ମାତ୍ର ୧୩ ଟି-୨୦ ମ୍ୟାଚ୍ ଖେଳି ଭାରତକୁ ଚାମ୍ପିଅନ୍ କରିଥିଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର୍ ରବିନ ଉଥାପ୍ପା ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଯଦିଓ ସେ ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଉନାହାନ୍ତି, କିନ୍ତୁ ୨୦୦୭ ଟି-୨୦ ବିଶ୍ୱକପରେ ଦଳ ଜିତିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।…
ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍-କାନାଡ଼ା-ସୌଦି ବାହାର…
ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍କା କିନ୍ତୁ ନୀରବ ଭାବେ ଲାଗିବ। ଭାରତ ୧୫୨ ଦେଶ ପାଇଁ ଇ-ଭିଜା ସୁବିଧା ପୁଣି ଆରମ୍ଭ…
ଦଳର ବିଜୟରେ ଖୁସି ନ ଥିଲେ ବଡ଼ ‘ମ୍ୟାଚ୍ ଓ୍ବିନର୍’
ଆବୁଧାବି,୧୧।୧୧: ଆବୁଧାବି ଷ୍ଟାଡିୟମରେ ଖେଳାଯାଇଥିବା ଟି -୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। କିୱି ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର…
ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ
ଢାକା, ୧୧ା୧୧: ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଦୁଇଟି ଦୁର୍ନୀତି ମାମଲାରେ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଢାକା ସ୍ପେଶାଲ ଜଜ୍ ଶୈଖ୍ ନଜମୁଲ ଆଲମ ଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ସିହ୍ନାଙ୍କୁ ଏକ…
ମହାମାରୀରେ ୮ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ
ଏସ୍ ଏଞ୍ଜେଲ୍ସ, ୧୧ା୧୧: କୋଭିଡ୍ ମହାମାରୀ ଯୋଗୁ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହି ସମୟରେ ୮ ନିୟୁତ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ଆବର୍ଜନା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଟନ୍ରୁ ଊର୍ଦ୍ଧ୍ୱ ଅଳିଆ ସମୁଦ୍ରରେ ମିଶିଛି ବୋଲି…
ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍
ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର ଏନ୍ଏସ୍ଏ…
ପୁଣି ଆରମ୍ଭ ହେବ ଏମ୍ପିଲାଡ୍
ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍ପିଲାଡ୍)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ…
ମାନବ ସମ୍ବଳ ବିକଶିତ କରେ ଶିକ୍ଷା
ଦେଶର ବିକାଶରେ ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ତେବେ ଦକ୍ଷ ମାନବ ସମ୍ବଳ ପାଇଁ ଉପଯୁକ୍ତ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷାର ବିକାଶରେ ମାନବ ସମ୍ବଳ ବିକଶିତ ହୋଇଥାଏ। ଶିକ୍ଷାର ଉପଯୋଗିତା ତଥା ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ…
ଏହି ମନ୍ଦିରରୁ ଘରକୁ ନେଇପାରିବେନି ପ୍ରସାଦ, ଜାଣନ୍ତୁ ପଛରେ ଥିବା କାରଣ
ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ଆପଣ ଚାହିଁଲେ ବି ଘରକୁ ପ୍ରସାଦ ଟିକେ ନେଇପାରିବେ ନାହିଁ। ଏପରି ମନ୍ଦିର ରହିଛି, ରାଜସ୍ଥାନର ମେହେନ୍ଦୀପୁରରେ। ଏଠାରେ ଥିବା ବାଲାଜୀ ମନ୍ଦିରକୁ ଭକ୍ତମାନେ ଦର୍ଶନ ପାଇଁ ଆସିଥାନ୍ତି। କୁହାଯାଏ, ହନୁମାନଜୀଙ୍କୁ ପୂଜା…
ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍ କେତେ ଜାଣନ୍ତି
ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ…
ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ
ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଗତ ଥର ୨୦୧୯ରେ କେନ ଓ୍ବିଲିୟମସନଙ୍କ ଦଳକୁ ବିଶ୍ୱକପ୍…
ଏମ୍ବିଏ ସହ କରିଥିଲେ ସିଏ; ହେଲେ କ୍ରିକେଟକୁ ବାଛିଥିଲେ; ଏବେ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ପରେ…
ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଟିମ୍ରେ ନାମ କମାଇଥିବା ଅଲରାଉଣ୍ଡରଙ୍କ ସଂଖ୍ୟା ଅଧିକ ନୁହେଁ। ଏଥିନେଇ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଭାବନ୍ତି ମଧ୍ୟପ୍ରଦେଶର ୨୬ ବର୍ଷୀୟ ଖେଳାଳି ଭେଙ୍କଟେଶ ଆୟାର।…

