ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ
ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ ବୟସ ମଧ୍ୟରେ ଥିବା ଜଣାପଡ଼ିଛି। ଏହାଛଡ଼ା ୬୧୬ କ୍ୱାରାଣ୍ଟାଇନ୍ ଏବଂ ୪୪୨ଟି ଲୋକାଲ କେସ୍…
କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍…
ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ନିଜ ଭାଷଣରେ ସେ ଏଭଳି ସୂଚନା…
ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ପୂଜା କରୁଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..
ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି ବୃକ୍ଷକୁ ଲଗାଇବା ଏବଂ…
ସୈନିକ ସ୍କୁଲ୍ରେ ପଢ଼ିବେ ବାଳିକା…
ନୂଆଦିଲ୍ଲୀ,୧୫।୮: ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢ଼ିବେ। ସମ୍ପ୍ରତି ସମସ୍ତ କ୍ଷେତ୍ରରେ ବାଳିକାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ବାଳିକାମାନେ ସୈନିକ ସ୍କୁଲ୍ରେ ପଢ଼ିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫…
ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮: ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି। ଏହା…
ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍ ଦିଶିବା ପଛର କଥା…
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ…
ବିକ୍ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ନାଗିନ୍ ଫେମ୍ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ ସେହି ସମୟରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍…
ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ
ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…
ନୀରଜ ଚୋପ୍ରା ଅସୁସ୍ଥ
ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ତାର ରିପୋର୍ଟ ନେଗେଟିଭ୍ ଆସିଛି। ସେ ଅସୁସ୍ଥ ଥିବା…
ଖୁବ୍ଶୀଘ୍ର କୋଚ୍ ହୋଇପାରନ୍ତି ଇରଫାନ୍ ପଠାନ! ଏନ୍ସିଏରେ ବିତାଇଲେ ୮ ଦିନ; ଦ୍ରାବିଡଙ୍କୁ କହିଲେ ଧନ୍ୟବାଦ
ନୂଆଦିଲ୍ଲୀ,୧୪।୮: ପୂର୍ବ ଭାରତୀୟ ଦ୍ରୁତ ବୋଲର ଇରଫାନ୍ ପଠାନ ଖୁବ୍ଶୀଘ୍ର କୌଣସି ଟିମ୍ର କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପଠାନ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରୀୟ କ୍ରିକେଟ…
ସ୍ବାଧୀନତା ଦିବସରେ ଲଞ୍ଚ୍ କରିବ ଓଲା ସ୍କୁଟର, ଭିଡିଓ ଶେୟାର କରି ଏମିତି କହିଲେ କମ୍ପାନୀ ସିଇଓ
ନୂଆଦିଲ୍ଲୀ,୧୪ା୮: ଓଲା ଇଲେକ୍ଟ୍ରିକ୍ କମ୍ପାନୀ ୧୫ ଅଗଷ୍ଟରେ ନିଜର ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିବ। ଲଞ୍ଚ୍ ପୂର୍ବରୁ କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। Scooters are coming on Sunday!…
ଖୁବ୍ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…
ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ ହେବା କାହା ପାଇଁ ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଟିମ୍ର ଉଇକେଟକିପର ବ୍ୟାଟ୍ସମ୍ୟାନ…
Archives


