ଆମେ ୨ ଆମର ୨
ଲକ୍ଷ୍ନୌ,୧୨ା୭: ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୭% ଥିବାବେଳେ ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ଏହା ୩.୧ ପ୍ରତିଶତ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ରାଜ୍ୟର ବିକାଶ ପଥରେ ବାଧକ ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ଜରୁରୀ। ଏଥିଲାଗି ଅଧିକ ପଦକ୍ଷେପ ନିଆଯିବା…
ଜଣଙ୍କ ଶରୀରରେ ୨ ଭାରିଆଣ୍ଟ
ବ୍ରସେଲ୍ସ, ୧୨ା୭: ଏକା ଥରକରେ କରୋନା ଭୂତାଣୁର ଆଲ୍ଫା ଏବଂ ବିଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଲ୍ଜିୟମର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଶନିବାର ଜଣାପଡ଼ିଛି। ମାର୍ଚ୍ଚ ୩ରେ ସେ ପ୍ରଥମେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ…
ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ସୋମବାର ରାଜ୍ୟରେ ୧୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୮୩୯ଟି…
କରଣଙ୍କୁ ଆଇକନ୍ ଆଓ୍ବାର୍ଡ
ଲଣ୍ଡନ ୧୨ା୭: ସିନେଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଆସିଫ୍ କପାଡିଆଙ୍କୁ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ(ଏଲ୍ଆଇଏଫ୍ଏଫ୍)ରେ ଆଇକନ୍ ପୁରସ୍କାର ପ୍ରଦାନ କରାଯାଇଛି। କରଣଙ୍କ ଅନେକ ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ହୋଇଥିବାବେଳେ ବ୍ରିଟିଶ…
‘ଷ୍ଟାନ୍ ସ୍ବାମୀଙ୍କୁ ହତ୍ୟା କରାଯାଇଛି’
ମୁମ୍ବାଇ, ୧୨।୭: ଆଦିବାସୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ୮୪ ବର୍ଷୀୟ ଫାଦର ଷ୍ଟାନ୍ ସ୍ବାମୀଙ୍କ ମୃତ୍ୟୁ ପାଇଁ ଶିବସେନା ଏମ୍ପି ସଞ୍ଜୟ ରାଉତ୍ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସ୍ବାମୀଙ୍କୁ ଜେଲ୍ରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଦେଶର…
ପୁରରୁ ପୁରୀ
ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’ ଶବ୍ଦ ଜଡ଼ିତ। ପୁର ଶବ୍ଦ ଥିବା ସ୍ଥାନ ପ୍ରାଚୀନ ଐତିହ୍ୟର ଗୋଟିଏ ଗୋଟିଏ ସ୍ମାରକୀ।…
ରାଜ୍ୟର ୬ ବେଳାଭୂମିରେ ଜମିବ ନାଚ ଗୀତର ଆସର
ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ଓଡ଼ିଶା ବେଳାଭୂମିର ରୂପ ବଦଳିବ। ସୌଖୀନ ଖାଦ୍ୟ ସାଙ୍ଗକୁ ନାଚ ଗୀତର ଆସର ଜମିବ। ପର୍ଯ୍ୟଟକମାନେ ମଦ୍ୟପାନ ସହ ନାଚ ଗୀତର ମଜା ନେଇପାରିବେ। ବେଳାଭୂମିକୁ ଏକ ପ୍ରକାର ରଙ୍ଗିନ କରାଯିବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ସମୁଦ୍ର…
ଲାମ୍ବଡା, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ଲହରର କାରଣ ହୋଇପାରେ
ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବାବେଳେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଲାମ୍ବଡା ଓ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ତୃତୀୟ…
ଡାକ୍ତର ପ୍ରେମାନନ୍ଦଙ୍କୁ ‘ଗୋଲ୍ଡେନ୍ ଏମ୍ ଆଓ୍ବାର୍ଡ’
ଭୁବନେଶ୍ୱର, ୧୨। ୭ (ବ୍ୟୁରୋ):ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ ପେଟ ରୋଗ ଓ ଲାପାରୋସ୍କୋପି ସର୍ଜନ ଡା. ପ୍ରେମାନନ୍ଦ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ସଂସ୍ଥା ବିଜ୍ନେସ୍ ସଲ୍ୟୁଶନ ପକ୍ଷରୁ ‘ଗୋଲ୍ଡେନ୍ ଏମ୍ ଆଓ୍ବାର୍ଡ’ ମିିଳିଛି। ଭର୍ଚୁଆଲରେ ଆୟୋଜିତ ଏକ ସ୍ବତନ୍ତ୍ର…
ରାଜଧାନୀରେ ଗଡ଼ିବନି ରଥ, ଇସ୍କନ୍ରେ ଭିନ୍ନ ବ୍ୟବସ୍ଥା
ଭୁବନେଶ୍ୱର, ୧୨। ୭ (ବ୍ୟୁରୋ):ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠାରୁ ବଡ଼ ପର୍ବ। ପ୍ରତିବର୍ଷ ଏହି ତିଥିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ମାତ୍ର କରୋନା ମହାମାରୀ ପାଇଁ…
କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୧୨।୭(ବ୍ୟୁରୋ):କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲର ଗୋତାମୁଣ୍ଡାଠାରେ ବସବାସ କରୁଥିବା ଆଦିବାସୀଙ୍କ ଉପରେ ଜୁନ୍ ୩୦ରେ ଆକ୍ରମଣ ହୋଇଥିଲା। ଦୀର୍ଘ ୨୦ବର୍ଷରୁ ଅଧିକ ଦିନ ଧରି ସେଠାରେ ରହିଆସୁଥିବା ଏହି ଆଦିବାସୀଙ୍କୁ କେତେଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିବା ସହ…
ବିଜେଡି ରାଜ୍ୟ କାର୍ଯ୍ୟାଳୟ ରୂପ ବଦଳିବ
ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମ ଥର ଲାଗି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନୂଆ ରୂପ ଦେବାଲାଗି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାଯୀ…
Archives


