ଆପଣଙ୍କ ଘରେ ଅର୍ଥାଭାବ ଲାଗି ରହୁଛି କି? ଏଭଳି କଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…
ବାଳକଙ୍କ ୨ ହାତର ଓଜନ ୫ କେଜି, ଏମିତି କହି ଚିଡାଉଛନ୍ତି ଲୋକେ…
ଥରେ ଚିନ୍ତା କଲେ ଦୁଇ ହାତର ଓଜନ ଯଦି ୫ କେଜିରୁ ଅଧିକ ତେବେ ଦୈନନ୍ଦିନ କାମ କେମିତି କରିବେ? କିନ୍ତୁ ଏମିତି ଦେଖିବାକୁ ମିଳିଛି ୧୨ ବର୍ଷୀୟ କଲିମଙ୍କଠାରେ। ତାଙ୍କ ଦୁଇ ହାତ ଓଜନ ୫ କେଜି। ସେ ସେଥିରେ…
ମିଳୁନି ଆବାସ, ଭଙ୍ଗାଘର ଭରସା
ବେଗୁନିଆ,୩ା୧୦(ଡି.ଏନ୍.ଏ.): ଅସହାୟ ଓ ଗରିବଙ୍କୁ ପକ୍କା ଘର ଯୋଗାଇଦେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ଏମାନଙ୍କ ଲାଗି ସାତସପନ ପାଲଟିଛି।…
ଟାଟୁ ରିମୁଭ୍ କରୁଥିଲେ ଜାଣିରଖନ୍ତୁ…
ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍ ଭଲ ପାଉଥିବା ଅନେକେ କିଛି ମାସ ବା ବର୍ଷ ପରେ ଏହା ବଦଳରେ ପୂର୍ବଭଳି ସ୍ପଟ୍ଲେସ୍ ସ୍କିନ୍…
ପୁଣି ଚମକିଲେ ମୟୂରଭଞ୍ଜର ଶ୍ରେୟାଂସୀ
ବିଶୋଇ, ୩।୧୦(ଡି.ଏନ.ଏ.): ଇଣ୍ଡିଆ ବୁକ ଅଫ୍ ରେକଡର୍ସ ପରେ ଇଣ୍ଟରନ୍ୟାଶନାଲ ବୁକ୍ ଅଫ ରେକଡ୍ସରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂସୀ ମହାନ୍ତ। ରରୁଆଁ ବ୍ଲକର ଘାଗରାବେଡା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସୀଙ୍କୁ ମାତ୍ର ୩ବର୍ଷ। ଜାତୀୟ…
ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୧୪କୁ ବୃଦ୍ଧି
ଭୁବନେଶ୍ୱର,୩।୧୦(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୧୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’
ଭୁବନେଶ୍ୱର, ୩ା୧୦ (ବ୍ୟୁରୋ): କରୋନା କଟକଣା ଓ ନବୀକରଣ ପାଇଁ ବନ୍ଦ ରହିଥିବା ‘ଏକାମ୍ର ହାଟ’ ବର୍ଷକ ପରେ ନୂଆ ରୂପରେ ଶନିବାରଠାରୁ ଖୋଲିଛି। ରଙ୍ଗିନ ଆଲୋକମାଳା ଓ ସାଜସଜ୍ଜାରେ ହାଟ ଝଲସୁଛି। ହାଟକୁ ‘ଏକାମ୍ର କୁଟୀର’ ଓ ‘ଏକାମ୍ର ବଜାର’…
ଆର୍ୟନଙ୍କୁ ଏନ୍ସିବି ପକ୍ଷରୁ ପଚରା ଉଚରା ଜାରି…
ମୁମ୍ବାଇ,୩।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖଁାଙ୍କ ପୁଅ ଆର୍ୟନ ଖାଁଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ପକ୍ଷରୁ ପଚରା ଉଚରା ଜାରି ରହିଛି। କ୍ରୁଏଜ୍ ଶିପ୍ରେ ଡ୍ରଗ୍ସ୍ ପାର୍ଟି ଚାଲିଥିବା ସମୟରେ ଧରା ପଡ଼ିଥିବା ୧୩ ଜଣଙ୍କ ମଧ୍ୟରେ ଆର୍ୟନ ରହିଛନ୍ତି।…
ଆଉ ମାସ ମାସ ନୁହେଁ , ୪ ଦିନରେ ପାସ୍ପୋର୍ଟ ଭେରିଫିକେଶନ
କଟକ ଅଫିସ,୩ା୧୦: ପାସ୍ପୋର୍ଟ ଭେରିଫିକେଶନ ପାଇଁ ଏଣିକି ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବନି। ଏବେ ଆବେଦନର ୪ ଦିନ ଭିତରେ ପାସ୍ପୋର୍ଟ ଭେରିଫିକେଶନ ହୋଇଯାଉଛି ବୋଲି ଡିଜିପି ଅଭୟ କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ…
ଆଜି ରାଜ୍ୟରୁ ୫୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୧୦(ବ୍ୟୁରୋ): ରବିବାର ରାଜ୍ୟରୁ ୫୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୯୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୧୦ ଜଣ ଚିହ୍ନଟ…
ବାହାର ଖାଦ୍ୟ ବିପଦ ଡାକୁଛି
ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ରାଜ୍ୟରେ ସବୁ ଖୋଲି ଦିଆଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ରାସ୍ତାକଡ଼ ଠେଲା ଜଳଖିଆ ଦୋକାନୀ ପସରା ମେଲି ବସିଛନ୍ତି। କରୋନା କାଳରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ…
ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିକ୍ରି କଲେ ଆଫଗାନୀ ମହିଳା…
କାବୁଲ,୩।୧୦: ତାଲିବାନ୍ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଇବାକୁ ନ ପାଇ ଲୋକେ ନିଜ ପିଲାଙ୍କୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି ଜଣେ ଆଫଗାନୀ ମହିଳା…
Archives


