ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରରେ ଦୁଇ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଏଭଳି ଘଟିଛି। କୁଲଗାମ୍ରେ ଲଶ୍କର-ଇ-ତୋଏବାର ୨ ଜଣ ଆତଙ୍କବାଦୀଙ୍କ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଆରୋହିଙ୍କ ଉପରେ ଚଢ଼ିଗଲା ଟ୍ରକ
ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ ଓ କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଏକ ଟ୍ରକ ବାଇକ୍କୁ ଧକ୍କା…
୨୭୮ ବଲ୍ ୩୭ ରନ୍ର ଇନିଂସ ଖେଳିଲେ ଏହି ପ୍ରସିଦ୍ଧ କ୍ରିକେଟର୍, ତଥାପି ଦୁନିଆ କରୁଛି ସଲାମ୍
କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ ଧୀମା ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ସରେ କାଉଣ୍ଟି ଚାମ୍ପିଅନସିପରେ ହାମ୍ପସାୟର୍ ବିପକ୍ଷରେ ମ୍ୟାଚ ଡ୍ର କରିଥିଲେ। ଦି ରୋଜ ବୋଲ୍ ଗ୍ରାଉଣ୍ଡରେ ଦିନସାରା…
ଇଞ୍ଜିନ ଖରାପ, ଡବା ବଦଳିଲା
ନୂଆଦିଲ୍ଲୀ,୮ା୭: ଇଞ୍ଜିନ ଖରାପ ହୋଇଯାଇ ଥିବାବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ ଥଇଥାନ।…
୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ ବଢୁଛି ପୁଣି ଦିନେ କମୁଛି। ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦…
ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ
ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍ରେ ଜୀବନ କେତେ ଦ୍ରୁତଗାମୀ ଏବଂ କିପରି ଏହା ସମାଲୋଚନାରେ ଭରପୂର ସେ ଉପରେ ନିଜ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଳମ୍ଙ୍କ ସ୍ତ୍ରୀଙ୍କୁ ହତ୍ୟା
ନୂଆଦିଲ୍ଲୀ, ୮।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର୍. କୁମାରମଙ୍ଗଳମ୍ଙ୍କ ସ୍ତ୍ରୀ କିଟ୍ଟି କୁମାରମଙ୍ଗଳମ୍ଙ୍କୁ ମଙ୍ଗଳବାର ରାତିରେ ତାଙ୍କ ଦିଲ୍ଲୀ ବାସଭବନରେ ହତ୍ୟା କରାଯାଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରସ୍ଥିତ ବାସଭବନରୁ ୬୭ ବର୍ଷୀୟ କିଟ୍ଟିଙ୍କ ମୃତଦେହ ମିଳିଛି। ପ୍ରାରମ୍ଭିକ ଅନୁଧ୍ୟାନ ଅନୁଯାୟୀ ତାଙ୍କ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୫୭ ଜୀବନ
ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୪୧୫କୁ ବୃଦ୍ଧି ପାଇଛି। ଏନେଇ…
ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ କଟକରୁ
ଭୁବନେଶ୍ୱର,୮।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ବୁଧବାର ରାଜ୍ୟରେ ୨,୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି…
ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
ଶିମଲା,୮।୭: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ରେ ଶିମଲା ସ୍ଥିତ…
ଏହି ମନ୍ଦିରରେ ଶିବଙ୍କ ପୂର୍ବରୁ ପୂଜା ପାଇଥାନ୍ତି ରାବଣ
ଦୁନିଆରେ ଏପରି ଅନେକ ଚମତ୍କାର ମନ୍ଦିର ଅଛି, ଯାହାକୁ ନେଇ ଏକ ଅନନ୍ୟ କାହାଣୀ ଅଛି। ଯଦିଓ ସମଗ୍ର ବିଶ୍ୱରେ ଭଗବାନ ଶିବଙ୍କର ଅନେକ ମନ୍ଦିର ଅଛି, ଯେଉଁଠାରେ ସମ୍ମାନର ସହ ପୂଜା କରାଯାଇଥାଏ। କିନ୍ତୁ ଆଜି ଭଗବାନ ଶିବଙ୍କ ଏପରି…
୭ ମ୍ୟାଚ୍ରୁ ୭୩୭ ରନ୍ କରିଥିବା କ୍ରିକେଟର୍ଙ୍କୁ ନିଜ ଦଳରୁ ବାଦ୍ ଦେଲେ ଲକ୍ଷ୍ମଣ
ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଏକଦିବସୀୟ ସିରିଜ ପାଇଁ ନିଜ ସମ୍ଭାବ୍ୟ ଏକାଦଶ ଘୋଷଣା କରିଛନ୍ତି। ଅନେକ…
Archives


