Home

ବାନ୍ତି ନେଉଥିବାବେଳେ ଧରାପଡିଲେ: ୨ ଗିରଫ

ମୁମ୍ବାଇ,୪।୭: ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ଚୋରା ଗ୍ୟାଙ୍ଗକୁ ଧରିବାରରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ ବେଆଇନ ଭାବେ ତିମି ବାନ୍ତିରେ ଆମ୍ବରଗ୍ରିସ କ୍ରୟ ବିକ୍ରି କରୁଥିଲେ। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୬…

ରାଜ୍ୟରେ ପ୍ରଥମ ଡୋଜ୍‌ ଟିକା ନେଲେଣି ୧ କୋଟି ଲୋକ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ୧ କୋଟି ଲୋକ ପ୍ରଥମ ଡୋଜ ଟିକା ନେଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତୃତୀୟ ଲହର ଆସିପାରେ…

ପୁଷ୍କର ସିଂ ଧାମି ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭାଜପାରେ ଫାଟ!

ଡେରାଡୁନ,୪।୭: ଉତ୍ତରାଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୁଷ୍କର ସିଂ ଧାମି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଜି ସାରେ ତିରଥ ସିଂ ରାୱତଙ୍କ ସ୍ଥାନରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଧାମି ମୁଖ୍ୟମନ୍ତ୍ରୀ…

ସ୍ତ୍ରୀ ଭିଣୋଇ ଘରକୁ ଚାଲିଯିବାରୁ ରାଗିଗଲେ ସ୍ବାମୀ, ଶାଶୁ-ଶ୍ୱଶୁରଙ୍କୁ କଲେ ଆକ୍ରମଣ

ଲକ୍ଷ୍ନୌ,୪ା୭: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଚକିତ କରିଦେବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଘରେ ନ ଦେଖିବାରୁ ଶାଶୁ-ଶ୍ୱଶୁରଙ୍କ ଉପରେ ଶୁଝାଇଲେ ରାଗ। ଶାଶୁ ଏବଂ ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କରିଛନ୍ତି ଜ୍ୱାଇଁ। ଫଳରେ…

୭ ବର୍ଷ ବଡ ସାକ୍ଷୀଙ୍କୁ ପ୍ରେମରେ ଏମିତି ବୋଲ୍ଡ କରିଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ବିବାହର ୧୧ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ ୭ ବର୍ଷ ସାନ ସାକ୍ଷୀ ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ…

ରାଗରେ ମୁଣ୍ଡରୁ ଟୋପି ଓହ୍ଲାଇ ଫୋପାଡି ଦେଇଥିଲେ ରାହୁଲ ଦ୍ରାଭିଡ: ଜାଣନ୍ତୁ କାହିଁକି

କଲମ୍ବୋ,୪।୭: ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଦ୍ରାଭିଡ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ ଭିତରେ ବହୁତ ଧୈର୍ଯ୍ୟ ଅଛି। ସେ ସର୍ବଦା ଯୁବ ଖେଳାଳିମାନଙ୍କୁ ଏହି ଶିକ୍ଷା ଦିଅନ୍ତି।…

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ରନ୍ଧା ମଦ, ପାଟ୍ରୋଲିଂବେଳେ ଧରିଲା ପୋଲିସ

ଭଦ୍ରକ ଅଫିସ,୪ା୭: ଜିଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଏକ ସ୍ବତନ୍ତ୍ର ଟିମ୍‌ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୋଲେରୋ (ଓଆର-୦୧ଏଲ-୯୯୧୮) ମଧ୍ୟରୁ ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ…

ଯାଦୁଖେଳ: ପୂର୍ବ ଆକର୍ଷଣ କମିଛି, ତଥାପି ଏହି ଯାଦୁକର ଛାଡ଼ି ପାରିନାହାନ୍ତି ପେସାକୁ…

ଦିନ ଥିଲା, ମଧ୍ୟାହ୍ନ ହେଉ କି ଅପରାହ୍ନ; ଗାଁ ମଝିରେ କିମ୍ବା ଛକଜାଗା ଅଥବା ସ୍କୁଲ ପରିସରରେ ଯେବେ ଆରମ୍ଭ ହେଉଥିଲା ଯାଦୁଖେଳ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଭରି ଯାଉଥିଲା। ଯାଦୁକର କିଛି ଅଦ୍ଭୁତ ବା ଚମତ୍କାର ଖେଳ ଦେଖାଇବା…

ବିଧାୟକ ବିଷ୍ଣୁ ସେଠୀ କରୋନା ଆକ୍ରାନ୍ତ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଡାଇବେଟିସ୍‌ ବୃଦ୍ଧି ହୋଇଥିବାରୁ ନିଜକୁ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପରେ…

ଆହତ ଗିଲଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବା ଚର୍ଚ୍ଚାକୁ ନେଇ ବର୍ଷିଲେ କପିଲ ଦେବ: ଚୟନକର୍ତ୍ତାଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୪।୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଓପନର୍‌ ଶୁଭମନ ଗିଲ ଆହତ ହୋଇଛନ୍ତି। ଏଥିପାଇଁ ସେ ଅତିକମ୍‌ରେ ଦୁଇମାସ କ୍ରିକେଟଠାରୁ ଦୂରରେ ରହିବେ। ଯଦି ସେ ଫିଟ୍‌ ନ ହୁଅନ୍ତି ତେବେ ସିରିଜ୍‌ରୁ…

କ୍ରିକେଟ୍‌ ଖେଳିବେ ଅନୁଷ୍କା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍‌ ଖେଳିବେ। ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଝୁଲନ ୩୦୦ରୁ ଅଧିକ…

ଲଭ୍‌ ନା ଆରେଞ୍ଜ ମ୍ୟାରେଜ କରିବେ ସ୍ମୃତି ମନ୍ଧାନା, ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ…

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ନିଜର ପ୍ରଶଂସକମାନଙ୍କୁ କେବେ ନିରାଶ କରନ୍ତି ନାହିଁ। ପ୍ରଶଂସକମାନେ ଯାହା ବି ପ୍ରଶ୍ନ ପଚାରନ୍ତି ସ୍ମୃତି ସୋସିଆଲ ମିଡିଆରେ ସଙ୍ଗେ ସଙ୍ଗେ ତା’ର ଉତ୍ତର ରଖନ୍ତି। ଏବେ ତାଙ୍କୁ ଜଣେ ୟୁଜର ପଚାରିଛନ୍ତି, ଆପଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri