ନଳକୂପ ପାଖରେ ବାପାଙ୍କ ସହ ଶୋଉଥିଲେ ଏହି ଅଭିନେତା; ସାମାନ୍ୟ ଦିଆସିଲି ପ୍ୟାକେଟ୍‌ କିଣିବାକୁ ବି…

ବମ୍ବେ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତାଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଖୁବ୍‌ କମ୍‌ ସମୟରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ପୁରୁଣା ଅଭିଜ୍ଞତା ସାଙ୍ଗକୁ ସଂଘର୍ଷ କାରଣରୁ ତାଙ୍କୁ ମାଟି ସହ ଜଡ଼ିତ ଅଭିନେତା ବୋଲି କୁହାଯାଏ। ଏକଦା ତାଙ୍କ ପରିବାର ପାଖରେ ଦିଆସିଲି ପ୍ୟାକେଟ କିଣିବାକୁ ଟଙ୍କାଟିଏ ନ ଥିଲା। କେବଳ ଏତିକି ନୁହେଁ ସେ ନିଜ ବାପାଙ୍କ ସହ ନଳକୂପ ପାଖରେ ଶୋଉଥିଲେ। କାରଣ ଚୋରି ହୋଇଯିବାର ଭୟ ଥିଲା।

‘କୌନ ବନେଗା କରୋଡପତି’ର ସଦ୍ୟ ପ୍ରସାରିତ ଏପିସୋଡରେ ହଟ୍‌ସିଟ୍‌ରେ ବସିଥିଲେ ପଙ୍କଜ। ଏହି ସମୟରେ ସେ ବିଗତ ଦିନର କିଛି ସ୍ମୃତି ବଖାଣିଥିଲେ। ସେ ୨୦୦୪ରେ ବମ୍ବେ ଆସିଥିଲେ। ୨୦୧୨ରେ ତାଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର’ ରିଲିଜ ହୋଇଥିଲା। ୮ ବର୍ଷ ଯାଏ ସେ କ’ଣ କରୁଥିଲେ ତାହା କେହି ବି ଜାଣି ନ ଥିଲେ। ସେତେବେଳ ସମୟରେ ପଙ୍କଜଙ୍କ ସ୍ତ୍ରୀ ଘରର ସମସ୍ତ କଥା ବୁଝୁଥିଲେ। ଛୋଟ ଘରେ ସେମାନେ ରହୁଥିଲେ। ସ୍ତ୍ରୀଙ୍କ ରୋଜଗାରରେ ସେ ଚଳୁଥିଲେ। ତାଙ୍କ ପାଇଁ ସଂଘର୍ଷର ଦିନରେ ସେ ଷ୍ଟେଶନରେ ଶୋଇ ନାହାନ୍ତି ବୋଲି ପଙ୍କଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ...

ସାମ୍ନାକୁ ଆସିଲା ଫିଲ୍ମ ‘ଶକୁନ୍ତଳମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଙ୍ଗ ଫିଲ୍ମ ‘ଶକୁନ୍ତଳମ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ...

ପ୍ରେମରେ ପଡ଼ିଲେ କାଜଲ: ଶୀଘ୍ର କରିବାକୁ ଯାଉଛନ୍ତି ବିବାହ

ସିଂଘମ ଷ୍ଟାର ଅଜୟ ଦେବଗନଙ୍କ ହିରୋଇନ୍‌ କାଜଲ ଅଗ୍ରଓ୍ବାଲ ଏବେ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଥିପାଇଁ...

ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ...

ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା

ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି।...

ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ

ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ...

ଡ୍ରାମା କୁଇନ୍‌ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କଲେ ପୂର୍ବତନ ସ୍ବାମୀ!

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏକ୍ସ-ହଜ୍‌ବ୍ୟାଣ୍ଡ ରିତେଶଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ପ୍ରେମିକ ଆଦିଲ ଖାନ୍‌ଙ୍କ ପ୍ରେମରେ ପଡ଼ିଛନ୍ତି। ପ୍ରେମିକ ତାଙ୍କ...

ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ...

Advertisement
Archives

Model This Week