ଓଜନ କମାଇବା ପରେ କମେଡି କୁଇନ୍‌ଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ ପୂର୍ବ ଅପେକ୍ଷା ପତଳା ଦିଶୁଛନ୍ତି। ଏହା ପରେ ତାଙ୍କର ଅନେକ ଫଟୋ
ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ କମେଡି କୁଇନ୍‌ଙ୍କ ନୂଆ ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି।

ଭାରତୀଙ୍କ ଟ୍ରାନ୍ସଫର୍ମେସନ ଫଟୋରେ ସେ ବହୁତ ପତଳା ଦେଖାଯାଉଛନ୍ତି। ଏହି ଫଟୋରେ ସେ ଏକ ଲାଇଟ୍‌ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧି ନଜର ଆସିଛନ୍ତି। ଯେଉଁ ଡ୍ରେସ୍‌ଟି ତାଙ୍କୁ ଖୁବ୍‌ ମାନୁଛି।
ଭିନ୍ନ ଭିନ୍ନ ପୋଜ୍‌ରେ ଭାରତୀଙ୍କୁ ଦେଖିବାକୁ ମିଳିଛି। ସେ ଏକ କଳା ରଙ୍ଗର ଭ୍ୟାନିଟି ପକାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଥମୁନି ଚର୍ଚ୍ଚା

ବଲିଉଡ୍‌ ପରେ ହଲିଉଡ୍‌ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ...

ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା...

ବିରାଟଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍‌ କିସ୍‌

ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା...

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ...

ଡରୁଛନ୍ତି ଦୀପିକା

ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ...

କାମ ବ୍ୟସ୍ତତାରେ କେବେ ଗାଧୋଇଥିଲେ ଭୁଲିଯାଇଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ସାଧାରଣତଃ ଫିଲ୍ମ ଅଭିନେତା ଏବଂ ଅଭିନେତ୍ରୀମାନେ ବ୍ୟସ୍ତତା ମଧ୍ୟରେ ନିଜ ବ୍ୟକ୍ତିଗତ ଜୀବନକୁ ଧ୍ୟାନ ଦେଇ ନ ଥାନ୍ତି। ଏମିତି ଜଣେ ସୁପରଷ୍ଟାର ଗାୟିକା ତଥା...

ଏହି ଅଭିନେତ୍ରୀଙ୍କ ପାଇଁ ଚାଲୁଥିଲା ଜିତେନ୍ଦ୍ରଙ୍କ ପରିବାର

ବଲିଉଡର ଭେଟେରାନ ଅଭିନେତାମାନଙ୍କ ମଧ୍ୟରୁ ଜିତେନ୍ଦ୍ର ଅନ୍ୟତମ। ସେ ତାଙ୍କ ସମୟର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ଯଦିଓ ବର୍ତ୍ତମାନ ସେ ଚଳଚ୍ଚିତ୍ରରୁ ନିଜକୁ...

କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କଲେ ମୋଦି

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ବଲିଉଡ୍‌ ମୁଭି...

Advertisement
Archives

Model This Week