Home

ଆଜି ପବିତ୍ର ରଥଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ୍‌,୧୨।୭: ମହାପ୍ରଭୁଙ୍କ ଆଜି ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ରଥଯାତ୍ରା। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି…

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି ପାଇଛି। ଲୋକମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ମେଦବହୁଳତା, ଡାଇବେଟିସ୍‌ ଏବଂ…

୩୩ ବଲ୍‌ରେ ୭ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍‌: ଏବେ ପେନ୍‌ସନ୍‌ ବନ୍ଦ

କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍‌ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ ନଓ୍ବାଜଙ୍କୁ ଏମିତି ଦଣ୍ଡ ମିଳିଛି। ବ୍ରିଟେନରେ ରହୁଥିବା ସରଫରାଜ ପାକିସ୍ତାନ ବୋର୍ଡ ବିରୋଧରେ ସ୍ଥାନୀୟ…

ମୁଁ ଭାଗ୍ୟବାନ୍‌: ଜାଣନ୍ତୁ ଏମିତି କାହିଁକି କହିଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ବେଶ୍‌ ସତର୍କ। କିନ୍ତୁ ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ ପାଇଁ ଅକ୍ଷୟ ନିଜ ଫିଟ୍‌ନେସ୍‌କୁ କିଛିଟା ଜଳାଞ୍ଜଳି ଦେଇଛନ୍ତି। ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମ ପାଇଁ ଅକ୍ଷୟ ଦିଲ୍ଲୀର ଜଣେ…

ରାଣୀ, ମୁଁ କାନ୍ଦି ପାରିବି କି?

ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍‌ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ତାଙ୍କ ଫଟୋ…

ଅସନ୍ତୁଷ୍ଟଙ୍କ ମୁହଁରେ ପୁଣି ହସ ଫୁଟାଇବେ ମୋଦି!

ନୂଆଦିଲ୍ଲୀ,୧୧।୭: ନିକଟରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ସମ୍ପ୍ରସାରଣ ବେଳେ ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ ଏବଂ ପ୍ରକାଶ ଜାଭଡେକରଙ୍କ ଭଳି କିଛି ହେବିଓ୍ବେଟ୍‌ଙ୍କ ସମେତ ୧୨ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। କ୍ୟାବିନେଟରୁ ବାହାରିବା ପରେ…

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍‌ ଗଜବନ୍‌-ଉଲ୍‌-ହିନ୍ଦ୍‌ ସହ ଜଡିତ ରହିଥିବା ନେଇ କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି।…

ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍‌ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ…

ଦୟାକରି ଦିଗ୍‌ବିଜୟଙ୍କୁ ଅଟକାନ୍ତୁ; ଚିଠିରେ ଏମିତି ଲେଖି ସୋନିଆଙ୍କୁ ପଠାଇଲେ କଂଗ୍ରେସ ନେତା

ମୁମ୍ବାଇ,୧୧।୭: ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କୁ ହିନ୍ଦୁ ବିରୋଧୀ ବିବୃତ୍ତି ଦେବାରୁ ଅଟକାଇବାକୁ ଅନୁରୋଧ କରିଛନ୍ତି। ବିଶ୍ୱବନ୍ଧୁ ନାମକ ଏହି ନେତା ଅଭିଯୋଗ…

ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ ଶ୍ଲୋକର ସାହାରା ନେଇଛନ୍ତି। ଏହି ନିଆରା ଢଙ୍ଗରେ ସମସ୍ୟା ସମାଧାନ କରିବାରେ ସଫଳ ହୋଇଛନ୍ତି।…

ସରକାରଙ୍କ ଆଗରେ ନଇଁଲା ଟୁଇଟର୍‌

ନୂଆଦିଲ୍ଲୀ,୧୧।୭: ଭାରତ ସରକାର ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାପରି ଲାଗୁଛି। ଶେଷରେ ଟୁଇଟର ଭାରତର ନୂତନ ଆଇଟି ନିୟମକୁ ଗ୍ରହଣ କରିଛି। ବିଶେଷ କଥା ହେଉଛି ନୂତନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚେତାବନୀ…

୧୪୩ ବର୍ଷ ପରେ ପ୍ରଥମ କ୍ରିକେଟର୍‌ ଭାବେ ଓ୍ବିମ୍ବେଲଡନ ଟାଇଟଲ ଜିତିଲେ ଏହି ଟେନିସ୍‌ ଖେଳାଳି

ଗୋଟିଏ ବୃତ୍ତି ଛାଡି ଅନ୍ୟ ବୃତ୍ତି ଗ୍ରହଣ କରିବା ଆଜିର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ଭାଗ୍ୟରେ ଯାହା ଲେଖା ହୋଇଛି, ସେଥିରେ ହିଁ ସଫଳତା ହାସଲ ହୁଏ। ଅଷ୍ଟ୍ରେଲୀୟ ମହିଳା ଟେନିସ ଖେଳାଳି ଆଶ୍‌ଲେ ବାର୍ଟିଙ୍କ ସହ ସମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri