କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି । ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ମର୍ଡନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ମର୍ଡନାର ସିଇଓ ଷ୍ଟିଫନ ବୈସେଲ କହିଛନ୍ତି, ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବା ଗରୁତ୍ୱପୂର୍ଣ୍ଣ କଥା । ଏହା ମହତ୍ୱପୂର୍ଣ୍ଣ ସମୟରେ ମିଳିଛି । କାରଣ ଏବେ ଆମେ ଶୀତଋତୁରେ ପ୍ରବେଶ କରିବାକୁ ଯାଉଛେ ଆଉ ସାରା ଦେଶରେ ଏହି ସମୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା ସହ ହସ୍ପିଟାଲରେ ବି ବେଡ୍‌ର ଅଭାବ ପଡୁଛି । ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଆଇ) ମର୍ଡନା ଓ ଫାଇଜରର କୋଭିଡ ବୁଷ୍ଟର ସର୍ଟକୁ ବୟସ୍କମାନଙ୍କ ପାଇଁ ଅନୁମତି ଦେଇଛି । ସାଧାରଣ ଜନତାଙ୍କୁ ଅତିରିକ୍ତ ମାତ୍ରା ଦେବାପାଇଁ ଏହି ନିଷ୍ପତ୍ତି ବାଇଡେନ ପ୍ରଶାସନର ଏକ ଗୁରୁତ୍ପବୂର୍ଣ୍ଣ ଭାଗକୁ ପୂରଣ କରିଛି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା...

୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଜାହାଜରେ ଫସିଲେ ସୋନାଲୀ: ଭାରତ ସରକାରଙ୍କୁ ସାହାଯ୍ୟ ଲୋଡିଲେ

ଟୋକିଓ,୧୪।୨: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନାଭାଇରସ୍‌ ଏବେ ପୂରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ଏଯାଏଁ ଚାଇନାରେ ୧୪୮୦ ଜଣଙ୍କ...

ଭଦ୍ରକରେ ୧୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୯ା୮: ଭଦ୍ରକ ଜିଲାରେ ବୁଧବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପହଞ୍ଚିଛି।...

ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର

ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର...

୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା...

ସୁଦାନରେ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ:୩୭ ମୃତ, ୨୦୦ରୁ ଅଧିକ ଆହତ

ଖାର୍ଟୁମ,୨୭।୮: ପୂର୍ବ ସୁଦାନରେ ଦୁଇ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୩୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଏହି...

ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ କର୍ମଚାରୀ ନିହତ

ଇସଲାମାବାଦ,୧୮ା୧୨: ରବିବାର ପାକିସ୍ତାନର ଖେବର ପଖତୁନଖଓ୍ବା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement
Archives

Model This Week