ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା
ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ…
ପାବନକ୍ଷେତ୍ର ନୀଳଶୈଳ
ଯୋଗିନୀ ତନ୍ତ୍ରରେ କୁହାଗଲା, ପୁରୁଷୋତ୍ତମ କ୍ଷେତ୍ରରେ ନ ଥିଲେ ମଧ୍ୟ ଜଣେ ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ କୀର୍ତ୍ତନ କଲେ ‘ବିଷ୍ଣୁପୁର’ ଲାଭ କରିଥାଏ। ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ ଧ୍ୱଜ ଦର୍ଶନ କଲେ ‘ବିଷ୍ଣୁଲୋକ’ ପ୍ରାପ୍ତ ହୁଏ। ‘ସର୍ବପାପ ବିନିମୁକ୍ତେ ବିଷ୍ଣୁଲୋକଂ ବ୍ରଜେନ୍ନଗଃ।…
ରଥାରୁଢ ହେଲେ ତିନି ଠାକୁର: କିଛି ସମୟ ପରେ ଛେରାପହଁରା
ପୁରୀ ଅଫିସ୍,୧୨।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ରଥଯାତ୍ରା। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହୋଇଥିବା ବେଳେ ରଥ ପ୍ରତିଷ୍ଠା କାର୍ଯ୍ୟ…
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୨।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି। ରାଷ୍ଟ୍ରପତି ଏହି ଅବସରରେ ଟୁଇଟ୍ କରି ଲୋକଙ୍କ ସୁଖ ସମୃଦ୍ଧି ଏବଂ ସୁସ୍ବାସ୍ଥ୍ୟ କାମନା କରିଛନ୍ତି। ସେହିପରି…
ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର…
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୩ ଜୀବନ
ଭୁବନେଶ୍ୱର,୧୨/୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…
୪୦ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାର…
ବଜ୍ରପାତ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଜୟପୁର,୧୨।୭: ବଜ୍ରପାତ ରାଜସ୍ଥାନରେ ରବିବାର ବଜ୍ରପାତ ଯୋଗୁୂ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ବଜ୍ରପାତ ଯୋଗୁ ଜୟପୁରରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ,…
ଏମିତି ଦେଶ, ଯେଉଁଠି ସ୍ବାମୀ-ସ୍ତ୍ରୀ ଚାହିଁଲେ ବି ନେଇ ପାରନ୍ତିନି ଛାଡ଼ପତ୍ର
ବୈବାହିକ ଜୀବନରେ ଝଡ଼ ଉଠିଲେ ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। ବିଶ୍ୱର ଅନେକ ଦେଶରେ ଏହି ଛାଡ଼ପତ୍ର ପରମ୍ପରା ଏବଂ ନିୟମ ରହିଛି। ମାତ୍ର ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଛାଡ଼ପତ୍ରର ବ୍ୟବସ୍ଥା ନାହିଁ। ଏପରି ଦେଶ…
ବଜ୍ରପାତ ନେଲା ୬୮ ଜୀବନ…
ଲକ୍ଷ୍ନୌ/ଭୋପାଳ/ଜୟପୁର,୧୨।୭: ବଜ୍ରପାତ ଯୋଗୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆତଙ୍କ ଦେଖାଦେଇଛି। ଗୋଟିଏ ଦିନରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତରପ୍ରଦେଶରେ ୪୧, ରାଜସ୍ଥାନରେ ୨୦ ଏବଂ ମଧ୍ୟପ୍ରଦେଶରେ ୭ ଜଣଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ହୋଇଥିବା ସ୍ଥାନୀୟ ପ୍ରଶାସନ…
ନଈରୀରେ ଶ୍ରୀଗୁଣ୍ଡିଚା
ଗଜପତି ରାମଚନ୍ଦ୍ର ଦେବ କଟକ ବାରବାଟୀରେ ବନ୍ଦୀ ହୋଇ ରହିଥିଲେ। ଏପଟେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ମୋଗଲଙ୍କ ଅଧୀନକୁ ଚାଲିଯାଇଥିଲା। ମୋଗଲଙ୍କ ଦ୍ୱାରା ଶ୍ରୀମନ୍ଦିର ଅଧିକୃତ ହେବା ପୂର୍ବରୁ ସେମାନେ କରିଥିବା ଆକ୍ରମଣର ଇତିହାସ ଅନାଲୋଚିତ ହୋଇରହିଛି। ଆକ୍ରମଣ ପୂର୍ବରୁ ଶ୍ରୀମନ୍ଦିରରୁ…
ପୁଣି କୂଳ ଲଙ୍ଘିଲା, ୩ ଘର ଭାଙ୍ଗିଲା
ଗୋପାଳପୁର,୧୨ା୭:ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ତିନୋଟି ଘର ଭାଙ୍ଗି ଯାଇଥିଲା। ରବିବାର ପୁଣି…
Archives


