Home

ଆୟୁର୍ବେଦିକ ଔଷଧ ବଣ୍ଟନରେ ବିଳମ୍ବ

ବାଲେଶ୍ୱର ଅଫିସ, ୧୪।୫-ମହାମାରୀ କରୋନା ସମୟରେ ଜିଲାରେ ସଂକ୍ରମଣ ହୁ ହୁ ହୋଇ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଯୋଗ ପ୍ରାଣାୟମ ସାଙ୍ଗକୁ ଆୟୁର୍ବେଦ ଔଷଧ ସେବନ ଉପରେ ଗୁରୁତ୍ୱ ଦିଆଯାଉଛି।…

ଏହି କ୍ରିକେଟର୍‌ଙ୍କ ଘରେ ଦୁଃଖର ପରିସ୍ଥିତି: ସ୍ତ୍ରୀ ଦେଲେ ସୂଚନା

କରୋନା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ତାରକା ଖେଳାଳିଙ୍କ ପରିବାର ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆରପି ସିଂ, ଚେତନ ସକରିଆ ଏବଂ ଲେଗ ସ୍ପିନର ପୀୟୁଷ ଚାୱଲା କରୋନା ଯୋଗୁ ବାପାଙ୍କୁ…

ଆଖି ବୁଜିଲା ‘ହିରୋ’

ଢେଙ୍କାନାଳ ଅଫିସ,୧୪।୫ କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ରହୁଥିବା ଅଣ୍ଡିରା ହାତୀ ହିରୋର ହଠାତ୍‌ ମୃତ୍ୟୁ ଘଟିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା…

ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ…

ଇର୍ଫାନଙ୍କ ସମେତ ୫ ଆଥ୍‌ଲେଟ ପଜିଟିଭ

ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍‌ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରେସ୍‌ ଓ୍ବାକର କେ.ଟି. ଇର୍ଫାନ ଅନ୍ୟତମ। ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ…

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନ ନେଇଛନ୍ତି। ରମେଶ ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଥିଲେ। ମାତ୍ର ଏକଦିବସୀୟ…

ଜାଣନ୍ତି ମହିଳାଙ୍କ ଡ୍ରେସ୍‌ର ବଟନ୍‌ କାହିଁକି ବାମ ପଟରେ ଥାଏ

ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି କାହିଁକି ମହିଳାଙ୍କ ଡ୍ରେସ୍‌ର ବଟନ୍‌ ଡାହାଣ ପଟରେ ନ ଥାଇ ବାମ ପଟରେ ରହିଥାଏ? ଯଦି ଧ୍ୟାନ ଦେଇନାହାନ୍ତି, ତେବେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ମହିଳା ଏବଂ ପୁରୁଷ ଡ୍ରେସ୍‌ର ବଟନ୍‌ଗୁଡିକ ଭିନ୍ନ…

ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ…

ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ ସମେତ ୮୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୭ ଜଣ…

କେମିତି ବଞ୍ଚିବେ ପ୍ରବାସୀ: ହାତରେ ଟଙ୍କା କି କାମ ନାହିଁ

ନୂଆଦିଲ୍ଲୀ,୧୪ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ପ୍ରବାସୀ ଶ୍ରମିକମାନଙ୍କ ହାତରେ ଟଙ୍କା ନାହିଁ କି କାମ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚତ୍ବେ ବୋଲି ଗୁରୁବାର ସୁପ୍ରିମକୋର୍ଟ…

ସାରା ରାଜ୍ୟରେ ଝଡ଼ବର୍ଷା

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଝଡ଼ ବର୍ଷା ହୋଇଛି। ଏହାଦ୍ୱାରା ଜନଜୀବନ ବିଶେଷଭାବେ ପ୍ରଭାବିତ ହୋଇଛି। ଏପରି କି କିଛି ସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ସର୍ବାଧିକ ୩୨.୮ ମିଲିମିଟର ବର୍ଷା ହୋଇଥିବାବେଳେ…

ୟୁପିଏସ୍‌ସି ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ସିଭିଲ୍‌ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri