କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍ନୀ ହେଉଛି ଅକାମୀ …
ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ ବିନା ଯନ୍ତ୍ରଣାରେ କିଡ୍ନୀ ଅକାମୀ ହୋଇଯାଉଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା…
ଲମ୍ବା କେଶ ପାଇଁ ଜୋରିମନା ଦେଉଥଲେ ଏହି ପ୍ରସିଦ୍ଧ କ୍ରିକେଟ୍ର: ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି ଏବଂ ଚତୁର୍ଥ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଏହି ଗସ୍ତରେ ଇଶାନ୍ତ ଶର୍ମା ମଧ୍ୟ ଟିମ ଇଣ୍ଡିଆ ସହିତ ଅଛନ୍ତି। ଲିଡ୍ସରେ ତୃତୀୟ ଟେଷ୍ଟ ଛାଡି ସେ ବାକି ଦୁଇଟି…
୨୬ ବର୍ଷ ପରେ ବାପ-ପୁଅଙ୍କୁ ମିଶାଇଲା ଇନ୍ଷ୍ଟାଗ୍ରାମ
ଆମେରିକାର ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ପ୍ରକୃତ ପିତାଙ୍କ ପରିଚୟ ପାଇଛନ୍ତି। ସୋସିଆଲ ମିଡିଆରେ ଚାଟ୍ କରୁକରୁ ସେ ପିତାଙ୍କ ପରିଚୟ ପାଇଛନ୍ତି। ଜୁନ୍ ୨୦୨୦ରେ କେମ୍ରୁନ୍ ନାମକ ଯୁବକଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା ସେ ଜଣେ ବ୍ୟକ୍ତିଙ୍କୁ…
ୟୁଏନ୍ଏସ୍ସିରେ ଭାରତର ଅଧ୍ୟକ୍ଷତା ଶେଷ
ଜାତିସଂଘ, ୨।୯: ଜାତିସଂଘର ପ୍ରଭାବଶାଳୀ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ଅଗଷ୍ଟ ମାସର ଅଧ୍ୟକ୍ଷତା ଶେଷ ହୋଇଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ସ୍ଥିତିକୁ ନେଇ କଠୋର ପ୍ରସ୍ତାବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହୋଇ ବାସ୍ତବ ନିଷ୍କର୍ଷ…
ସୀମାକୁ ଧାଇଁଲେ ଆଫଗାନ୍
କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ବନ୍ଦ ହୋଇଯାଇଛି। ଆତଙ୍କ ଓ ଅର୍ଥସଙ୍କଟ ଦେଇ ଗତିକରୁଥିବା ଲୋକଙ୍କୁ…
ଦିଲ୍ଲୀରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ, ୨।୯(ପି.ଟି.): ଦିଲ୍ଲୀରେ ଗୋଟିଏ ଦିନରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୯ ବର୍ଷ ମଧ୍ୟରେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ୨୦୦୨…
ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ
ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍) ଏବଂ ଭିଭିପିଏଟି ମେଶିନ୍ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା ମାହାମରୀର ଦ୍ୱିତୀୟ ଲହର ସମୟରେ ନିର୍ବାଚନ ସମ୍ପର୍କିତ ପିଟିଶନ ଦାଏର ପାଇଁ ସମୟସୀମା ବଢ଼ାଯାଇଥିବାରୁ…
ସରକାରରେ ରହିବେ ମହିଳା
କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ ଅପସରିଯିବା ପରେ ଆତଙ୍କବାଦୀଙ୍କ ଲକ୍ଷ୍ୟ ହେଉଛି ସରକାର ଗଠନ। ଅନ୍ତର୍ଜାତୀୟ ସ୍ବୀକୃତି, ନିଜ ଗ୍ରହଣୀୟତା…
ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ଉପର ମୁହାଁ…
ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…
ପିଲାଙ୍କ ପାଇଁ ବିପଦ ବଢାଉଛି କରୋନା : ଆଜି ୧୦୮ ପିଲା ଆକ୍ରାନ୍ତ
ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୮ ଜଣ ଅଛନ୍ତି। ଏହି ୭୧୯ ଜଣଙ୍କ ମଧ୍ୟରୁ ୪୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୬ଟି…
ପରଲୋକରେ ଚନ୍ଦନ ମିତ୍ର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨।୯: ରାଜ୍ୟ ସଭାର ପୂର୍ବତନ ଏମ୍ପି ତଥା ଗଣମାଧ୍ୟମ ପ୍ରତିନିଧି ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ପରଲୋକ ଘଟିଛି। ତାଙ୍କ ପୁଅ କୁଶନ ମିତ୍ର ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୬୫ ବର୍ଷ…
ଈଶ୍ୱରୀୟ ବୃକ୍ଷ
ଭାରତୀୟ ସଂସ୍କୃତିେରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆକୁ ଲୋଡା ଯାଇଥାଏ। ନଡ଼ିଆକୁ ନେଇ କେତେ କାହାଣୀ କବିତା ମଧ୍ୟ ରଚନା କରାଯାଇଛି।…
Archives


