ଆଜି ଜମିବ ବିଗ୍‌ବସ୍‌-୧୫

ମୁମ୍ବାଇ: ଅକ୍ଟୋବର ୨ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବ ଲୋକପ୍ରିୟ ଶୋ’ ବିଗ୍‌ବସ-୧୫ର ପ୍ରିମୟର। ସଲମାନ ଖାନ୍‌ ଏବଂ ରଣବୀର ସିଂଙ୍କୁ ଶୋ’ରେ ମଜା କରୁଥିବାର ଦେଖିବାକୁ ମିଳିବ। ଏହି ଶୋ’ର ପ୍ରିମିୟର୍‌  ରାତି ୯ଟାରେ ଆରମ୍ଭ ହେବ। ଏଥିରେ ବହୁ ପ୍ରତିଯୋଗୀଙ୍କ ନାମ ପ୍ରକାଶ ପାଇଥିବା ବେଳେ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ବର୍ତ୍ତମାନ ଚ୍ୟାନେଲ ପକ୍ଷରୁ ନିକଟରେ ଏକ ପ୍ରୋମୋ ରିଲିଜ୍‌ ହୋଇଛି। ରଣବୀର ଏବଂ ସଲମାନ ଏଥିରେ ଏକାଠି ନଜର ଆସିବେ ବୋଲି ଭିଡିଓରୁ ଜଣାପଡ଼ିଛି। ଶନିବାର ସକାଳେ ବିଗ୍‌ବସ୍‌-୧୫ର ନିର୍ମାତା ଏକ ନୂଆ ପ୍ରୋମୋ ରିଲିଜ କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଯେତେବେଳେ ଭାରତର ଦୁଇଜଣ ସୁପରଷ୍ଟାର ସମାନ ମଞ୍ଚକୁ ଆସିବେ, ସେତେବେଳେ ଗ୍ରାଣ୍ଡ ପ୍ରିମିୟରର ରାତି ଆହୁରି ସ୍ବତନ୍ତ୍ର ହେବ। ରୋମାଞ୍ଚକର ହେବ।

ବିଗ୍‌ବସ୍‌-୧୫ରେ ଶମିତା ଶେଟ୍ଟୀ, ପ୍ରତୀକ ସାହାଜପାଲ, କରଣ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ, ନିଶାନ୍ତ ଭଟ୍ଟ, ଶିମ୍ବା ନାଗପାଲ, ଏକ୍କା ସିଂ ପ୍ରମୁଖ କଳାକାରମାନେ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

କର୍କଟ ରୋଗରେ ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତା ମାଗିଲେ ଆର୍ଥିକ ସହାୟତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସି କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ଘନିଷ୍ଠ...

‘ଏଏପି’ରେ ଯୋଗ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୫: ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଅରବିନ୍ଦ କେଜ୍‌ରିୱାଲଙ୍କ ନୀତି ଦ୍ୱାରା ବଲିଉଡର...

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

ଅଜୟ ଦେବଗନଙ୍କୁ ଝଟକା, ରିଲିଜର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଳା’ ଗୁରୁବାର ରିଲିଜ ହୋଇଥିବା ବେଳେ ଏବେ ନିର୍ମତାଙ୍କୁ ଝଟକା ଲାଗିଛି। ଫିଲ୍ମଟି ରିଲିଜ...

ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ...

ଏହି ଅଭିନେତ୍ରୀଙ୍କ ସହ ଚାଲିଛି ସଲମାନଙ୍କ ଲୁଚାଛପା ପ୍ରେମ

ମୁମ୍ବାଇ: ସୁନ୍ଦରୀ ନାୟିକା କ୍ୟାଟ୍ରିନା କୈଫଙ୍କ ସହ ବ୍ରେକଅପ୍‌ ପରେ ଦବଙ୍ଗ ଖାନ ସଲମାନଙ୍କ ନାମ ଆଉ ଜଣେ ମଡେଲଙ୍କ ସହ ଯୋଡ଼ା ଯାଇଛି। ସେ...

ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର

୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି...

Advertisement
Archives

Model This Week