ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍: ଏଭଳି ଜବାବ ଦେଇ ଚୁପ୍ କରାଇ ଦେଇଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ କରିବା ସମୟରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ…
ଅଡିଟ୍ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା
ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍ ପରେ ଏହି ମୃତ୍ୟୁସଂଖ୍ୟା ବଢୁଛି। ଏହା ଦିନକର ନୁହେଁ ଏବଂ ପୂର୍ବରୁ ମୃତ୍ୟୁକୁ ମିଶାଇ ଏହା ଘୋଷଣା…
୪ ମାସ ହେଲା ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍; ହେଲେ ଟି୨୦ ର଼୍ୟାଙ୍କିଂରେ ଗୋଟିଏ ପାହାଚ ଉପରକୁ ଚଢ଼ିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍; କୋହଲି…
ନୂଆଦିଲ୍ଲୀ,୮।୭: ନିକଟରେ ପ୍ରକାଶ ପାଇଥିବା ଆଇସିସି ଟି୨୦ ଅନ୍ତଃରାଷ୍ଟ୍ରୀୟ ର଼୍ୟାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଉଇକେଟକିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଗୋଟିଏ ପାହାଚ ଉପରକୁ ଉଠି ୬ଷ୍ଠ ସ୍ଥାନରେ ପହଞ୍ଚିଥିବା ଦେଖାଯାଇଛି। ହେଲେ…
ଦିନେ ଥିଲେ ଶ୍ରମିକ, ଆଜି ମନ୍ତ୍ରୀ
ନୂଆଦିଲ୍ଲୀ,୮ା୭: କୁହାଯାଏ, ଭାଗ୍ୟ ଆଉ ଭଗବାନ ଯାହାକୁ ସାହା ହୁଅନ୍ତି ତା’ର କିଛି ବି ଅସୁବିଧା ହୁଏ ନାହିଁ। ଦିନେ ନା ଦିନେ ସେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି। ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ ଶ୍ରମିକ ଭାବେ…
ଟୁଇଟରକୁ କଡ଼ା ଚେତାବନୀ ଦେଲେ ନୂଆ ଆଇଟି ମନ୍ତ୍ରୀ
ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରୀମାନେ ଗୁରୁବାର ଦାୟିତ୍ୱ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଟୁଇଟରକୁ କଡା…
ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….
ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ। ସେ ଏଥିପାଇଁ ଏପରି କରିଥିଲେ କି ତାଙ୍କ ଆଈମା’ ନ ଜାଣନ୍ତୁ ଯେ ତାଙ୍କ…
କାହା ସହ ଟାଇମ୍ ପାସ୍ କରିବାକୁ ଚାହୁଁନାହିଁ, କହିଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହସିନ ଦିଲ୍ରୁବା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାପସୀ ଏବେ ତାଙ୍କ ବିବାହ ଏବଂ ଜୀବନସାଥୀ ବିଷୟରେ ଖୁଲାସା କରିଛନ୍ତି। ମୁଁ ଏପରି ବ୍ୟକ୍ତିଙ୍କୁ ବିବାହ କରିବି ନାହିଁ, ଯାହାଙ୍କ ସହ…
ମୋଦିଙ୍କ କ୍ୟାବିନେଟ୍ରେ ‘ଅଟଳ ଟିମ୍’ ସଦସ୍ୟ ସଂଖ୍ୟା ୪ରେ ସୀମିତ…
ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମ୍ର ସଦସ୍ୟ ସଂଖ୍ୟା ଏବେ ୪ରେ ସୀମିତ ହୋଇ ରହିଯାଇଛି। ଗତ ୭ ବର୍ଷ ମଧ୍ୟରେ ଧୀରେଧୀରେ ‘ଅଟଳ ଟିମ୍’ ସଦସ୍ୟ କ୍ୟାବିନେଟ୍ରୁ ବାହାରି ଯାଇଛନ୍ତି।…
ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…
ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତେବେ ତାଙ୍କର ବିବାହରେ ନାନାଦି…
ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…
ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍ ରୁମ୍ରେ ଅଗ୍ନିକାଣ୍ଡ ଘଟିବା ପରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚି…
ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି…
ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ
ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ…
Archives


