍ରାଗନ୍ର ରହସ୍ୟମୟ ‘ଏରିଆ-୫୧’, ଏୟାରବେସ୍ ନିର୍ମାଣ ରହିଛି ଜାରି…
ବେଜିଂ,୩।୭: ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ଏୟାର ବେସ୍ ନିର୍ମାଣ କାର୍ଯ୍ୟର ସାଟେଲାଇଟ୍ ଫଟୋକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ଲୋପ୍ ନୁର୍ ମରୁଭୂମି ଅଞ୍ଚଳରେ ଚାଇନା ଅତ୍ୟାଧୁନିକ ଏୟାର…
୨୦୦ ସହରରେ ପେଟିମ୍ ଦେବ ୫୦ କୋଟିର କ୍ୟାସ୍ବ୍ୟାକ୍…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍ଲାଇନ୍ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର…
ଏହି ଯୁବତୀଙ୍କର ରହିଛି ଦୁଇ ଯୌନାଙ୍ଗ, ଦୁଇ ଗର୍ଭାଶୟ; ୧୮ ବର୍ଷ ପରେ ଜଣାପଡ଼ିଲା…
ମେଡିକାଲ ସାଇନ୍ସରେ ଏକ ପ୍ରଥମ ଘଟଣା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀଙ୍କର ଦୁଇଟି ଯୌନାଙ୍ଗ ଏବଂ ଦୁଇଟି ଗର୍ଭାଶୟ ରହିଛି। ଏପରିକି ତାଙ୍କର ଦୁଇଥର ମାସିକ ଋତୁସ୍ରାବ ହୋଇଥାଏ। ବେଳେବେଳେ ସପ୍ତାହରେ ମଧ୍ୟ ହୋଇଥାଏ। ଯାହା ଦୁନିଆରେ ମହିଳାଙ୍କଠାରେ…
ସମୁଦ୍ର ମଝିରେ ନିଆଁ…
ମେକ୍ସିକୋ ସିଟି,୩।୭: ଲାଟିନ୍ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଥିବା ଏକ ପ୍ରାକୃତିକ ତୈଳ…
ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଜଣେ ଅଟକ
ଗୋପାଳପୁର,୩ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି। ଏହି ଚୋରାଚାଲାଣରେ ଦୁଇଜଣ ଚମ୍ପଟ ମାରିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁସାରେ, ଗଜପତି ଜିଲା ମୋହନା ଅଞ୍ଚଳରୁ…
Archives


