Home

ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି ଆଇନ…

ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଡିଜିସିଏର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ,୩୦ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଏହି ଭାରିଏଣ୍ଟ ଏବେ ବିଶ୍ୱର ପ୍ରାୟ ୧୩ ଦେଶକୁ ବ୍ୟାପୀ ସାରିଲାଣି । ଏହାର ଭୟାବହତାକୁ…

୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି ଓମିକ୍ରନ ଆକ୍ରାନ୍ତ ଦେଶରୁ…

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ ନେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ। ସେ ଏବେ ଟୁଇଟରର ଟେକ୍‌ନୋଲୋଜି ମୁଖ୍ୟ…

୪୪ କୋଟି ଛୁଆଙ୍କୁ ଟିକା ଦେବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୨୯।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଓ ଭୟ ବଢ଼ୁଥିବା ବେଳେ ଦେଶର ୪୪ କୋଟିରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-୧୯ ଟାକ୍ସଫୋର୍ସ ଅଧ୍ୟକ୍ଷ ଡା. ଏନ୍‌. କେ. ଅରୋରା କହିଛନ୍ତି। ଏଥିସହ…

ପ୍ରିୟଙ୍କା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ସମୟରେ ରାଗି ଯାଇଥିଲେ ଏହି ନିର୍ଦ୍ଦେଶକ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଡେଲିଂ ଦୁନିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ବଲିଉଡ୍‌ରୁ ଯାଇ ସେ ହଲିଉଡ୍‌ରେ ପହଞ୍ଚତ୍ ପାରିଛନ୍ତି। ଆଜିର ଦିନରେ ପ୍ରିୟଙ୍କା ବିଶ୍ୱସ୍ତରୀୟ ଏକ ଆଇକନ ପାଲଟିଛନ୍ତି। ତାଙ୍କର ପ୍ରଶଂସକମାନେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ…

ଖସିଲା ପାରଦ, ବଢ଼ିଲା ଶୀତ

କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ବିଳମ୍ବରେ ହେଉ ପଛେ କେନ୍ଦୁଝର ଜିଲାରେ ଶୀତ ଆସିଛି। ଧିରେ ଧିରେ ଜଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ତାପମାତ୍ରା ୧୩ ଡିଗ୍ରୀ ତଳକୁ ଖସିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ବୋଲି ଜଣାପଡ଼ିଛି। ତାପମାତ୍ରା…

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚର୍ଚ୍ଚା ବିନା ଏହି…

ଓମିକ୍ରନ୍‌କୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଅନ୍ତର୍ଜାତୀୟ…

ସ୍ୱାମୀଙ୍କ ସହ ମିଶି ଜନ୍ମଦିନ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ବିବାହ ପରେ ସ୍ୱାମୀଙ୍କ ସହ ମିଶି ତାଙ୍କର ପ୍ରଥମ ଜନ୍ମଦିନ ପାଳିଛନ୍ତି। ଚଳିତବର୍ଷ ଜନ୍ମଦିନ ପାଳନ ୟାମିଙ୍କ ପାଇଁ ଟିକେ ନିଆରା ଥିଲା। ଗତକାଲି ଅର୍ଥାତ୍‌ ନଭେମ୍ବର ୨୮ରେ ଥିଲା ୟାମିଙ୍କ ଜନ୍ମଦିନ। ଏହି…

ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏମଏସପି ବୃଦ୍ଧି ପ୍ରସଙ୍ଗ ଓ ଚାଷୀଙ୍କ ସହ ସରକାରଙ୍କ…

ବୃଦ୍ଧାଙ୍କର ରହିଛି ଅଜବ ଅଭ୍ୟାସ, ଜାଣିଲେ ପାଦତଳୁ ଖସିଯିବ ମାଟି

ଦୁନିଆର ଅନେକ ଲୋକ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଉତ୍ତରପ୍ରଦେଶର ବାରାଣସୀରେ ରହୁଥିବା ଜଣେ ବୃଦ୍ଧା ମଧ୍ୟ ତାଙ୍କର ଅଜବ ଅଭ୍ୟାସ ହେତୁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଏହି ବୃଦ୍ଧାଙ୍କ ନାମ କୁସମାବତୀ ଦେବୀ ଏବଂ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?