ରାସ୍ତାକଡ଼ରୁ ଗଛ କାଟି ଦେଲେ
ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ ମହୋତ୍ସବ ପାଳନ ସହ ଲୋକଙ୍କୁ ମାଗଣା ଚାରା ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ରାସ୍ତା ପାର୍ଶ୍ୱରୁ…
‘ଷ୍ଟାର ମିସ୍ କନ୍ଫିଡେଣ୍ଟ’ ହେଲେ ଆୟତୀ
ଭୁବନେଶ୍ୱର, ୯।୮(ବ୍ୟୁରୋ): ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଷ୍ଟାର୍ ମିଷ୍ଟର ଆଣ୍ଡ୍ ମିସ୍ ଟିନ୍ ଇଣ୍ଡିଆ’ରେ ପ୍ରତିଭା ପ୍ରଦର୍ଶନ କରି ଟାଇଟଲ୍ ହାସଲ କରିଛନ୍ତି ଭୁବନେଶ୍ୱରର ଝିଅ ଆୟତୀ ପଟ୍ଟନାୟକ। ନୂଆଦିଲ୍ଲୀର ଷ୍ଟାର୍ ଏଣ୍ଟରଟେନ୍ମେଣ୍ଟ ପ୍ରଡକ୍ସନ ପକ୍ଷରୁ ନିକଟରେ ରାଜସ୍ଥାନର ଜୟପୁର ସହରରେ ଆୟୋଜିତ…
ଖରାପ ପ୍ରଦର୍ଶନ କରିଥିବା ବିଧାୟକଙ୍କ ଟିକଟ କଟିବ, ନଡ୍ଡା ଦେଲେ ସଙ୍କେତ…
ଆଗ୍ରା,୯।୮: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବେ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା କର୍ମୀମାନଙ୍କୁ ନଡ୍ଡା ଭଲ ପ୍ରଦର୍ଶନ ନ କଲେ ଟିକଟ କଟିବ ବୋଲି ସଙ୍କେତ ଦେଇଛନ୍ତି। ପ୍ରଦର୍ଶନରେ ସୁଧାର…
ଲୋକୋମୋଟିଭ୍ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ
ପୁରୀ ଅଫିସ,୯।୮: ବ୍ରିଟିଶ ଅମଳରେ ନ୍ୟାରୋ ଗେଜ୍ ଟ୍ରେନ୍ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ଲୋକୋ ମୋଟିଭ୍ ଇଞ୍ଜିନ୍କୁ ଅନୁମତି ବିନା ଉଠାଇନେବାକୁ ଉଦ୍ୟମ ଚାଲିଛି। ଏନେଇ ରବିବାର ପୁରୀ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍ଆର୍ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ଏତଲା…
ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା
ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍ ଜୁଲାଇ ପ୍ରଥମ ସପ୍ତାହରୁ ମୌସୁମୀ ଉଭାନ ହୋଇଗଲା। ଆଷାଢ଼ ଯାଇ ଶ୍ରାବଣ ଚାଲିଛି। ଶ୍ରାବଣରେ ବିଲ ପୋଖରୀ…
୯ ଉଇକେଟ୍ ନେବା ସତ୍ତ୍ୱେ ବୁମ୍ରାଙ୍କୁ କାହିଁକି ଦିଆଗଲାନି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର
ଲଣ୍ଡନ,୯।୮:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚ ଜିତିବାକୁ ଭାରତୀୟ ଆଗରେ ଥିଲା କିନ୍ତୁ ପଞ୍ଚମ ଦିନରେ ବର୍ଷା ହେତୁ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ…
କୋଣାଦିତ୍ୟରେ ଅଖଣ୍ଡ ଧୁନି ପରମ୍ପରା ଆଜି ବି ବଞ୍ଚିଛି
ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ ହୋଇଯାଇଛି କୋଣାର୍କ ମନ୍ଦିର ନାମରେ। ଏହାସହ ଜଡ଼ିତ ହୋଇଥିବା ମେଘର ଆବାହନୀ ଐତିହ୍ୟକୁ ଆଜି…
ବିଏମ୍ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ
ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। ଏବେ କଟକଣା କୋହଳ ହେବା ପରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ…
ତାଲିବାନର କ୍ରୁରତା, ଟାଇଟ୍ ପୋଷାକ ପିନ୍ଧିଥିବା ଯୁବତୀଙ୍କୁ ଗୁଳି କରି ହତ୍ୟା…
କାବୁଲ,୯।୮: ଆଫଗାନିସ୍ତାନରେ ତାଲିବାନର କ୍ରୁରତା ବଢ଼ିବାରେ ଲାଗିଛି। ସମ୍ପ୍ରତି ଟାଇଟ୍ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କୁ ତାଲିବାନ ସଦସ୍ୟ ଗୁଳି କରି ହତ୍ୟା କରିଛନ୍ତି। ଯୁବତୀ ଜଣକ ବାହାରକୁ ଆସିଥିବା ସମୟରେ ତାଙ୍କ ସହିତ କୌଣସି ପୁରୁଷ ନ ଥିବାରୁ ଏହା…
ଦିନେ ଭାରତକୁ ବିଶ୍ୱକପ୍ ଜିତାଇଥିବା ଏହି କ୍ରିକେଟର ଏବେ ଶ୍ରମିକ
ଅହମ୍ମଦାବାଦ,୯।୮: ୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଶ୍ୱକପ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ବିଜୟ ପରେ ଭାରତୀୟ ଖେଳାଳିମାନେ ବହୁ…
ରୋଗ ନିରୂପଣ କରିବ ବେଞ୍ଚ
ଗୋଟିଏ ବେଞ୍ଚ ଦ୍ୱାରା କ’ଣ ରୋଗ ନିରୂପଣ କରାଯାଇପାରିବ। ଏ କଥାକୁ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ସେପରି ଏକ ନୂଆ ଉପାୟରେ ରୋଗ ସମ୍ପର୍କରେ ଜାଣିହେବ ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ…
ଭାରତ ମହାସାଗରରେ ପାଓ୍ବାର ଗେମ୍, ମରିସସ୍ର ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର…
ନୂଆଦିଲ୍ଲୀ,୯।୮: ଭାରତ ମହାସାଗରେ ପୃଥିବୀର ବଡ଼ବଡ଼ ଦେଶ ପାଓ୍ବାର ଗେମ୍ ଆରମ୍ଭ କରିଛନ୍ତି। ନିଜର ଶକ୍ତି ବୃଦ୍ଧି ପାଇଁ ଭାରତ ମଧ୍ୟ ଏଥିରେ ସାମିଲ୍ ହୋଇଛି। ଭାରତ ପକ୍ଷରୁ ମରିସସ୍ର ଏକ ନିର୍ଜନ ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର ସ୍ଥାପନ କରାଯାଇଛି।…
Archives


