ଅନେକ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ହନି, ପଚାରିବାରୁ ମଦ ବୋତଲ ଫିଙ୍ଗିଥିଲେ: ଶାଳିନୀ
ବମ୍ବେ: ର଼୍ୟାପର୍ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ପକ୍ଷରୁ ଗାୟକଙ୍କୁ ୨୮ ଅଗଷ୍ଟ ପୂର୍ବରୁ ଅଭିଯୋଗର ଜବାବ ଦେବାକୁ ନୋଟିସ ଜାରି କରାଯାଇଛି। ଏହାକୁ ନେଇ ଚର୍ଚ୍ଚାରେ…
ଇନ୍ଦିରା ଗାନ୍ଧୀଙ୍କ ଲୁକ୍ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’
ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ହେଲେ ଟ୍ରେଲରରେ ଇନ୍ଦିରାଙ୍କ ଲୁକ୍ରେ ଲାରାଙ୍କୁ…
୪୮ ହଜାର ଟଙ୍କାର ଶାଢ଼ି ପିନ୍ଧି ଫିଲ୍ମ ଶୁଟିଂ କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ଏହି ଫିଲ୍ମର ପ୍ରମୋଶନ କରିଛନ୍ତି। ସୋସିଆଲ ମିଡିଆରେ କିଆରା ଏକ ନୂଆ ଫଟୋ ଶୁଟ୍ ପାଇଁ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଭିନ୍ନ ଲୁକ୍ରେ…
ଭୂକମ୍ପ ଆସିବା ପୂର୍ବରୁ ମିଳିବ ସତର୍କ ସୂଚନା: ଉତ୍ତରାଖଣ୍ଡରେ ଆରମ୍ଭ ହେବ ପ୍ରଥମ ଓ୍ବାର୍ନିଂ ସିଷ୍ଟମ
ଡେରାଡୁନ,୪।୮: ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ବୁଧବାରଠାରୁ ଏହି ଓ୍ବାନିଂ ସିଷ୍ଟମ କାର୍ଯ୍ୟକ୍ଷମ ହେବ। ଭୂକମ୍ପ ଘଟିବା ମାତ୍ରେ ଯେଉଁ ଅଞ୍ଚଳରେ ଭୂକମ୍ପ…
ସରକାରଙ୍କୁ ଘେରିଲେ ବିରୋଧୀ, ଉଭୟ ଗୃହ ମୁଲତବୀ…
ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି।…
‘ଦ ଗ୍ରେଟ୍ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ
ଦ ଗ୍ରେଟ୍ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍ ପିନ୍ଧିବା ପାଇଁ ଚେଷ୍ଟା କରୁଥିବା ନଜର ଆସିଥିବା ବେଳେ ଅନ୍ୟଟିରେ ଏକ ଅଟୋରେ ବସିବା…
ଅଧ ରାତିର କାହାଣୀ: ସାଗରଙ୍କୁ ହକି ବାଡିରେ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ପିଟିଥିଲେ ସୁଶୀଲ
ନୂଆଦିଲ୍ଲୀ,୪।୮: ଜାତୀୟ ରେସଲିଂ ଚାମ୍ପିଅନ ସାଗର ଧନଖର ହତ୍ୟା ମାମଲାରେ ପୁଣି ନୂଆ ଖୁଲାସା ହୋଇଛି। ରେସଲର ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ଛତ୍ରସାଲ ଷ୍ଟାଡିୟମର ଥିବା ଏକ ରୁମ୍ରେ ତାଲା ପକାଇବା ସାଗରଙ୍କୁ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ…
ମଧ୍ୟପ୍ରଦେଶ ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ: ଗୋଟିଏ ଦିନରେ ୨୭ଲକ୍ଷ ଟିକାକରଣ
ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଯୋଗୀ ସରକାର ଟିକାକରଣକୁ ନେଇ ଏକ ଇତିହାସ ରଚିଛନ୍ତି। ରାଜ୍ୟରେ ଅଗଷ୍ଟ ୩ରେ ଗୋଟିଏ ଦିନରେ ୨୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଯାହା ନିଜ ଭିତରେ ଏକ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୋଟିଏ ଦିନରେ…
ମହାକାଶରେ ଖୋଲିଲେ ମହୁ ଡବା; ତା’ପରେ ଯାହା ହେଲା …
ନୂଆଦିଲ୍ଲୀ: ସମସ୍ତ କଠିନ ଏବଂ ତରଳ ପଦାର୍ଥ ମହାକାଶରେ ସମାନ ଆଚରଣ କରେ ନାହିଁ। ଥରେ ଭାବନ୍ତୁ ତ ଯଦି ମହାକାଶରେ ମହୁ ବୋତଲ ଖୋଲିବେ ତେବେ କ’ଣ ହେବ? ସେ ବିଷୟରେ ଜଣା ନ ଥିବା କହିପାରନ୍ତି। ତେବେ ଜଣେ…
ତାଲିବାନ ସହିତ ହାତ ମିଳାଇଲା ଲଶ୍କର, ଭାରତର ସହାୟତା ଲୋଡ଼ିଲେ ଆଫଗାନିସ୍ତାନ ସରକାର…
କାବୁଲ/ନୂଆଦିଲ୍ଲୀ,୪।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ସାଧାରଣ ଜନତାଙ୍କ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ତାଲିବାନ ସହିତ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ହାତ ମିଳାଇଛି। ତାଲିବାନ ହିଂସା ସମ୍ପର୍କରେ ଆଫଗାନିସ୍ତାନର ବହିର୍ବ୍ୟାପାର…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀ ଜଣଙ୍କ କିଏ? ଟୋକିଓ ଅଲିମ୍ପିକ୍ସରେ…
ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ ଖେଳର ଆୟୋଜନ କରାଯାଛି। ଖେଳର ଏହି ମହାକୁମ୍ଭରେ କିଛି ମହିଳା ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ବେଳେ କିଛଇ ନିଜର ସୁନ୍ଦରତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଏଭଳି ଜଣେ ଯୁବତୀ ତଜୁୟୁଙ୍କ…
ଶ୍ରାବଣ ମାସରେ ନିଶ୍ଚୟ ଲଗାନ୍ତୁ ଏହି ୫ ଗଛ; ଚମକିବ ଭାଗ୍ୟ…
ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯିବାର ମାନ୍ୟତା ରହିଛି। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇବା…
Archives


