Home

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି। ସେ କହିଛନ୍ତି, ଦେଶର ବିଭାଜନର ଦୁଃଖଦ ସ୍ଥିତି କେବେ ବି ଭୁଲିପାରିବ ନାହିଁ। ଲକ୍ଷ…

୩ ମାସ ପର୍ଯ୍ୟନ୍ତ କୌଣସି ମହିଳା ଗର୍ଭଧାରଣ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କାରଣ ଜାଣିଲେ…

ପୁଣେ,୧୪ା୮: ମହାରାଷ୍ଟ୍ରର ପୁଣେ ଜିଲାର ବେଲ୍‌ସର ଗାଁରେ କୌଣସି ମହିଳା ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ନ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। କାରଣ ବେଲ୍‌ସରରେ ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର…

ସଫଳତା ପରେ ହିଁ ବାସ୍ତବ ସଂଘର୍ଷ

ମନର ଭାବକୁ ଶବ୍ଦର ରୂପ ଦେବା ମଣିଷଟିଏ ହେଉଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ତାଙ୍କ ଲିଖିତ ପ୍ରଥମ ଭଜନ ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ’କୁ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିଲେ। କେବଳ ଭଜନ ନୁହେଁ, ଆଲ୍‌ବମ୍‌, ଯାତ୍ରା, ଓଡ଼ିଆ ଚଳଚ୍ଚିତ୍ର…

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିବାର ସମ୍ଭାବନା ଥାଏ। କ୍ରିକେଟ ମଇଦାନରେ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ…

ଜନ୍ମନେଲା ବିଶ୍ୱର ସବୁଠୁ କମ୍‌ ଓଜନର ଶିଶୁ, ଗୋଟିଏ ସେଓର ଓଜନଠାରୁ ବି କମ୍‌

ସିଙ୍ଗାପୁରର ନ୍ୟାଶନାଲ ୟୁନିଭର୍ସିଟି ହସ୍ପିଟାଲରେ ଏକ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଓଜନ ଏକ ସେଓର ଓଜନଠାରୁ ବି କମ୍‌। କ୍ୱି ୟୁ ଜୁଆନ୍‌ ନାମକ ଜଣେ ମହିଳା ୨୫ ସପ୍ତାହ ଗର୍ଭଧାରଣ ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।…

ତାଲିବାନ୍‌ର ଦୁଃସାହସ, ଭାରତକୁ ଦେଖାଇଲା ନାଲି ଆଖି…

ନୂଆଦିଲ୍ଲୀ,୧୪।୮: ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବୃଦ୍ଧି ପାଉଛି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଧାହାର ଏବେ ତାଲିବାନ କବ୍‌ଜାରେ ରହିଛି। କାବୁଲ ସୀମାବର୍ତ୍ତୀ ଲେଗାରର ପ୍ରାଦେଶିକ ରାଜଧାନୀ ଫୁଲ-ଇ-ଆଲାମରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ଏହାଯୋଗୁ ସଂଗଠନ ଆଧିପତ୍ୟ ବୃଦ୍ଧି ପାଇବାରୁ…

ଜଗତ୍‌ସିଂହପୁର ବିକାଶ ପାଇଁ ୨୯ ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁକ୍ରବାର ଅପରାହ୍ନରେ ଜଗତ୍‌ସିଂହପୁର ଜିଲାରେ ୧୧ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ ୧୮ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋଟ ୨୯ ପ୍ରକଳ୍ପ ପାଇଁ ୨୧୫ କୋଟି ଟଙ୍କା ବ୍ୟୟ ଅଟକଳ…

ବିପିନଙ୍କ ପରିବାରଙ୍କୁ ସୁରଜ ଆୱାର୍ଡ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.): ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ପଞ୍ଚାୟତ ଭାତପଡା ଗାଁର ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ ସୁରଜ ଆୱାର୍ଡ ପ୍ରଦାନ କରାଯାଇଛି।ଏହି ଆଓ୍ବାର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ମଞ୍ଜୁର…

ସଙ୍କଟରେ ୬୦ ଟ୍ରାନ୍ସଫର୍ମର୍‌ ୟୁନିଟ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଟାଟା ପାୱାରର ନୀତି ରାଜ୍ୟର ୬୦ରୁ ଅଧିକ ଟ୍ରାନ୍ସଫର୍ମର ୟୁନିଟ୍‌ ଓ ସେଥିରେ କାମ କରୁଥିବା ୫ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଏହି ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ…

ସ୍କୁଲ ମିଶ୍ରଣ ନୀତି ପ୍ରତ୍ୟାହାର ନ ହେଲେ ଗଣ ଆନ୍ଦୋଳନ

କଟକ ଅଫିସ,୧୪ା୮: ରାଜ୍ୟ ସରକାର ଉପସ୍ଥାନ କମ୍‌ ଆଳରେ ୧୪,୩୭୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ କଟକ ଜିଲାର ୪୪୮ ଓ ମହାନଗର ନିଗମର ୨୫ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି ବୋଲି…

୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍‌ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…

କାରାକସ୍‌,୧୪ା୮: ଭେନ୍‌ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ ୫ ମାସ ପରେ ତାଙ୍କ ମୃତଦେହ ଏକ ଫ୍ରିଜ୍‌ ମଧ୍ୟରୁ ମିଳିଛି। ଯାଞ୍ଚକର୍ତ୍ତା ଏବେ…

ମହିଳା ବନପାଳଙ୍କୁ ନିର୍ଯାତନା

ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍‌ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ ଚିଲିକା ଡିଏଫ୍‌ଓ ଦାୟିତ୍ୱରେ ଥିବା ଏସିଏଫ ଓ ନୂଆପଡ଼ା ରେଞ୍ଜରଙ୍କ ବିରୋଧରେ ଭୁବନେଶ୍ୱର ଆଞ୍ଚଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?