ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…
ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର ଦୂର ସମୁଦ୍ରରେ ପହଁରି ପହଁରି ମକ୍କାରେ ପହଞ୍ଚିବା ପାଇଁ ସମୁଦ୍ରକୁ ଡେଇଁଥିଲେ। ମାତ୍ର ମାଲେସୀୟ…
ଟେନ୍ସନ୍ରେ ଏହି ୨ କ୍ରିକେଟର୍
ଲଣ୍ଡନ,୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ବର୍ଷା ହେତୁ ପଞ୍ଚମ ଦିନରେ ଗୋଟିଏ ବଲ ବୋଲିଂ ହୋଇପାରି ନଥିଲା, ଯାହା ଫଳରେ ଟେଷ୍ଟ ଡ୍ର’ ହୋଇଥିଲା। ପ୍ରଥମ ଟେଷ୍ଟରେ ଭାରତ ଜିତିବାର…
ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର ଟଙ୍କା ପଠାଇଛନ୍ତି। ମୋଟ ୧୯,୫୦୦କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ଏହି ଯୋଜନା ଅନ୍ତର୍ଗତ…
ପରୀକ୍ଷା ତଥ୍ୟକୁ ସାର୍ବଜନୀନ ବିନା ଭାକ୍ସିନ୍କୁ ମଞ୍ଜୁରୀ, କେନ୍ଦ୍ର ସରକାରଙ୍କୁ ଏସ୍ସିଙ୍କ ଜବାବ ତଲବ…
ନୂଆଦିଲ୍ଲୀ,୯।୮: କରୋନା ଟିକା ପରୀକ୍ଷା ତଥ୍ୟକୁ ସାର୍ବଜନୀନ ନ କରି ଭାକ୍ସିନ୍କୁ ମଞ୍ଜୁରୀ ମିଳିବା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ କରାଯାଇଛି। ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, କେନ୍ଦ୍ରୀୟ…
କ୍ରାନ୍ତି ଦିବସରେ ସମ୍ମାନିତ ହେଲେ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ
ପଦ୍ମପୁର,୯ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆରୁହ ପଞ୍ଚାୟତ ତୁଲମତୁଲା ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରାସାଦ ରାୟଙ୍କୁ ସୋମବାର କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲାପାଳ ଡ. ଜ୍ଞାନ ଦାସ,…
ରାଗିଗଲେ କୋହଲି; କହିଦେଲେ ଏମିତି କଥା
ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି ନିକଟତର ଥିଲା। ପଞ୍ଚମ ଦିନରେ ଭାରତକୁ ମାତ୍ର ୧୫୭ ରନ ଆବଶ୍ୟକ ଏବଂ ତାଙ୍କ…
ଏନ୍କାଉଣ୍ଟର ଭୟ, ହାତ ଟେକି ଥାନାରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟର…
ଲକ୍ଷ୍ନୌ,୯।୮: ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍କାଉଣ୍ଟର ଭୟ ଘାରିଛି। ଶାମଲି ଅଞ୍ଚଳରେ ଗ୍ୟାଙ୍ଗଷ୍ଟରମାନେ ଆତ୍ମସମର୍ପଣ କରିବା ସହିତ ହାତ ଉଠାଇ ଥାନାରେ ପହଞ୍ଚିଛନ୍ତି। ଏହା ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗ୍ୟାଙ୍ଗଷ୍ଟର ଆକ୍ଟ ଅନ୍ତର୍ଗତ ରାମଡ଼ା ଗ୍ରାମର ଅହସାନ୍, ଗୁଫରାନ୍,…
ବଳାତ୍କାରୀଙ୍କୁ କୋର୍ଟ ଚାଲାଣବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ
କାଳିଆପାଣି,୯ା୮(ଡି.ଏନ୍.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଗାଁରେ ୫ ତାରିଖ ଦିନ ଜନୈକା ସ୍ବାମୀ ପରିତ୍ୟକ୍ତାଙ୍କୁ ୩ ନାବାଳକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ସୋମବାର ଜୁଭେଲାଇନ…
୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ
ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ ଲୋଡିଥିଲେ। ଏସମ୍ପର୍କରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ, ୬୫ପ୍ରତିଶତ ଅଭିଭାବକ…
ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି
ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ ଛାୟା ପରି ଶେରା ମଧ୍ୟ ତାଙ୍କ ସହିତ ରୁହନ୍ତି ଏବଂ ସଲମାନ ମଧ୍ୟ ଶେରାଙ୍କୁ…
ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ
ବରଗଡ଼ ଅଫିସ,୯ା୮: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଘନଶ୍ୟାମ ସାହୁଙ୍କ ବାସଭବନରେ ସୋମବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ ଥାନା କଲଙ୍ଗାପାଲି ଗ୍ରାମରେ…
ରାସ୍ତାକଡ଼ରୁ ଗଛ କାଟି ଦେଲେ
ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ ମହୋତ୍ସବ ପାଳନ ସହ ଲୋକଙ୍କୁ ମାଗଣା ଚାରା ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ରାସ୍ତା ପାର୍ଶ୍ୱରୁ…
Archives


