ହାଇଟେକ୍ ବ୍ରେସ୍ଲେଟ୍
ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ନୂଆ କଥା ଆବିଷ୍କାର ହେଉଛି। ସେହି ଅନୁସାରେ ରୋଗର ନିଦାନ ପ୍ରଣାଳୀ ମଧ୍ୟ ସହଜ ଏବଂ ସରଳ ହୋଇପାରୁଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏକ ହାଇଟେକ୍ ବ୍ରେସ୍ଲେଟ୍ ତିଆରି କରିଛନ୍ତି। ଏହାଦ୍ୱାରା ବ୍ଲଡପ୍ରେସର,…
ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ
ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା ହୋଇଯାଇଥିଲେ। ପାରିବାରିକ ହିଂସା ଏବଂ ପ୍ରତାରଣା ଅଭିଯୋଗରେ ନିଶା କରଣ ମେହେରାଙ୍କ ବିରୋଧରେ ମାମଲା…
ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର କରନ୍ତି ତାହା ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିସିସିଆଇ ମଧ୍ୟ ବିରାଟଙ୍କୁ…
ବ୍ୟାଟ୍ରେ ଏହି କ୍ରିକେଟର୍ଙ୍କ ମୁଣ୍ଡ ଫଟାଇବାକୁ ଚାହୁଁଥିଲେ ଶୋଏବ ଅଖତର
ଲାହୋର,୨୪।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ତାଙ୍କ ସାଥୀ ଖେଳାଳି ତଥା ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ଆଫ୍ରିଦି ଏକ ସାକ୍ଷାତକାରରେ ଅଖତର ଏକ କଥାକୁ ନେଇ ଏତେ ରାଗିଯାଇଥିଲେ…
ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍କା
ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମାର୍କ ଉଡ୍ ହେଡିଙ୍ଗଲି ଟେଷ୍ଟରୁ ବାଦ ପଡିଛନ୍ତି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ…
ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର
ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କୁ ସେ ‘ରିଅଲ ଲାଇଫ ହିରୋ’ ବୋଲି କହିଛନ୍ତି। ପାରାଲିମ୍ପିକ ଗେମ୍ସର…
ଅନ୍ଧାର ରାତି, ଗାଡ଼ି ସାମ୍ନାକୁ ହଠାତ୍ ଚାଲିଆସିଲା ବାଘ, ଆଉ ତା’ ପରେ…
ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ଯେତେବେଳେ ବି ଟିକେ ସମୟ ପାଆନ୍ତି ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଯାହାକି ରୋଚକପୂର୍ଣ୍ଣ ହୋଇଥାଏ। ଏବେ ଆନନ୍ଦ ମହିନ୍ଦ୍ରା ଏକ…
ପଶ୍ଚିମବଙ୍ଗ ବିଭାଜନ ନେଇ ଭାଜପାରେ ଫାଟ…
କୋଲକାତା, ୨୩।୮: ପଶ୍ଚିମବଙ୍ଗ ବିଭାଜନ ନେଇ ରାଜ୍ୟ ଭାଜପାରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ ମୌଖିକ ଭାବେ କେନ୍ଦ୍ରୀୟ ମନ୍ତ୍ରୀ ଜନ୍ ବାର୍ଲାଙ୍କ ଦାବିକୁ ସମର୍ଥନ କରିବା…
୫ ବର୍ଷ ପରେ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ
କଟକ ଅଫିସ,୨୩ା୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ କୁମାର ସାହୁ (ଦିଲୁ)ଙ୍କୁ ଗିରଫ କରାଯାଇଛି। କଟକ ଅର୍ବାନ ପୋଲିସ ତାଙ୍କୁ ଆଜି ଗିରଫ କରିଥିବା ଏକ ଖବରଦାତା ସମ୍ମିଳନୀରେ ଦେଇଛନ୍ତି ଟୁଇନ୍ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୂଚନାଯୋଗ୍ୟ,…
ଐଶ୍ଚର୍ଯ୍ୟା ପିନ୍ଧିଥିବା ଏହି ଘଣ୍ଟାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଫଟୋ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ତାଙ୍କର ପ୍ରତ୍ୟେକ ପୋଷ୍ଟ ଭାଇରାଲ ହୁଏ। ନିକଟରେ…
ବାଇଡେନ୍ଙ୍କ ତଣ୍ଟିରେ କଣ୍ଟା…
ଓ୍ବାଶିଟନ, ୨୩।୮: ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ଆଣିବା ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଡୁଆରେ ପଡ଼ିଛନ୍ତି। ତାଙ୍କ ତଣ୍ଟିରେ କଣ୍ଟା ଅଟକି ଥିବା ପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ତାଲିବାନର ନାଲି ଆଖି ସତ୍ତ୍ୱେ ମଧ୍ୟ ସେ ସୈନ୍ୟଙ୍କୁ…
ଆଫଗାନିସ୍ତାନ ସମସ୍ୟା, ଅଗଷ୍ଟ ୨୬ରେ ସର୍ବଦଳୀୟ ବୈଠକ…
ନୂଆଦିଲ୍ଲୀ, ୨୩।୮: ଆଫଗାନିସ୍ତାନ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକ ଅଗଷ୍ଟ ୨୬ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ଏନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି। ବୈଠକରେ ବିରୋଧୀଙ୍କ ସମସ୍ତ…

