ମୃତ ବୃଦ୍ଧ କୋକେଇରୁ ଉଠି କହିଲେ ମୁଁ ବଞ୍ଚିଛି
ମଧ୍ୟପ୍ରଦେଶର ଛତ୍ରପୁର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହଠାତ୍ ବୃଦ୍ଧ ଜଣକ କୋକେଇରୁ ଉଠି କହିଲେ ମୁଁ ମରିନି, ବଞ୍ଚିଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି…
ଅନଲାଇନ୍ କ୍ଲାସ୍ କରୁ କରୁ ବାପାଙ୍କ ଆକାଉଣ୍ଟରୁ ପୁଅ ସାରିଦେଲା ୨ ଲକ୍ଷ ଟଙ୍କା
ଝାନ୍ସୀ,୧୫।୭: କରୋନା ସମୟରେ ଅନଲାଇନ କ୍ଲାସ ହେତୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଟିକିଏ ଅସାବଧାନତା ମଧ୍ୟ ସେମାନଙ୍କ ପାଇଁ ବିପଦ ପାଲଟିଛି। ହାତରେ ମୋବାଇଲ ଫୋନ ଥିବାରୁ ପିଲାମାନେ ପବଜୀ ଏବଂ ଫ୍ରି ଫାୟାର…
୧୫ କିଲୋ ଓଜନ ବଢାଇଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଗର୍ଭଧାରଣ ଉପରେ ଆଧାରିତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମିମି’ର ଟ୍ରେଲର ଜୁଲାଇ ୧୩ ରେ ମୁକ୍ତିଲାଭ କରିଛି। ଟ୍ରେଲରରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହି ଫିଲ୍ମରେ କ୍ରିତି ସାନନଙ୍କୁ…
୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ
ନୂଆଦିଲ୍ଲୀ, ୧୫।୭: ଗତ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ କରାଯାଇଛି। ଅନଲାଇନ ଅପବ୍ୟବହାରରୁ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଫେସ୍ବୁକ ମାଲିକାନାରେ ଥିବା କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଏ ନେଇ…
ଗଗନୟାନ ଇଞ୍ଜିନର ସଫଳ ପରୀକ୍ଷା ପରେ ଏଲୋନ ମସ୍କଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୫।୭: ଦେଶର ସବୁଠୁ ବଡ଼ ମହାକାଶ ମିଶନ ‘ଗଗନୟାନ’ କ୍ଷେତ୍ରରେ ସୋମବାର ପାଦେ ଆଗକୁ ବଢ଼ିଛି ଇସ୍ରୋ। ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ବିକାଶ ଇଞ୍ଜିନ(ଯାନ)ର ପରୀକ୍ଷା ସଫଳ ହୋଇଛି। ଏଥିଲାଗି ଭାରତୀୟ ମହାକାଶ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ)କୁ ଗୋଟିଏ…
ମୋଦିଙ୍କୁ ଚିଠି ଲେଖିଲେ ଦିଦି
କୋଲକାତା,୧୫।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଦିଆଯାଉ ନାହିଁ ବୋଲି ଚିଠିରେ ଅଭିଯୋଗ କରିଛନ୍ତି। ପକ୍ଷପାତିତା ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି ଯେ, ବଙ୍ଗଳାକୁ…
ଦଳ କଥା ନ ଭାବି ଫୁଟ୍ବଲ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…
ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ପ୍ରକାର…
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ
ଗଞ୍ଜାମ,୧୫ା୭(ଡି.ଏନ୍.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍ ଶହେ ଟପିଲାଣି। ଏହାର ପ୍ରତିବାଦ କରି ଗୁରୁବାର ଭାରତୀୟ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଥିଲା।…
ପୁତୁରାଙ୍କ କଟୁରି ଚୋଟରେ ବଡ଼ ମା’ ମୃତ
ଛତ୍ରପୁର,୧୫ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁତୁରା ସୀତାରାମ ମଣ୍ଡଳଙ୍କ କଟୁରି ଚୋଟରେ ବଡ଼ ମା’ ପଦ୍ମାବତୀ ମଣ୍ଡଳଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ଛାନ୍ଭିନ୍…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର
ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍ ସରକାରୀ କର୍ମଚାରୀଙ୍କ ‘ଏଚ୍ଆର୍ଏ’ ମଧ୍ୟ ବୃଦ୍ଧି ପାଇପାରେ। ମହଙ୍ଗା ଭତ୍ତା ବୃଦ୍ଧି ସହିତ, ‘ଏଚ୍ଆର୍ଏ’ ବୃଦ୍ଧି କରିବାର…
ସାରା ରାଜ୍ୟରେ ଗଡ଼ିବ ବସ୍; ହେଲେ ୨୫ ଯାଏ ପୁରୀକୁ ମନା
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ ପାଇଁ ନୂଆ କରୋନା ଗାଇଡଲାଇନ୍ ଘେଷଣା କରାଯାଇଛି। ଏଣିକି ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ କରାଯିବ। ବସ୍ରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ବସ୍ ଚଳାଚଳ ନେଇ ସମୟ କଟକଣା କିଛି ରହିବ…
ବାପାଙ୍କ ଫଟୋକୁ ଘରେ ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ କମେଡି କୁଇନ୍: ଜାଣନ୍ତୁ କାହିଁକି
ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର, କିନ୍ତୁ ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କ୍ଷେତ୍ରରେ ଏହା ଟିକେ ଭିନ୍ନ।…
Archives


