Home

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିବା ସୂଚନା…

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ ତାଙ୍କ ସାମ୍ନାରେ ବିବାହ ଫଟୋ ଡିଲିଟ୍‌ କରିଥିଲେ। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ।…

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ସେ ନିଯୁକ୍ତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଏୟାର ମାର୍ଶାଲ ଦିଲୀପ।…

ନଳକୂପ ପାଖରେ ବାପାଙ୍କ ସହ ଶୋଉଥିଲେ ଏହି ଅଭିନେତା; ସାମାନ୍ୟ ଦିଆସିଲି ପ୍ୟାକେଟ୍‌ କିଣିବାକୁ ବି…

ବମ୍ବେ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତାଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଖୁବ୍‌ କମ୍‌ ସମୟରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ପୁରୁଣା ଅଭିଜ୍ଞତା ସାଙ୍ଗକୁ ସଂଘର୍ଷ କାରଣରୁ ତାଙ୍କୁ ମାଟି ସହ ଜଡ଼ିତ ଅଭିନେତା ବୋଲି…

ଆଜି ଜମିବ ବିଗ୍‌ବସ୍‌-୧୫

ମୁମ୍ବାଇ: ଅକ୍ଟୋବର ୨ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବ ଲୋକପ୍ରିୟ ଶୋ’ ବିଗ୍‌ବସ-୧୫ର ପ୍ରିମୟର। ସଲମାନ ଖାନ୍‌ ଏବଂ ରଣବୀର ସିଂଙ୍କୁ ଶୋ’ରେ ମଜା କରୁଥିବାର ଦେଖିବାକୁ ମିଳିବ। ଏହି ଶୋ’ର ପ୍ରିମିୟର୍‌ ରାତି ୯ଟାରେ ଆରମ୍ଭ ହେବ। ଏଥିରେ ବହୁ…

ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ

ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା କାମ କରିବ ନାହିଁ। ବଜ୍ର ଯୋଗୁ ଶତ୍ରୁମାନଙ୍କୁ କବଳିତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ…

ଓଜନ କମାଇବା ପରେ କମେଡି କୁଇନ୍‌ଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ ପୂର୍ବ ଅପେକ୍ଷା ପତଳା ଦିଶୁଛନ୍ତି। ଏହା ପରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ…

ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫…

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍‌ର ଶୀର୍ଷ ଦୁଇ…

ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍‌ ଛାଡ଼ିବା…’

ଦୁବାଇ,୨।୧୦: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କେକେଆର୍‌ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଉଇକେଟ ହରାଇ…

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ ସହିତ ପସନ୍ଦ କରନ୍ତି। ଖାଦ୍ୟ ଉଦ୍ଭାବନ ପାଇଁ ଇଣ୍ଟରନେଟ୍‌ ସ୍କୋର୍‌ ବି ହୋଇପାରେ। କାରଣ…

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ ମଧ୍ୟରୁ କପିଲ ସିବଲ ମୁହଁ ଖୋଲିଥିଲେ। ଏବେ ପଞ୍ଜାବରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?