Home

ଦିଲ୍ଲୀରେ ଥାଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି। ବାତ୍ୟାର ମୁକାବିଲା ପାଇଁ…

ବନ୍ଦିପୋରା ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ବନ୍ଦିପୋରାର ଓ୍ପତନିରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌…

୩୯ ଦିନ ଶିଶୁର ୭୧ ଖଣ୍ଡ ହାଡ଼ ଭାଙ୍ଗିଦେଲେ ପିତା, ଆଉ ତା’ ପରେ…

ଜଣେ ପିତା ତାଙ୍କ ୩୯ ଦିନର ଶିଶୁପୁତ୍ରଙ୍କୁ ମାରି ୭୧ ଖଣ୍ଡ ହାଡ଼ ଭାଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଛି। ଏବେ ଅଭିଯୁକ୍ତ ପିତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହି ଘଟଣାଟି ଓ୍ବାର୍ମଲିର ଦକ୍ଷିଣ ଗ୍ଲଷ୍ଟରଶେୟାରରେ ଘଟିଛି। ଏଠାକାର ୩୧…

ଆର୍‌ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକ କଟାଗଲା…

ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍‌ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ ମଧ୍ୟ…

୨୭ ସେପ୍ଟେମ୍ବରରେ ଚାଷୀ ସଂଗଠନର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ବିରୋଧ କରି ଦେଶର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଗତ ୧୦ ମାସ ହେଲା ଆନ୍ଦୋଳନ ଜାରି ରହିଛି। ଏହି ମର୍ମରେ ୨୭ ସେପ୍ଟେମ୍ବରରେ ସଂଗଠନ ପକ୍ଷରୁ ୧୦ ଘଣ୍ଟିଆ ଭାରତ…

ଜିରୋ କାଜୁଆଲିଟି ଉପରେ ଗଞ୍ଜାମ ଜିଲାପାଳଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨୬ା୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ଗଞ୍ଜାମ ଜିଲାରେ ଦିନତମାମ ବର୍ଷା ହେବ। ସନ୍ଧ୍ୟାଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ପୂର୍ବାହ୍ନରେ ଗଞ୍ଜାମ…

ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି…

ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ ଜୀବନ୍ତ ଭାବେ ବିବେଚନା କରାଯାଇଥାଏ। ନଦୀଠାରୁ ପରୋପକାର ଭାବନାରେ ଭରପୁର। ତେଣୁ ଭାରତୀୟ ସଂସ୍କୃତିରେ…

୧୮୦ କିମି ଦୂରରେ ‘ଗୁଲାବ’: ଗଜପତିରେ ଆରମ୍ଭ ହେଲା ପବନ ସହ ବର୍ଷା

ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗଜପତି ଜିଲାରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଆଜି ସକାଳୁ କୋହଲା ପାଗ ସହ ଝିପି ଝିପି ବର୍ଷା ହେଉଛି। ପବନର ବେଗ ମଧ୍ୟ ବଢ଼ିବାରେ…

ପ୍ରଧାନମନ୍ତ୍ରୀ ଆମେରିକାରୁ ଭାରତ ଆଣୁଛନ୍ତି ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି…

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବେ। ପ୍ରଧାନମନ୍ତ୍ରୀ ସାଙ୍ଗରେ ଆମେରିକାରୁ ଭାରତକୁ ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି ମଧ୍ୟ ଆଣୁଛନ୍ତି। ସେଥିମଧ୍ୟରେ ୧୦ମ ଶତାବ୍ଦୀର ବାଲିଆ ପଥରରେ ନିର୍ମିତ ହୋଇଥିବା ସୁନ୍ଦର କଳାକୃତି…

କାର୍‌ ଅଟକାଇ ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ପଡ଼ିଲେ

କଟକ ଅଫିସ,୨୬ା୯: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଜଣେ ନିଖୋଜ ହୋଇଯାଇଛନ୍ତି। ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ବାଟରେ ପରିସ୍ରା ଲାଗୁଥିବା ଡ୍ରାଇଭରଙ୍କୁ କହିଥିଲେ ଏହି ବ୍ୟକ୍ତି ଜଣକ। ପରେ କାର୍‌କୁ ମହାନଦୀ ପୋଲ ଉପରେ ଅଟକାଇ ପାଣି…

ସିଫା ନିକଟ ୨ ବ୍ଲକରେ ହେବ ‘ରଙ୍ଗିନ ମାଛ ଗାଁ’

ପିପିଲି,୨୬।୯(ସ୍ବ.ପ୍ର.): ସିଫା ନିକଟ ୨ଟି ବ୍ଲକରେ ‘ରଙ୍ଗିନ ମାଛ ଗାଁ’ ପ୍ରତିଷ୍ଠା କରାଯିବ। କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-ସିଫାରେ ଥିବା ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରରେ ରଙ୍ଗିନ ମାଛଚାଷ ମାଧ୍ୟମରେ ‘ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ’ ଶୀର୍ଷକ ୩ଦିନିଆ ପ୍ରଶିକ୍ଷଣ ଶିବିରର ଶନିବାର ଉଦ୍‌ଯାପନୀ ସଭାରେ ସିଫା…

ପୁଣି ବିପଦ, ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ସଂକ୍ରମଣ ବଢ଼ିଲା..

ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ଏହି ଭାରିଆଣ୍ଟର ସଂକ୍ରମଣ ୩୫ଟି ଦେଶରେ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?