Home

୬ ବର୍ଷର ଶିଶୁକୁ ଝାମ୍ପି ନେଲା ବାଘ

ରାଇଘର/ଉମରକୋଟ, ୧୨।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ନବରାତ୍ରି ସମୟରେ ପରିବାର ସହ ଛତିଶଗଡ଼ ସିହାଓ୍ବାସ୍ଥିତ ଶୀତଳା ମନ୍ଦିରକୁ ସପରିବାର ଦର୍ଶନ ପାଇଁ ଯାଉଥିଲେ। ବାଟରେ ୬ବର୍ଷୀୟ ଅବିନାଶଙ୍କୁ ପରିବାର ଲୋକଙ୍କ ଆଖି ଆଗରେ ଟେକି ନେଇଥିଲା କଳରାପତରିଆ ବାଘ। ଏନେଇ ନବରଙ୍ଗପୁର ଜିଲା ରାଇଘର ବ୍ଲକ…

ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌; ଏବେ ଏହି ଟିମ୍‌ ସହ ଲଢ଼ିବ ‘ବିରାଟ ସେନା’

ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଏବଂ ପରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ…

୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍‌ସିବି: ସେହ୍ବାଗ

ଶାରଜା,୧୨।୧୦: ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ…

ଭାଜପା ନେତା ୟଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ନୁସରତ! କିଛି ଏଭଳି…

କୋଲକାତା: କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ। ଏବେ ସେ ଦ୍ୱିତୀୟ ବିବାହ କରିସାରିଥିବା କୁହାଯାଉଛି। ଅଭିନେତା ତଥା ଭାଜପା ନେତା ୟଶ ଦାଶଗୁପ୍ତାଙ୍କୁ…

କେଜ୍‌ରିଓ୍ବାଲ୍‌ଙ୍କ ଘର ଆଗରେ ବିରୋଧ କରୁଥିବାବେଳେ ଭାଜପା ନେତା ଆହତ

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଘର ବାହାରେ ଛଠ୍‌ ପୂଜାକୁ ନେଇ ବିରୋଧ କରୁଥିବାବେଳେ ଭାଜପା ଏମ୍‌ପି ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କ ସହ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ। ବ୍ୟାରିକେଡରୁ ଖସିଯିବା ଚକ୍କରରେ ମନୋଜ ତିୱାରୀ…

ଏହି ପଞ୍ଜାବୀ ଗାୟକଙ୍କ ପ୍ରେମରେ ଉବୁଟୁବୁ ମନୋଜ ତିଓ୍ବାରୀଙ୍କ ପ୍ରଥମ ସ୍ତ୍ରୀ ରାନୀ, ପୋଷ୍ଟକୁ ନେଇ ବଢ଼ୁଛି…

ବମ୍ବେ: ଭାରତୀୟ ଜନତା ପାର୍ଟି ଏମ୍‌ପି ତଥା ଭୋଜପୁରୀ ସିନେମାର ସୁପରଷ୍ଟାର ମନୋଜ ତିଓ୍ବାରୀଙ୍କ ପୂର୍ବପତ୍ନୀ ରାନୀ ତିଓ୍ବାରୀ ଏବେ ଚର୍ଚ୍ଚାର। ସେ ଏବେ ପଞ୍ଜାବୀ ଗାୟକ ଏକମ୍‌ ବାବାଙ୍କୁ ଡେଟ୍‌ କରୁଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏକମ୍‌ ଏକ ଫଟୋ…

‘ଯେଉଁ ସ୍କୁଲରେ ଅଧିକ ଶିକ୍ଷୟତ୍ରୀ, ସେଠାରେ ଝଗଡା ଅଧିକ’

ଜୟପୁର,୧୨।୧୦: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା ଆଜିକାଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସରେ ଗୋବିନ୍ଦ ସିଂ ଦୋଟାସରା ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେଉଁ ବିଦ୍ୟାଳୟରେ ଅଧିକ…

ପ୍ରେମିକଙ୍କ ପାଇଁ କଲେଜ ଯିବା ବନ୍ଦ ହୋଇଯାଇଥିଲା, ଘରଲୋକଙ୍କ ଚାପ ସତ୍ତ୍ୱେ ଅଭିନେତ୍ରୀ ଏବେ ବି…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିକି ତମ୍ବୋଲିଙ୍କୁ କିଏ ବା ନ ଜାଣେ। ବିଗ୍‌ ବସ୍‌-୧୪ରେ ଭାଗ ନେବା ପରଠାରୁ ଦିନକୁ ଦିନ ତାଙ୍କର ଚାହିଦା ବଢ଼ି ବଢ଼ି ଚାଲିଛି। ଶୋ’ ପରେ ସେ ଖତରୋ କେ ଖିଲାଡ଼ି’ରେ ନଜର…

ଅମିତ୍‌ ଖାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦାତା ନିଯୁକ୍ତ…

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଦାତା ଭାବେ ଅମିତ୍‌ ଖାରେଙ୍କୁ ନିଯୁକ୍ତ କରାଯାଇଛି। ଅମିତ୍‌ ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ସେ ପୂର୍ବରୁ ମାନବ ସମ୍ବଳ ବିକାଶ ସଚିବ, ସୂଚନା ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ…

ମଇଁଷି ଚରାଇବାକୁ ଗଲେ ଶକ୍ତି ମନ୍ତ୍ରୀ!

ଭୋପାଳ,୧୨।୧୦: ଦେଶର ଅନ୍ୟ ରାଜ୍ୟଗୁଡିକ ପରି ମଧ୍ୟପ୍ରଦେଶରେ ଆଜିକାଲି ବିଦ୍ୟୁତ୍‌ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବିଦ୍ୟୁତ୍‌ ସଙ୍କଟ ପାଇଁ ଲୋକମାନେ ପୂର୍ବରୁ ଚିନ୍ତିତ ଅଛନ୍ତି । ସେପଟେ ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମରଙ୍କ ଏକ ଭିଡିଓ…

ଡ୍ରୋନ୍‌ରେ ସହରର ସମସ୍ତଙ୍କ ପାଇଁ ପହଞ୍ଚିଲା ଆଇସ୍‌କ୍ରିମ୍‌-ବିୟର…

ତେଲ୍‌ ଅଭିବ୍‌,୧୨।୧୦: ଇସ୍ରାଏଲ୍‌ ଡ୍ରୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଏକ ଇତିହାସ ସୃଷ୍ଟି କରିଛି। ତେଲ୍‌ ଅଭିବ୍‌ ସହରରେ ସମସ୍ତଙ୍କ ପାଇଁ ଡ୍ରୋନ୍‌ରେ ଆଇସ୍‌କ୍ରିମ୍‌-ବିୟର ପହଞ୍ଚିଛି। ଏହା ସହିତ ସହରବାସୀ ଚାଉଳରେ ପ୍ରସ୍ତୁତ ହୋଇଥିବା ସୁସ୍ବାଦୁ ଖାଦ୍ୟ ସୁଶି ମଧ୍ୟ ଯୋଗାଇ…

ଜୀବନର ପ୍ରଥମ କାର୍‌ର ଫଟୋ ଶେୟାର କଲେ ଧର୍ମେନ୍ଦ୍ର: ଏତିକି ଟଙ୍କାରେ କିଣିଥିଲେ

ବଲିଉଡ୍‌ର ହିମ୍ୟାନ୍‌ କୁହାଯାଉଥିବା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ସେ ନିକଟରେ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ଜରିଆରେ ସେ ପ୍ରଶଂସକମାନଙ୍କୁ ତାଙ୍କର ପ୍ରଥମ କାର ବିଷୟରେ କହିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri