Posted inଜାତୀୟ

ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ଦିଦି: ଉଦ୍ଧବ ଠାକରେ, ଶରଦ ପାୱାରଙ୍କ ସହ ହେବ ସାକ୍ଷାତ୍‌କାର

କୋଲକାତା,୩୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ୧ ଡିସେମ୍ବରରେ ସେ ମୁମ୍ବାଇର କେତେଜଣ ଉଦ୍ଦ୍ୟୋଗପତିଙ୍କ ସହ ସାକ୍ଷାତ୍ କରିବେ ବୋଲି ସୂଚନା ରହିଛି । ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ମମତା ଉଦ୍ଦ୍ୟୋଗପତିଙ୍କ ସହ ସାକ୍ଷାତ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମବଙ୍ଗରେ ପୁଞ୍ଜି ନିଦେଶ ବଢାଇବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାରାଷ୍ଟ୍ରରେ ମେଣ୍ଟ ସରକାର ଶାସନ କରୁଛି । ହେଲେ ମମତାଙ୍କ ଏହି ଗସ୍ତ ସମୟରେ କଂଗ୍ରେସ ତାଙ୍କ ସହ ସାକ୍ଷାତ୍ କରିବ ନାହିଁ ବୋଲି ଜଣାପଡିଛି । ଯଦିଓ କଂଗ୍ରେସ ମେଣ୍ଟ ସରକାରର ଏକ ଦଳ ହେଲେ ସେ ଏହି ସାକ୍ଷାତ୍‌କାରଠାରୁ ଦୂରେଇ ଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଏଠାରେ ଚୋରି କରୁଛନ୍ତି ଅବିବାହିତ ଯୁବକ

ରାୟପୁର,୨୯।୫: ଛତିଶଗଡ଼ରେ ବିବାହଯୋଗ୍ୟ ଯୁବକ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଆଦିବାସୀ ବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ...

ଆକାଶ ବିଜୟବର୍ଗୀୟ ମାମଲା: ମୁହଁ ଖୋଲିଲେ ମୋଦି 

ନୂଆଦିଲ୍ଲୀ,୨।୭: ମଧ୍ୟପ୍ରଦେଶ ନିଗମକର୍ମୀଙ୍କୁ ମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁହଁ ଖୋଲିଛନ୍ତି। ସଂସଦୀୟ ଦଳ ବୈଠକରେ କାହାର ନାମ ନ ନେଇ ସେ...

ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଦାରିଦ୍ର୍ୟ ହଟାଇବ ସାମାଜିକ ନ୍ୟାୟ

ପ୍ରତିବର୍ଷ ଫେବୃୟାରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା...

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ...

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି।...

କେରଳରେ ପୁଣି ନିପା ଭାଇରସ୍‌ ଭୟ: ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ଆଲର୍ଟ ଜାରି

ଥିରୁଭାନନ୍ତପୁରମ୍‌,୧୨।୯: କେରଳରେ ପୁଣି ନିପା ଭାଇରସ୍‌ ଭୟ ଦେଖଦେଇଛି। କୋଜିକୋଡେ ଜିଲାରେ ଏହି ଭାଇରସ୍‌ ସଂକ୍ରମଣ ହେତୁ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ରାଜ୍ୟ...

ଦିଲ୍ଲୀ-ଏନ୍‌ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍‌ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା...

ପାକିସ୍ତାନର ଭାରତ ପ୍ରେମ: ନେତାମାନେ କହିଲେ,ଜଟିଳ ପରିସ୍ଥିତିରେ ଆମେ ଭାରତ ସହ ଅଛୁ

ଇସଲାମାବାଦ,୨୬।୪: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହୋଇପଡିଛି। ବିଶ୍ୱର ଅନେକ ଦେଶ ଏହି ବିପର୍ଯ୍ୟୟ ସମୟରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ...

Advertisement
Archives

Model This Week