ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ ରାଶିର ମହିଳା: କେବେ ବି ଧନସମ୍ପଦର ଅଭାବ ପଡ଼ି ନ ଥାଏ
ମେଷରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ମୋଟ ୧୨ ରାଶି ରହିଛି। ପ୍ରତି ରାଶିର ନିଜସ୍ବ ସ୍ବତନ୍ତ୍ରତା ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶିରୁ ଯେକୌଣସି ବ୍ୟକ୍ତିର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଅନୁମାନ କରାଯାଇପାରେ। ଆଜିର ବିଷୟରେ ଆମେ ଏଭଳି…
ରାଫାଲ ଡିଲ୍ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍ ଦାବି କଲା କଂଗ୍ରେସ …
ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍ ମଧ୍ୟରେ ହୋଇଥିବା ରାଫାଲ୍ ଯୁଦ୍ଧ ବିମାନ ଡିଲ୍ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି କହିଛନ୍ତି ଯେ,…
ପ୍ରେମରେ ପଡ଼ିଛନ୍ତି କି? ଏହି ୩ଟି କଥା ପ୍ରତି ହୁଅନ୍ତୁ ଯତ୍ନବାନ; ନଚେତ ଖରାପ ହୋଇପାରେ ସମ୍ପର୍କ
ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଖ୍ୟାତ। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ…
୧୦ ବର୍ଷ ଝିଅର ଶରୀର ଦେଖାଗଲା ୮୦ ବର୍ଷୀୟା ବୃଦ୍ଧାଙ୍କ ପରି, ଆଉ ତା’ ପରେ…
ୟୁକ୍ରେନ୍ର ଜଣେ ୧୦ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ଯାହାଙ୍କ ଶରୀର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ପରି ଦେଖାଗଲା। ଏହି ଝିଅଙ୍କ ମୃତ୍ୟୁରେ କଳାପ୍ରେମୀଙ୍କ ବହୁତ ଆଘାତ ଲାଗିଛି। କାରଣ ଝିଅଟି ଭଲ ପେଣ୍ଟିଂ କରେ। ଡାକ୍ତରଙ୍କ କହିବାନୁଯାୟୀ, ଝିଅଟି…
ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍-ସ୍ପୋଟର୍ସ କମ୍ପ୍ଲେକ୍ସ୍…
ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍ଲକ୍ ସୋମବାର ଆରମ୍ଭ ହେବ। ଅନ୍ଲକ୍ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍ ଖୋଲାଯିବ। ଅପରପକ୍ଷରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ୍, ସୁଇମିଂ ପୁଲ୍ ଆଦି ପୂର୍ବପରି ବନ୍ଦ…
୨୦୨୨ରୁ ପୁରୀରୁ ଉଡ଼ିବ ବିମାନ
ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି। ଯଦିଓ କରୋନା ମହାମାରୀ ଯୋଗୁ…
ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ
ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେପଟେ ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ଲକ୍ଡାନ୍ କଟକଣା…
ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ କମୁ ନ ଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି । ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଏଆଇଆଇଏଚ୍ ଆଣ୍ଡ୍ ପିଏଚ୍ର ବିଶେଷଜ୍ଞ…
ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି…
୧୨ରେ ଲଘୁଚାପ, ୧୦ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୪।୭(ବ୍ୟୁରୋ): ଆସନ୍ତା ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ୧୦ ତାରିଖରୁ ବର୍ଷାର ପରିମାଣ…
ଇଞ୍ଜେକ୍ସନ ନେବା ପରେ ନବବଧୂଙ୍କ ମୃତ୍ୟୁ: ବିବାହର ମାତ୍ର ୧୦ ଦିନରେ ଜଳିଲା ଜୁଇ
ଭୁବନେଶ୍ୱର,୪।୭(ବ୍ୟୁରୋ): ପାଦରୁ ଅଳତା, ହାତରୁ ମେହେନ୍ଦି ଲିଭିନି। ବିବାହର ମାତ୍ର ୧୦ ଦିନରେ ଜଣେ ନବବଧୂଙ୍କ ଜୁଇ ଜଳିଛି। ଇଞ୍ଜେକ୍ସନ ନେବାର ମାତ୍ର କିଛି ସମୟ ଭିତରେ ନବବଧୂ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଇଛନ୍ତି। ଶନିବାର ଭୁବନେଶ୍ୱରର ଏକ…
ଅବତରଣ ସମୟରେ ଦୁର୍ଘଟଣା, ଜଳିଗଲା ସୈନ୍ୟ ବାହିନୀ ବିମାନ…
ମାନିଲା,୪।୭: ସୈନ୍ୟ ବାହିନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ୍ରେ ଘଟିଥିବା ଏହି ଦୁର୍ଘଟଣାରେ ଇତିମଧ୍ୟରେ ୧୭ ଜଣ ସୈନ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୪୦ ଜଣ ଆହତ ସୈନ୍ୟଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ…
Archives


