ଲାଲ କିଲ୍ଲା ଉପରେ ଡ୍ରୋନ୍
ନୂଆଦିଲ୍ଲୀ,୪।୮: ଦେଶର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରେ ବୁଧବାର ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ପୋଲିସ ଚିନ୍ତିତ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଡ୍ରୋନ୍କୁ ଜବତ କରିଛି। ତେବେ କାର୍ଯ୍ୟାନୁଷ୍ଠାନ…
କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍ଏସ୍
ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍ଏସ୍) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ର଼୍ୟାଙ୍କ୍ ହାସଲ କରିଛନ୍ତି। ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା ହାସଲ…
କୋର୍ଟରେ ରହିଛି ସାଢ଼େ ୪ କୋଟି ବିଚାରାଧୀନ ମାମଲା…
ନୂଆଦିଲ୍ଲୀ,୪।୮: ସମ୍ପ୍ରତି ଦେଶରେ ପ୍ରାୟ ସାଢ଼େ ୪ କୋଟି ବିଚାରାଧୀନ ମାମଲା ନିମ୍ନ ଏବଂ ଅଧିନସ୍ଥ କୋର୍ଟରେ ପଡ଼ିରହିଛି। ଏସମ୍ପର୍କରେ ଲୋକ ସଭାରେ ବୁଧବାର ଆଇନମନ୍ତ୍ରୀ କିରେନ ରିଜିଜୁ ସୂଚନା ପ୍ରଦାନ କରିଛନ୍ତି। ବିଜୁ ଜନତା ଦଳର ଏମ୍ପି ଅନୁଭବ ମହାନ୍ତିଙ୍କ…
ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍ଡାଉନ ହଟାଇବେ ସରକାର
ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଇତିମଧ୍ୟରେ ବୁଧବାର କେରଳ ସରକାର ରାଜ୍ୟରେ ସପ୍ତାହାନ୍ତ ଲକ୍ଡାଉନ…
୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ବାଣ୍ଟିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୪।୮: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨ ହଜାର…
କର୍ନାଟକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ବସବରାଜଙ୍କ ଟିମ୍ରେ ଏହି ବିଧାୟକଙ୍କୁ ମିଳିଲା ସ୍ଥାନ
ବେଙ୍ଗାଲୁର,୪।୮: କର୍ନାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି। ନୂତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନୂଆ ଟିମ୍ରେ ମୋଟ ୨୯ଜଣ ବିଧାୟକ ବୁଧବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କନର୍ର୍ାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ରାଜ…
ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍ ଜିତିଲା ଇଂଲଣ୍ଡ
ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯାଉଥିବା ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି।…
ଇତିହାସ ରଚିଲେ ରବି କୁମାର: ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା
ଟୋକିଓ, ୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ ତମ ଦିନ। ଭାରତୀୟ କୁସ୍ତିଯୋଦ୍ଧାମାନେ ଆଜି ଭଲ ପ୍ରଦର୍ଶନ କରିଛନ୍ତି। ରବି କୁମାର ଦାହିୟା ୫୭ କିଲୋଗ୍ରାମ ବର୍ଗରେ କାଜାଖସ୍ତାନର ନୁର ଇସଲାମ ସାନାୟେଭଙ୍କୁ ହରାଇ ଫାଇନାଲରେ ସ୍ଥାନ ପାଇଛନ୍ତି। ଏଥସହ ଟୋକିଓ…
ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୪।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏତେ ବଡ ଉପଲବ୍ଧି ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି କହିଛନ୍ତି ଯେ, ରିଙ୍ଗରେ ତାଙ୍କର ସଫଳତା ଅନେକ…
ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା ଅକ୍ଟୋବର ୨୪ରେ…
ନୂଆଦିଲ୍ଲୀ,୪।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ କେହି ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ଦୁଇ ଦେଶ ମଧ୍ୟରେ କ୍ରିକେଟ ପଡ଼ିଆରେ ବଲ୍ ବ୍ୟାଟ୍ ସଂଘର୍ଷ ଦେଖିବାକୁ ସମସ୍ତେ ଆଗ୍ରହୀ। ଦୁଇଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଯୋଗୁ ଦ୍ୱିପାକ୍ଷିକ ସିରିଜ…
ରାଜ୍ୟ ସଭାରୁ ୬ ଟିଏମ୍ସି ଏମ୍ପି ନିଲମ୍ବିତ…
ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ବୁଧବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ରାଜ୍ୟ ସଭାରେ…
ପୀଡ଼ିତା ପରିବାରଙ୍କୁ ଭେଟିବାକୁ ଯାଇ ବିରୋଧର ସମ୍ମୁଖୀନ ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୪।୮: ସନ୍ଦେହଜନକ ପରିସ୍ଥିତିରେ ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳର ଜଣେ ୯ବର୍ଷର ନାବାଳିକାର ମୃତ୍ୟୁ ହେବା ପରେ ଏବେ ମାମଲା ସରଗରମ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ପୀଡିତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ନିବେଦନ କରାଯାଇଛି। ଇତିମଧ୍ୟରେ…
Archives


