ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଶୀଘ୍ର ଆସିଥାଏ ହୃଦଘାତ

ହୃଦରୋଗ ଏକ ଗମ୍ଭୀର ସମସ୍ୟା। ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ଅନେକ କାରଣ ଅଛି । ଖରାପ ଜୀବନଶୈଳୀ, ଚାପ, ଚିନ୍ତା ଏବଂ ଅନ୍ୟାନ୍ୟ କାରଣରୁ ଏହି ରୋଗ ସୃଷ୍ଟି ହୁଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଅନୁଯାୟୀ, ହୃଦଘାତ ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ। ଏଭଳି ପରିସ୍ଥିତିରେ କେଉଁ ଲୋକ ଏହି ରୋଗ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ ତାହା ଜାଣିବା ଜରୁରୀ ଅଟେ। ଏକ ଅଧ୍ୟୟନ ଅନୁଯାୟୀ, ଯଦି ଆପଣଙ୍କର ଅଣ ଓ ବ୍ଲଡ ଗ୍ରୁପ ଅର୍ଥାତ୍‌ ଏ, ବି ଏବଂ ଏବି ବ୍ଲଡ ଗ୍ରୁପ ଅଛି, ତେବେ ଆପଣଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ।
ଆମେରିକୀୟ ହାର୍ଟ ଆସୋସିଏସନ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଣ ଓ ବ୍ଲଡ ଗ୍ରୁପ ଲୋକଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ଗବେଷକମାନେ ଏକ ଅଧ୍ୟୟନ କରି ଏହି ସୂଚନା ଦେଇଛନ୍ତି। ଅଧ୍ୟୟନରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ବିଶ୍ଳେଷଣ କରାଯାଇଥିଲା। ଏହା ଦେଖାଗଲା ଯେ, ବ୍ଲଡ ଗ୍ରୁପ୍‌ ଏ କିମ୍ବା ବି ଥିବା ଲୋକଙ୍କର ଓ ବ୍ଲଡ ଗ୍ରୁପ ତୁଳନାରେ ହୃଦଘାତ ହେବାର ଆଶଙ୍କା ୮% ଅଧିକ।
ଅନୁସନ୍ଧାନ ଅନୁଯାୟୀ, ବି ବ୍ଲଡ ଗ୍ରୁପ ଥିବା ଲୋକମାନଙ୍କର ଓ ଗ୍ରୁପ ଥିବା ଲୋକଙ୍କ ଅପେକ୍ଷା ମାୟୋକାର୍ଡିଆଲ ଇନଫାର୍କସନ(ହୃଦଘାତ)ହେବାର ଆଶଙ୍କା ଅଧିକ ଥାଏ। ସେହି ସମୟରେ, ଏ ବ୍ଲଡ ଗ୍ରୁପ୍‌ ଥିବା ଲୋକମାନଙ୍କର ଓ ବ୍ଲଡ ଗ୍ରୁପ୍‌ର ଲୋକଙ୍କ ତୁଳନାରେ ହୃଦଘାତ ହେବାର ୧୧% ଅଧିକ ଆଶଙ୍କା ଥାଏ।
ହୃଦଘାତର ମୁଖ୍ୟ କାରଣ:
କୁହାଯାଏ ଯେ ଆଜିକାଲି ଲୋକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଅନିୟମିତ ଖାଦ୍ୟ, ଜଙ୍କ ଫୁଡ କିମ୍ବା ଅଧିକ ମସଲାଯୁକ୍ତ ଖାଦ୍ୟ ହେତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ଉଚ୍ଚ ରକ୍ତଚାପ ହେତୁ ହୃଦୟରେ ଅନାବଶ୍ୟକ ଚାପ ମଧ୍ୟ ହୃଦଘାତର କାରଣ ହୋଇପାରେ। ଏହା ବ୍ୟତୀତ ମାନସିକ ଚାପରେ ପୀଡିତ ଲୋକମାନେ ହୃଦଘାତର ଆଶଙ୍କା ମଧ୍ୟ ସାମ୍ନା କରିପାରନ୍ତି। ଧୂମପାନ ଏବଂ ମଦ୍ୟପାନ କରନ୍ତି ସେମାନେ ମଧ୍ୟ ହୃଦଘାତର ସମ୍ମୁଖୀନ ହୋଇପାରନ୍ତି । ଏହା ବ୍ୟତୀତ ଅତ୍ୟଧିକ ଓଜନ ବୃଦ୍ଧି ହେତୁ ହୃଦଘାତ ହେବାର ସମ୍ଭାବନା ମଧ୍ୟ ଅଛି।

ଏହିପରି ସାବଧାନ ରୁହନ୍ତୁ
ଫୋନ ବ୍ୟବହାର ହ୍ରାସ କରନ୍ତୁ
ଏକ ପୁଷ୍ଟିକର ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁନ୍‌
ପ୍ରତିଦିନ ଚାଲନ୍ତୁ
ବିଏମ୍‌ଆଇ ସ୍ତରକୁ ସୁସ୍ଥ ରଖନ୍ତୁ
ରକ୍ତରେ ଶର୍କରା ସ୍ତର ଯାଞ୍ଚ ଜାରି ରଖନ୍ତୁୁ
ଧୂମପାନ ଏବଂ ମଦ୍ୟପାନ ବନ୍ଦ କରନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?