Home

ସୋମବାର ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୧୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ (ସୋମବାର) ଖୋଲିବାକୁ ଯାଉଛି । ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ ସକାଳ…

ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲା!

ନୂଆଦିଲ୍ଲୀ,୧୯।୧୧: ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ। ଶେଷ ଥର ପାଇଁ ୨୦୧୨-୧୩ ରେ ଉଭୟ ଦେଶ ମଧ୍ୟରେ ସିରିଜ ଖେଳାଯାଇଥିଲା । ନିକଟରେ ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ…

ବୈତରଣୀରେ କାର୍ତ୍ତିକ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ପାଟଣା,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବରେ ଶୁକ୍ରବାର ସକାଳୁ ବୈତରଣୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନସୂୟା ଘାଟ ଓ ରାଜନଗର ଶୈବ କାବେରୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ…

‘ଏବେ କୃଷକ ଆନ୍ଦୋଳନ ବନ୍ଦ ହେବ ନାହିଁ’

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ବାନକୁ ଅତି ନିକଟରୁ ଅନୁଭବ…

ହାତୀ ମୃତ୍ୟୁକୁ ମାନିଲା ବନବିଭାଗ, ୩ ଅଟକ

ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତଥା ବଣାଇ ବନାଞ୍ଚଳ ଅନ୍ତର୍ଗତ ତେଣ୍ଡରା ଖସଡ଼ା ଜଙ୍ଗଲରେ ଗୁରୁବାର ଘଟିଥିବା ଏକ ଦନ୍ତାହାତୀର ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ବନବିଭାଗ, ପରିଶେଷରେ ଏହି ଦନ୍ତାର ମୃତ୍ୟୁ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି…

ଏବେ ଭାଜପାର ପରାଜୟ, ହେଉଛି ଦେଶର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ କୃଷକ ଏବଂ ନିଜର ବିଜୟ ବୋଲି କଂଗ୍ରେସ ବର୍ଣ୍ଣନା କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର…

ଢଳେଇ ରାସ୍ତା ଉପରେ ଢଳେଇ

ବିଞ୍ଝାରପୁର,୧୯ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ଗୋଟିଏ ରାସ୍ତାକୁ ଏକାଧିକ ଥର ଢଳେଇ କରାଯାଉଛି। ମାତ୍ର ସେହି ଗ୍ରାମରେ ଅନ୍ୟ ଏକ ରାସ୍ତା କାମ ହୋଇ ନ ଥିବାରୁ ଲୋକେ କାଦୁଅରେ ପଶି ଯାତାୟାତ କରୁଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି।…

ଏକାସାଙ୍ଗେ ତିନି କଳା ନାଗଙ୍କୁ ଏପରି ଦେଖି ଚକିତ ହେଉଛନ୍ତି ଲୋକେ

ଜଙ୍ଗଲର ଦୁନିଆ ମଧ୍ୟ ବଡ଼ ବିଚିତ୍ର। ବେଳେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ। ବନ କର୍ମଚାରୀ, ବନ ସେବା ଅଧିକାରୀ କିମ୍ବା ବନ୍ୟଜନ୍ତୁ ପ୍ରେମୀମାନେ ଲୋକମାନଙ୍କୁ…

କୁଷକଙ୍କ ବିଜୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ,୧୯।୧୧: କେନ୍ଦ୍ର ସରକାର କୃଷି ଆଇନ ଶୁକ୍ରାବର ପ୍ରତ୍ୟାହାର କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଛନ୍ତି। ରାହୁଲ ଗାନ୍ଧୀ…

୮୩ ବର୍ଷର କନିଆକୁ ୨୮ ବର୍ଷୀୟ ବର; ବିବାହ ପାଇଁ ପୋଲାଣ୍ଡରୁ ପାକିସ୍ତାନ ଆସିଲେ…

ପ୍ରେମ କେବେ, କେଉଁଠାରେ ଏବଂ କାହା ସହିତ ହୋଇଯାଏ ଜଣାପଡେନା। ବେଳେବେଳେ ଲୋକମାନେ ପ୍ରେମରେ ସମସ୍ତ ସୀମା ଅତିକ୍ରମ କରନ୍ତି ଏବଂ ସେମାନଙ୍କର ପ୍ରେମ କାହାଣୀ ସବୁଦିନ ପାଇଁ ’ଅମର’ ହୋଇଯାଏ। ସେହିଭଳି କିଛି ପ୍ରେମ କାହାଣୀ ଏପରି ଅଛି, ଯାହା…

ଇସ୍ତଫା ଦେଲେ ଅଧିନାୟକ

ସିଡନୀ,୧୯।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। କଙ୍ଗାରୁ ଅଧିନାୟକ ପେନ୍‌ ଝିଅକୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ ହୋଇଛି। ୨୦୧୭ରେ, ପେନ ନିଜର ଅଶ୍ଳୀଳ ଫଟୋ ଏକ ଝିଅଙ୍କୁ ପଠାଇଥିଲେ, ଏହା ବ୍ୟତୀତ…

ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେଥିମଧ୍ୟରୁ ଓଏମ୍‌ବିଏଡିସି (ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?