Home

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକିବା ଷଡ଼ଯନ୍ତ୍ର, ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ,୪।୮: ଦେଶର ସ୍ବାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ବିଚ୍ଛିନ୍ନତାବାଦୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତାକା ଉତ୍ତୋଳନ ନ କରାଇ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଇଣ୍ଟେଲିଜେନ୍ସ ଏଜେନ୍ସି ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଜେନ୍ସି ଗୁଡ଼ିକ…

ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱାଧୀନ ଏକ ଟିମ୍‌ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ପ୍ରଥମେ ଦେଓଗାଁ ହାଇସ୍କୁଲ ପରିଦର୍ଶନ କରିବା ସହ ବଲାଙ୍ଗୀର ପତିତପାବନ ଏକାଡେମୀ, ଭୀମଭୋଇ…

କପିଲଙ୍କ ଶୋ’ ଦେଖିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଅନେକ ସେଲିବ୍ରିଟି ଆସି ସେମାନଙ୍କ ଜୀବନ ସହ ଜଡିତ କାହାଣୀ ବାଣ୍ଟନ୍ତି। ଥରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କପିଲଙ୍କ ଶୋ’କୁ ଆସିଥିଲେ। ଏଠାରେ କୋହଲି ଏକ ମଜାଦାର କଥା…

କୋଭିଡ୍‌ ଟିକା ପାସ୍‌ ନ ଥିଲେ ରେଷ୍ଟୁରାଣ୍ଟ୍‌-ଜିମ୍‌ରେ ପ୍ରବେଶ ମନା…

ନ୍ୟୁୟର୍କ,୪।୮: ଆମେରିକାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରରେ କେତେକ ସର୍ବସାଧାରଣ ସ୍ଥଳକୁ ଯିବା ଲାଗି କଟକଣା ଜାରି ହୋଇଛି। ନ୍ୟୁୟର୍କ ସିଟିରେ ରେଷ୍ଟୁରାଣ୍ଟ, ଜିମ ଏବଂ ବିଭିନ୍ନ ଶୋ ଭଳି ଇନଡୋର ଭେନ୍ୟୁରେ…

ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ ଅଭିନେତା । ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ଅଛି, କିନ୍ତୁ…

ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ବୋଲି ପାର୍ଲାମେଣ୍ଟାରୀ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରାଯାଇଛି।…

ଆଜି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି

ପୁରୀ ଅଫିସ, ୪।୮(ଡି.ଏନ୍‌.ଏ.):ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଉଥିବା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ସୋମବାର ଜିଲାର ପ୍ରାୟ ଧର୍ମାନୁଷ୍ଠାନ ତଥା ମନ୍ଦିର, ଚର୍ଚ୍ଚ, ମସଜିଦ ଖୋଲିଛି। ଦୀର୍ଘଦିନ ପରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିବାରୁ…

ଏସ୍‌ଆଇଙ୍କୁ କାମୁଡ଼ିିଦେଲେ ମହିଳା

ଭୁବନେଶ୍ୱର,୪।୮(ବ୍ୟୁରୋ):ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ମଙ୍ଗଳବାର ଏକ ଘଟଣାର ତଦନ୍ତ କରିବାକୁ ଯାଇଥିବା ମହିଳା ଏସ୍‌ଆଇ ପ୍ରିୟଦର୍ଶିନୀ ବେହେରାଙ୍କୁ ଜଣେ ଘର ମାଲିକାଣୀ ମାଡ଼ ମାରିବା ସହ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଛନ୍ତି। ଏସ୍‌ଆଇ ବେହେରା ଏବେ ହସ୍ପିଟାଲରେ ଚିକିତ୍ସିତ…

ଭାରତ-ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। କ୍ରିକେଟ ବିଶେଷଜ୍ଞ ତଥା ଭେଟେରାନମାନେ ଏହି ସିରିଜ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଚକ୍ଷୁ ସହାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୪।୮(ଡି.ଏନ.ଏ.)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ସହାୟକଭାବେ କାର୍ଯ୍ୟରତ କିଶୋର ପ୍ରଧାନଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମେଲଛାମୁଣ୍ଡା ଥାନା ଟାଲ ଗ୍ରାମରେ ରହିଥିବା ତାଙ୍କ ପୈତୃକ ବାସଭବନ…

ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ

ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ କହିଛନ୍ତି ଯେ, ତାଙ୍କ ଫୋନ ସାୱରରେ ପଡି ଯାଇଛି ଏବଂ ଠିକ୍‌ ନ ହେବା…

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ, ତୃତୀୟ ଲହର ନେଇ ଆତଙ୍କ…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri