Home

ସ୍କୁଲ ନ ଖୋଲିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ: ପାର୍ଲାମେଣ୍ଟାରୀ କମିଟି

ନୂଆଦିଲ୍ଲୀ,୯।୮: କରୋନା ମହାମାରୀ ଯୋଗୁ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଦେଶରେ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ପାଠପଢ଼ାରେ ବହୁତ କ୍ଷତି ହୋଇଛି। ଏନେଇ ସୋମବାର ପାର୍ଲାମେଣ୍ଟାରୀ କମିଟି ପ୍ରତିକ୍ରିୟା ରଖିଛି। କମିଟି ପକ୍ଷରୁ…

ମହାକାଶରେ ନାଚିଲା ଭୂତ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ସମାଜରେ ଅନେକ ଭୂତ କାହାଣୀ ଶୁଣିଥିବେ। କିନ୍ତୁ ମହାକାଶରେ ଭୂତ ନାଚୁଥିବା କେବେ ଶୁଣିଛନ୍ତି କି? ବୋଧହୁଏ ନା। ନିକଟରେ ମହାକାଶରେ ଭୂତ ନାଚୁଥିବା ଫଟୋ ଭାଇରାଲ ହୋଇଛି। ମହାକାଶରେ ଦୁଇ ଆକାଶଗଙ୍ଗା ପାର୍ଶ୍ୱରେ ଏହି ଭୂତ ଦୃଶ୍ୟମାନ ହେଉଛି। ଏହାସହ…

ପାର୍ବଣ ଋତୁ ଲାଗି ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ: ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ…

ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା

ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ପଞ୍ଜାବର ଅମୃତସରରେ ପାକିସ୍ତାନ ଡ୍ରୋନ ମାଧ୍ୟମରେ…

ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର

ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ ଲେଖିଛନ୍ତି, ମୋତେ ବିବାହ କରିବ କି? ଯୁବକଙ୍କ ଏପରି ହୃଦୟସ୍ପର୍ଶୀ ବାର୍ତ୍ତା ଦେଖି ସେହି…

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଛାତ୍ର ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହାଙ୍କ ହାତ…

ନଦୀରୁ ବାହାରିଲା ରୁପା କଏନ୍‌, ଗାଁ ଲୋକଙ୍କ ଜମିଲା ଭିଡ଼…

ଭୋପାଳ,୯।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏପରିସ୍ଥଳେ ସିନ୍ଦ୍‌ ନଦୀ କୂଳରେ ଥିବା ଅଶୋକ ନଗର ଅଞ୍ଚଳର ପଞ୍ଚାବଳୀ ଗାଁର ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଥିଲା। ନଦୀରୁ ରୁପା କଏନ୍‌ ମିଳୁଥିବା ପ୍ରଚାର ହେବା ପରେ ଲୋକଙ୍କ…

ମାରାଥନ୍‌ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା। ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦିଲ୍ଲୀ ସରକାର ଏହାକୁ ସ୍ମରଣୀୟ…

ଓବିସି ସଂଶାଧନ ବିଲ୍‌ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍‌-୨୦୨୧ ପାସ୍‌ ହୋଇଛି। ଏହାକୁ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏହି ସଂଶାଧନ ବିଲ…

ଫିଲ୍ମ ଷ୍ଟାଇଲ୍‌ରେ ପାକିସ୍ତାନ ଯୁବକ ଇଣ୍ଟରନେଟ୍‌ରେ ଖୋଜିଲେ ଭାରତୀୟଙ୍କ ମନିପର୍ସ, ଆଉ ତା’ ପରେ…

ଇସଲାମାବାଦ,୯ା୮: ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ କେତେ ଶକ୍ତିଶାଳୀ ମାଧ୍ୟମ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପାକିସ୍ତାନୀ ଯୁବକ ରାସ୍ତାରେ ପଡ଼ିଥିବା ଏକ ପର୍ସ ସମ୍ପର୍କରେ ସୋସିଆଲ ମିଡିଆରେ ଲେଖିଥିଲେ। ଏହା ପରେ ଏହି ପର୍ସର ପ୍ରକୃତ ମାଲିକଙ୍କୁ…

ରାହୁଲଙ୍କ ଆକାଉଣ୍ଟ ବନ୍ଦ: ଟୁଇଟର ଅଫିସ ବାହାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ ହେବା ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ହେବାରେ ଲାଗିଛି। ସୋମବାର ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀ…

ରାଜ୍ୟ ସଭାରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା: ତୁମ ପାଇଁ ଦେଶ ଗର୍ବିତ

ନୂଆଦିଲ୍ଲୀ,୯।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ଶେଷ ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ସଦନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କିଆ ନାଇଡୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ସମସ୍ତ ଭାରତୀୟ ବିଜେତାଙ୍କୁ ଶୁଭେଚ୍ଛା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri