ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଚକ୍ଷୁ ସହାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ପଦ୍ମପୁର,୪।୮(ଡି.ଏନ.ଏ.)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ସହାୟକଭାବେ କାର୍ଯ୍ୟରତ କିଶୋର ପ୍ରଧାନଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମେଲଛାମୁଣ୍ଡା ଥାନା ଟାଲ ଗ୍ରାମରେ ରହିଥିବା ତାଙ୍କ ପୈତୃକ ବାସଭବନ…
ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ
ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ କହିଛନ୍ତି ଯେ, ତାଙ୍କ ଫୋନ ସାୱରରେ ପଡି ଯାଇଛି ଏବଂ ଠିକ୍ ନ ହେବା…
ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ, ତୃତୀୟ ଲହର ନେଇ ଆତଙ୍କ…
ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର…
ଉଇକେଟ୍ ନେବା ପରେ ବି ମାଡ ଖାଉଥିଲେ ଏହି କ୍ରିକେଟର୍
ଆଜି ଟିମ ଇଣ୍ଡିଆର ଲେଗ ସ୍ପିନର ରାହୁଲ ଚହରଙ୍କ ଜନ୍ମଦିନ। ରାହୁଲ ଚହରଙ୍କୁ ୨୨ ବର୍ଷ ବୟସ ହୋଇଛି। ରାହୁଲ ୨୦୧୯ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଭାରତୀୟ ଦଳ ପାଇଁ ମାତ୍ର ୫ ଟି -୨୦ ଏବଂ…
ଦିନକରେ କରୋନା ନେଲା ୬୬ ଜୀବନ
ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୧୬୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…
ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
କଟକ ଅଫିସ, ୪।୮:ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ଥିବାବେଳେ ଉଭୟ ସରକାର ଜବାବ ଦାଖଲ କରିନାହାନ୍ତି। ଫଳରେ…
ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍…
ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ୧୨ ବର୍ଷରୁ…
ଭାଜପାକୁ କାହିଁକି ସମର୍ଥନ ଦିଆଗଲା ଜାଣିନି
ପୁରୀ ଲୋକ ସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପିନାକୀ ମିଶ୍ର ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି। ସେ ମୋଟ ୪ଥର ପୁରୀ ଲୋକ ସଭା ଆସନରୁ ଏମ୍ପି ଭାବେ ବିଜୟୀ ହୋଇଛନ୍ତି। ସେ ପ୍ରଥମେ ୧୯୯୬ରେ କଂଗ୍ରେସ…
୨ୟ, ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ
ଭୁବନେଶ୍ୱର, ୪।୮(ବ୍ୟୁରୋ:ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଏବଂ ସବ୍ ଅର୍ଡିନେଟ ଅଫିସ୍ ସମ୍ପୂର୍ଣ୍ଣ ଉପସ୍ଥାନରେ ଚାଲିବ। ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ କରାଯାଇଛି ଏହି ନିୟମରେ ପରିବର୍ତ୍ତନ ହେବ ନାହିଁ। ସବୁ ସରକାରୀ କାର୍ଯ୍ୟାଳୟ ଏବେଠାରୁ ୨ୟ ଏବଂ…
ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୮(ବ୍ୟୁରୋ):ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ୨-୫ ଗୋଲରେ ପରାସ୍ତ ହୋଇଛି। ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ୍ର ମନୋବଳ ବଢ଼ାଇଛନ୍ତି। ସେମିରେ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ହୋଇଥିବା କଡ଼ା ଟକ୍କରରେ…
ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି
ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର ଜାଲିଆତି ଧରାପଡ଼ିଛି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ମିଳିଥିବା ତଥ୍ୟ ଆଧାରରେ ଏହା…
ରୋଜ୍ ଭ୍ୟାଲି ଓଡ଼ିଶା ମୁଖ୍ୟ ଭୌମିକ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/ ବାଲେଶ୍ୱର ଅଫିସ,୪।୮: ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ବିକ୍ରମଜିତ୍ ଭୌମିକଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏକ ଟିମ୍ ସୋମବାର ରାତିରେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରୁ ଗିରଫ କରିଛି। ତାଙ୍କୁ କୋଲକାତାର ତାମ୍ଲୁକ ସିଜେଏମ୍ କୋର୍ଟରେ ହାଜର…
Archives


