Home

୨୦ ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ୨୦ଜଣ ଡାକ୍ତରଙ୍କ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୮ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ପ୍ରଫେସର ର଼୍ୟାଙ୍କ୍‌ ଓ ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସର ର଼୍ୟାଙ୍କ୍‌କୁ ପଦୋନ୍ନତି ମିଳିଛି। ତେବେ ୧୬ଜଣଙ୍କୁ…

ଜାଣନ୍ତି ସିଂହମାନେ କାହିଁକି ଗୋଷ୍ଠୀ ହୋଇ ରୁହନ୍ତି

ସିଂହକୁ ‘ଜଙ୍ଗଲର ରାଜା’ କୁହାଯାଏ। କିନ୍ତୁ ଜାଣନ୍ତି କି ଜଙ୍ଗଲର ରାଜା ହୋଇ ମଧ୍ୟ ସିଂହ ଏକୁଟିଆ ନ ରହି କାହିଁକି ଗୋଷ୍ଠୀ ହୋଇ ରୁହନ୍ତି। ଯଦିଓ ପୃଥିବୀରେ ସିଂହମାନଙ୍କର ଅସ୍ତିତ୍ୱ ବହୁତ ପୁରୁଣା, କିନ୍ତୁ ସେମାନଙ୍କ ଇତିହାସ ବିଷୟରେ ଜାଣିବା…

ଗହଳି ନିୟନ୍ତ୍ରଣ କର

ନୂଆଦିଲ୍ଲୀ, ୧୫।୭: ହିଲ୍‌ ଷ୍ଟେଶନ ଏବଂ ବଜାରଗୁଡ଼ିକରେ ଅତ୍ୟଧିକ ଜନଗହଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଗହଳି ନିୟନ୍ତ୍ରଣ ଦିଗରେ…

ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ ଅଫିସ,୧୫।୭: ରଥଯାତ୍ରାଠାରୁ ଆରମ୍ଭ କରି ଆଡ଼ପମଣ୍ଡପ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲେ ମଧ୍ୟ ମଙ୍ଗଳବାର ରାତ୍ର ପହୁଡ଼ ନୀତି ହୋଇପାରିନାହିଁ। ଫଳରେ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ମହାପ୍ରଭୁ ବଡ଼ସିଂହାର ବେଶରେ ବୁଧବାର ଭୋର…

ଦେଶଦ୍ରୋହ ଆଇନର ସମୀକ୍ଷା ହେବ

ନୂଆଦିଲ୍ଲୀ, ୧୫।୭(ପି.ଟି.): ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଜଣେ ପୂର୍ବତନ ସେନା ଅଧିକାରୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ସମୀକ୍ଷା ହେବ। ଏଭଳି ଆଇନ ବାକ୍‌ ସ୍ବାଧୀନତା ଏବଂ ଅବାଧ ଅଭିବ୍ୟକ୍ତି ଭଳି ମୌଳିକ ଅଧିକାର ଉପରେ ଅଯଥା କଟକଣା…

ଜାକି ଚାନ୍‌ଙ୍କ ଜିନ୍‌ପିଙ୍ଗ୍‌ ପ୍ରେମ

ହଲିଉଡ୍‌ ଆକ୍ସନ ଅଭିନେତା ତଥା ଚାଇନାର ଜାକି ଚାନ୍‌ ଏବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଦଳ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସଦସ୍ୟ ହେବାକୁ ଚାହୁଁଥିବା କହିଛନ୍ତି। ୨୦୧୯ରେ ହଂକଂରେ ଗଣତନ୍ତ୍ର ସମର୍ଥକଙ୍କୁ ବିରୋଧ କରି ଚାନ୍‌ ବିଶ୍ୱସ୍ତରରେ ସମାଲୋଚନାର ଶିକାର ହୋଇଥିଲେ।…

ଯନ୍ତ୍ରଣା ଭୋଗିବେ ଆଫଗାନ୍‌ ମହିଳା

ଆଫ୍‌ଗାନସ୍ଥାନରୁ ଆମେରିକା ସେନା ପ୍ରତ୍ୟାହାର ସହ ତାଲିବାନ ଅଧିକାଂଶ ଅଞ୍ଚଳକୁ ଅକ୍ତିଆର କରିଛି। ଆଗକୁ ଆଫଗାନ ମହିଳାମାନେ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ବଢ଼ିଥିବାବେଳେ ଆମେରିକାର ଏହି ପଦକ୍ଷେପକୁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ସମାଲୋଚନା କରିଛନ୍ତି। ଏଥିଯୋଗୁ ମହିଳାମାନେ…

ରାଜଧାନୀରେ ବଡ଼ ବେପାର: ଅଧକୋଟିର ବ୍ରାଉନସୁଗାର, ୩୫ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୫।୭(ବ୍ୟୁରୋ): କୋଲକାତାରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର। ଜଳେଶ୍ୱରରେ ଏକାଧିକ ଚୋରା ଚାଲାଣକାରୀ ରହିଥିବାବେଳେ ଏମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ ହେଉଛି। ଶହୀଦନଗର ଥାନାଞ୍ଚଳରେ ଏକ ଦମ୍ପତି ବ୍ରାଉନସୁଗାର କାରବାର…

କ’ଣ ରହିଛି ପିକେ ପ୍ଲାନ୍‌

ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍‌ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ କଂଗ୍ରେସର ଗାନ୍ଧୀମାନଙ୍କୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଶାସକ…

ରାସ୍ତାରେ କ୍ରିକେଟ୍‌ ଖେଳିଲେ ଗୁଗଲ ସିଇଓ

ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ଲୋକପ୍ରିୟ। କିନ୍ତୁ ଭାରତରେ ଏହି ଖେଳ ପାଇଁ କ୍ରେଜ ବୋଶୀ। ଦେଶରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କି ପିଲାଦିନରେ କ୍ରିକେଟ ଖେଳି ନାହାଁନ୍ତି। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହାର ବଳିଷ୍ଠ ଉଦାହରଣ। ଏତେ…

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩ ଦିନ…

ବନ୍ଦ ଡାକରାରେ ବଡ଼ବିଲ ପ୍ରଭାବିତ

ବଡ଼ବିଲ,୧୫।୭(ସ୍ବ.ପ୍ର.): ପେଟ୍ରୋଲିୟମ୍‌ ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri