ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…
ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ…
ଉତ୍ପୀଡ଼ନ କେନ୍ଦ୍ର ପାକିସ୍ତାନ ମଦ୍ରାସା
ଇସ୍ଲାମାବାଦ, ୪ା୭: ପାକିସ୍ତାନରେ ଥିବା ମଦ୍ରାସାଗୁଡ଼ିକରେ ଦିନକୁ ଦିନ ଯୌନ ଶୋଷଣ ମାମଲା ବଢ଼ିବାରେ ଲାଗିଛି। ନିକଟରେ ଲାହୋରସ୍ଥିତ ଏକ ମଦ୍ରାସାରେ ସବୀର ଶାହା ନାମକ ଜଣେ ଛାତ୍ର ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ମୌଲବୀ ମୁଫ୍ତି ଅଜିଜ୍ ଉର୍ ରେହମାନଙ୍କ…
‘ବାସହୀନଙ୍କୁ ସବୁ ମାଗଣା ଦେଇହେବ ନାହିଁ’
ମୁମ୍ବାଇ, ୪।୭: ବାସହୀନ ଲୋକଙ୍କୁ ସବୁକିଛି ମାଗଣାରେ ସରକାର ଯୋଗାଇ ପାରିବେ ନାହିଁ। ସେମାନଙ୍କୁ ଦେଶ ପାଇଁ କିଛି କରିବା ସହ ନିଜର ଆବଶ୍ୟକତା ପୂରଣ କରିବାର ଅଛି। ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ…
ଟ୍ରମ୍ପ୍ ଟିମ୍ର ଗେଟର ଆପ୍
ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟରରୁ ବ୍ୟାନ୍ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏକ ଟିମ୍ ଏହି ସୋସିଆଲ ମିଡିଆ ଷ୍ଟାଇଲର ଆପ୍ଲିକେଶନ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ରତି ଟ୍ରମ୍ପ୍ଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି ତାଙ୍କ ପୂର୍ବତନ ପରାମର୍ଶଦାତା ଜେସନ୍…
୪ ମାସରେ ୩ ମୁଖ୍ୟମନ୍ତ୍ରୀ
ଡେରାଡୁନ, ୪।୭: ଉତ୍ତରାଖଣ୍ଡ ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି। ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଶନିବାର ଭାଜପା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ସେ…
ମହାକାଶ ଯିବେ ସିରିଶା
ଓ୍ବାଶିଂଟନ୍, ୪ା୭: ଆସନ୍ତା ୧୧ ତାରିଖରେ ଭର୍ଜିନ ଗାଲେକ୍ଟିକ୍ର ସ୍ପେସ୍ ଯାନରେ ଅରବପତି ରିଚାର୍ଡ ବ୍ରାନସନ୍ଙ୍କ ସହ ଭାରତୀୟ-ଆମେରିକୀୟ ସିରିଶା ବାନ୍ଦଲା ମହାକାଶ ଯିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ୩୪ ବର୍ଷୀୟା ସିରିଶା ରିଚାର୍ଡଙ୍କ ସହ ଯାତ୍ରା କରୁଥିବା ୫ ମହାକାଶଯାତ୍ରୀଙ୍କ…
ଆଲମଣ୍ଡ ଖାଇଲେ ଦୂର ହେବ ଏସବୁ ମାରାତ୍ମକ ରୋଗ
ଆଲମଣ୍ଡ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ସହିତ ଲଢ଼ିବାର ଶକ୍ତି ଆସିଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆଲମଣ୍ଡ ଚୋପା ମଧ୍ୟ ଦେହ ପାଇଁ ହିତକର। ଏହା କୋଲେଷ୍ଟରଲ ହ୍ରାସ କରିଥାଏ। ଏଥିରେ…
‘ରାଫେଲ ଚୁକ୍ତିରେ ଦୁର୍ନୀତି ସ୍ପଷ୍ଟ’
ନୂଆଦିଲ୍ଲୀ, ୩ା୭- ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଫାଇଟର ଜେଟ୍ ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜଣେ ଫ୍ରେଞ୍ଚ ଜଜ୍ଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ…
ଚର୍ଚ୍ଚାରେ ଥିଲା ରୋହିତଙ୍କ ଏହି ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…
ନୂଆଦିଲ୍ଲୀ,୩।୭: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ତଥା ସେତେବେଳେ ବିରାଟଙ୍କ ପ୍ରେମିକା ଥିବା ଅନୁଷ୍କା ଶର୍ମା। ଟିମ୍ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା ।…
୮ରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୩ା୭: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିବେ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ, ଜିଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ…
୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍; ନିଅନ୍ତି ବଲିଉଡ୍ କଳାକାରଙ୍କଠାରୁ ବି ଅଧିକ ପାଉଣା
ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ, ବିଜୟଙ୍କ ଭଳି ଅଭିନେତାମାନେ ଆକ୍ସନ ପାଇଁ ଜଣାଶୁଣା ହୋଇଥିବାବେଳେ କମେଡି କଥା ପଡ଼ିଲେ ପ୍ରତ୍ୟେକ…
ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଡେରାଡୁନ,୩ ।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଡେରାଡୁନରେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା…
Archives


