Home

ଅବସାଦ ଦୂର କରିବା ପାଇଁ..

ଅତ୍ୟଧିକ କାର୍ଯ୍ୟଚାପ ଓ କେତେକ ପାରିପାର୍ଶ୍ୱିକ ପରିସ୍ଥିତିର ବଶବର୍ତ୍ତୀ ହୋଇ ଅନେକେ ଅବସାଦଗ୍ରସ୍ତ ହୋଇଥାଆନ୍ତି। ଏହାର ପ୍ରଭାବ ମାନସିକତା ଉପରେ ପଡ଼ିଥାଏ। ଫଳରେ ସଂପୃକ୍ତ ବ୍ୟକ୍ତି କୌଣସି କାମକୁ ଠିକ୍‌ ଭାବରେ ସମ୍ପାଦନ କରିପାରି ନ ଥାଆନ୍ତି। ହେଲେ ଏହାଠାରୁ ନିଜକୁ…

ତାଲିବାନକୁ ୧୦୦୦ରୁ ଅଧିକ ଲଶ୍କର-ଜୈଶ୍‌ ଆତଙ୍କବାଦୀଙ୍କ ସମର୍ଥନ, ଏଲ୍‌ଓସିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ କବ୍‌ଜାରେ ତାଲିବାନ ଆତଙ୍କବାଦୀ ସଂଗଠନ ନେଇ ସାରିଛି। ତାଲିବାନ ସଂଗଠନ ସହିତ ଲଶ୍ମର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀମାନେ ଏବେ ହାତ ମିଳାଇଛନ୍ତି।…

କରୋନା ଟିକା

ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍‌.ଏ. କିମ୍ବା ଆର୍‌.ଏନ୍‌.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର ଟିକା ପ୍ରସ୍ତୁତି ଅତି ସହଜ ଓ ଶସ୍ତା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶ୍ରେଣୀର…

ବାଟ କଢ଼ାଇଥିଲେ ଶ୍ରୀଜଗନ୍ନାଥ

ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥଠାରୁ ୫କିମି ଦୂର ଜାଗୁଳିପାଟଣାଠାରେ ରହିଛି ପ୍ରସିଦ୍ଧ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିର। ଏଠାରେ ତିନି ଠାକୁରଙ୍କ ପୂର୍ଣ୍ଣବିଗ୍ରହ ପୂଜା ପାଉଛନ୍ତି। ଚକା ଉପରେ ବିଜେ କରିଛନ୍ତି ଠାକୁର। ଶ୍ରୀଜଗନ୍ନାଥ ଏଠାରେ ଶ୍ରୀ ଅନନ୍ତ ପୁରୁଷୋତ୍ତମ…

ବାୟୁରେ ଅମ୍ଳଜାନ

ଭୂପୃଷ୍ଠର ପ୍ରାୟ ୭୧ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ। ଏହି ଜଳ ମଧ୍ୟରୁ ମହାସାଗରର ଭାଗ ହେଉଛି ଶତକଡ଼ା ୯୬.୫, ଯାହାକି ଲବଣାକ୍ତ ଏବଂ ଆମେ ପିଇବା ପାଇଁ ଅନୁପଯୋଗୀ। ଏହାକୁ ଆଖି ଆଗରେ ରଖି ପ୍ରସିଦ୍ଧ ବ୍ରିଟିଶ କବି ସାମୁଏଲ…

ସୁନୀଲ ସେଟ୍ଟୀଙ୍କ ବିଲ୍ଡିଂ ସିଲ୍‌

ମୁମ୍ବାଇ,୧୨।୭: ପୁଣି ଥରେ ମୁମ୍ବାଇରେ କରୋନା କାୟା ମେଲାଇଲାଣି। ଗତ କିଛି ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ସପ୍ତାହରୁ ପୁଣି ଥରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବର୍ତ୍ତମାନ ମହାରାଷ୍ଟ୍ର ଓ କେରଳରେ ଅଧିକ କରୋନା…

୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍‌ଲୀ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିରୁଷ୍କା ଧୁମ୍‌ଧାମ୍‌ରେ ଝିଅର ୬ ମାସିକ ପାଳନ କରିଛନ୍ତି। ଏହାର ଫଟୋ ଅନୁଷ୍କା…

ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି…

ମାଇକ୍ରୋସଫ୍ଟ ଦେଲା ୧.୧୨ ଲକ୍ଷର ବୋନସ୍‌

ନୂଆଦିଲ୍ଲୀ,୧୨।୭: ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ୧୫୦୦ ଡଲାର ବୋନସ୍‌ ତା’ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଭିଡ୍‌ ମହାମାରୀ ସମୟରେ କମ୍ପାନୀର ସମସ୍ତ କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ଏହି ସ୍ପେଶାଲ ପ୍ୟାକେଜ୍‌…

ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା ଶ୍ରୀଜୀଉଙ୍କ ବିଶେଷତ୍ୱ ଭିନ୍ନ। ଏଠାରେ ଦେବୀ ସୁୁଭଦ୍ରା ହେଉଛନ୍ତି ରକ୍ତବର୍ଣ୍ଣା। ଶ୍ରୀକ୍ଷେତ୍ର ପୁରୀ ସମେତ…

ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବ

ନୂଆଦିଲ୍ଲୀ,୧୨।୭: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କାର୍ଯ୍ୟକ୍ରମ ଉପରେ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସରକାର ଏବଂ ଏଲ୍‌ଆଇସି ଏହି ବ୍ୟାଙ୍କରେ ରହିଥିବା ସମ୍ପୂର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଚୂଡ଼ାନ୍ତ ହେଲେ କେତେ ଅଂଶଧନ ଖସିଲା…

ଠକେଇ ଟଙ୍କା ଫେରି ପାଇବାକୁ ଅପହରଣ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ,୧୨ା୭ (ଡି.ଏନ୍‌.ଏ.):ରାଜଧାନୀରୁ ଅପହୃତ ଜଣେ ଯୁବକଙ୍କୁ କମିଶନରେଟ ପୋଲିସ ରବିବାର ଖୋର୍ଦ୍ଧାରୁ ଉଦ୍ଧାର କରିଛି। ଏଥିସହ ଦୁଇ ଅପହରଣକାରୀ ଓ ଅପହୃତ ଯୁବକଙ୍କୁ ଗିରଫ କରି ପୂରା ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଦୁଇ ଅପହରଣକାରୀ ହେଲେ ପୁରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri