ରାଗିଗଲେ ଆରସିବି କ୍ରିକେଟର୍: କହିଲେ, ଏସବୁ କରିହେବନି ବରଦାସ୍ତ
ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି ଯାଇଛି। ଏହି ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଆରସିବିକୁ ଟ୍ରୋଲ କରୁଛନ୍ତି। ଏହା…
୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା…
ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ଏନେଇ ସେଣ୍ଟାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଠ୍ରୋଲ ଅର୍ଗାନାଇଜେଶନ(ସିଡିଏସ୍ସିଓ) ବିଶେଷଜ୍ଞ…
ଭାରତକୁ କେହି ଧୋକା ଦେଇପାରିବେ ନାହିଁ, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୨।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଦଳ ଦ୍ୱାରା ପାକିସ୍ତାନ ଗସ୍ତକୁ ବାତିଲ କରି ନିରାଶ ହୋଇଛନ୍ତି। ଏହି କାରଣରୁ, ଅନ୍ୟ ପାକିସ୍ତାନୀ କ୍ରିକେଟରଙ୍କ ପରି ସେ କ୍ରିକେଟ ବୋର୍ଡ ଅଫ…
୧୨ ହଜାର ବର୍ଷ ପୂର୍ବେ ବି ମଣିଷ ବ୍ୟବହାର କରୁଥିଲା ତମାଖୁ…
ଓ୍ବାଶିଂଟନ,୧୨।୧୦: ମଣିଷ ସହିତ ତମାଖୁର ସମ୍ପର୍କ ଏବେକାର ନୁହେଁ। ୧୨ ହଜାର ୩୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ତମାଖୁ ବ୍ୟବହାର କରୁଥିଲା। ଏନେଇ ଉତ୍ତର ଆମେରିକାର ଉଟାହରୁ ପ୍ରମାଣ ମିଳିଛି। ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଗ୍ରେଟ୍ ସଲ୍ଟ ଲେକ୍ ମରୁଭୂମିରେ…
ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୬ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର…
ଶ୍ରୀନଗର,୧୨।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍ ହୋଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମିଳିତ ସୁରକ୍ଷାକର୍ମୀ ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାକର୍ମୀଙ୍କ ଅଲ୍ ଆଉଟ୍ ଅପରେଶନ ସଫଳ ରହିଛି।…
ପଡିଆରେ ଭୋ’ ଭୋ’ ହୋଇ କାନ୍ଦିଲେ କୋହଲି: ଦେଖନ୍ତୁ ଭିଡିଓ
ଶାରଜା,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…
ପୃଥିବୀକୁ ଅହିଂସା ରାସ୍ତା ଦେଖାଇଛି ଭାରତ…
ନୂଆଦିଲ୍ଲୀ,୧୨।୧୦: ଭାରତ ସମଗ୍ର ପୃଥିବୀକୁ ଅହିଂସାର ରାସ୍ତା ଦେଖାଇଛି। ସମ୍ପ୍ରତି ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମାନି ନେଇଛନ୍ତି। ପୃଥିବୀ ବିଶ୍ୱ ଯୁଦ୍ଧର ବିଭୀଷିକାରେ ଜଳୁଥିବା ବେଳେ ଭାରତ ଅହିଂସାର ମାର୍ଗକୁ ଗ୍ରହଣ କରିଥିଲା। ଏହା ମାଧ୍ୟମରେ…
କୋହଲିଙ୍କ ସହ ଘଟିଲା ଅଜବ ସଂଯୋଗ
ଶାରଜା,୧୨।୧୦: ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଭାବରେ ଆରସିବିରେ ବିରାଟ କୋହଲିଙ୍କ ଏହା ଶେଷ ମ୍ୟାଚ ଥିଲା। ଏହା ପରେ ସେ ଆସନ୍ତା ସିଜିନରୁ ଜଣେ…
୬୦ ପ୍ରତିଶତ ଛୋଟ ପିଲା କରୋନା ଆକ୍ରାନ୍ତ, ଆଇସିଏମ୍ଆର୍ ସେରୋ ସର୍ଭେ ରିପୋର୍ଟ…
ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣରେ ବ୍ରେକ୍ ଲାଗିଛି। ବିଶେଷଜ୍ଞ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କାର ପୂର୍ବାନୁମାନ କରିଥିଲେ। ତେବେ ଏବେ ଏହାର ଆଶଙ୍କା ଧୀରେଧୀରେ କମିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍ଆର୍) ପକ୍ଷରୁ ପ୍ରକାଶିିିତ…
ଇତିହାସ ରଚିଲେ ଆମି: ମାତ୍ର ୧୬ ବର୍ଷ ବୟସରେ କଲେ ଏମିତି କାରନାମା
ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ କରିଥିବା ସର୍ବକନିଷ୍ଠ ମହିଳା ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଖେଳାଳି…
ଆଇପିଏଲ୍ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍
ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା ଏହି ୫ ତାରକା କ୍ରିକେଟର, ଯେଉଁମାନେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ବେତନ ପାଆନ୍ତି। ଆମେ…
କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…
ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍ କାଏଦାର ମିଡ଼ିଆ ଶାଖା ଆଜ୍ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ…
Archives


