ପେନ୍ସନଭୋଗୀଙ୍କ ଲାଇଫ ସାର୍ଟିଫିକେଟ ଦାଖଲ ଅବଧି ୩୧ ଯାଏ ବୃଦ୍ଧି
ଭୁବନେଶ୍ୱର, ୧ା୧୨(ବ୍ୟୁରୋ):ମହାମାରୀକୁ ଦୃଷ୍ଟିରେ ରଖି ପେନ୍ସନଭୋଗୀଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଦାଖଲ ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରତିବର୍ଷ ପେନ୍ସନଭୋଗୀମାନେ ନଭେମ୍ବର ୩୦ ମଧ୍ୟରେ ଏହି ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଛି। ଏହାଛଡ଼ା ସେମାନଙ୍କୁ…
ଚିକିତ୍ସା ପାଇଁ ଜମିବାଡ଼ି ବିକୁଛନ୍ତି କିଡ୍ନୀ ରୋଗୀ
ସୋନପୁର,୧ା୧୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାର କିଡ୍ନୀ ରୋଗୀଙ୍କ ପାଇଁ ସରକାର ଆଖି ବୁଜି ଦେଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ଡାଏଲିସିସ୍ ସେଣ୍ଟର ସ୍ଥାପନ ହୋଇପାରିନି। ଗତ ୫ମାସ ହେଲା ରୋଗୀଙ୍କୁ ମିଳୁଥିବା ସରକାରଙ୍କ ମାଗଣା ଔଷଧ ବନ୍ଦ। ରୋଗୀ ହସ୍ପିଟାଲର ନିରାମୟ କେନ୍ଦ୍ରକୁ ଆସି…
୪ରେ ସ୍ଥଳଭାଗ ଛୁଇଁପାରେ ‘ଜଓ୍ବାଦ’
ଭୁବନେଶ୍ୱର, ୧।୧୨(ବ୍ୟୁରୋ):ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୂମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ…
ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି
ନୂଆଦିଲ୍ଲୀ, ୧ା୧୨: ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଥିବା କୋଭିଡ୍ ଭାରିଆଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଭାରତରେ ପ୍ରସ୍ତୁତି ଚାଲିଛି। ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି। କୌଣସି ସଂକ୍ରମିତ ଯେପରି…
ଏଡ୍ସରେ ୭୭ ଲକ୍ଷଙ୍କ ମୃତ୍ୟୁ ଆଶଙ୍କା
ଜେନେଭା, ୧ା୧୨: ଏଚ୍ଆଇଭି ବିଶ୍ୱସ୍ତରୀୟ ପ୍ରମୁଖ ସ୍ବାସ୍ଥ୍ୟ ସଙ୍କଟ ପାଲଟିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୭୭ ଲକ୍ଷ ଲୋକଙ୍କ ଏଡ୍ସ କିମ୍ବା ଏହାଜନିତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ଏଚ୍ଆଇଭି ଏବଂ ଏଡ୍ସ (ୟୁଏନ୍ଏଡ୍ସ)…
ଏହି କ୍ରିକେଟର୍ଙ୍କ ଯୋଗୁ ସର୍ବସାଧାରଣରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ ମେୱାଲାଲ ଅଯୋଧ୍ୟା ପ୍ରସାଦ ଇଣ୍ଡରମିଡିୟଡ କଲେଜ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ…
ହାରିବାନି ହରାଇବା
କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଥାଏ। ଏହି ଦୂରରୋଗ୍ୟ…
କରୋନାର ନୂଆ ରୂପ ‘ଓମିକ୍ରନ’ର ଲକ୍ଷଣ ଜାଣନ୍ତୁ
କେପଟାଉନ,୧।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଡ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ, ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର ନୂତନ କୋଭିଡ ଭାରିଆଣ୍ଟ ଓମିକ୍ରନର ଲକ୍ଷଣ କ’ଣ ପ୍ରକାଶ…
ବର୍ଷର ଶେଷ ଦିନ, ନୂଆ ବର୍ଷରେ ପିକ୍ନିକ୍ ମନା
ଭୁବନେଶ୍ୱର,୧।୧୨(ବ୍ୟୁରୋ): ଗତବର୍ଷ ଭଳି ଏଥର ମଧ୍ୟ ନୂଆବର୍ଷ ପାଳନ ଫିକା ପଡ଼ିବ। ରାଜ୍ୟରେ ଏଥର ଜିରୋନାଇଟ୍ ସେଲିବ୍ରେଶନ ହୋଇପାରିବ ନାହିଁ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଡିସେମ୍ବର କୋଭିଡ୍ ଗାଇଡ୍ଲାଇନରେ ଏହା ସ୍ପଷ୍ଟ କରାଯାଇଛି। କରୋନା ସଂକ୍ରମଣ ବଢ଼ିବା…
ଆଇପିଏଲରୁ ବ୍ୟାନ ହୋଇପାରନ୍ତି ଦୁଇ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ସଂସ୍କରଣରୁ ବ୍ୟାନ ହୋଇପାରନ୍ତି ଷ୍ଟାର ଭାରତୀୟ ଖେଳାଳି ଲୋକେଶ ରାହୁଲ ଓ ଆଫଗାନିସ୍ତାନର ପ୍ରସିଦ୍ଧ ସ୍ପିନର ରଶିଦ ଖାନ। ଦୁଇ ଖେଳାଳିଙ୍କ ବିରୋଧରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଓ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍)…
ପାର୍ଲାମେଣ୍ଟ କରିଡର୍ରେ ଏମ୍ପିଙ୍କ ଖସିଗଲା ଗୋଡ: ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ,୩୦।୧୧: କଂଗ୍ରେସର ଲୋକ ସଭା ଏମ୍ପି କେ ସୁରେଶ ମଙ୍ଗଳବାର ପାର୍ଲାମେଣ୍ଟ କରିଡର୍ରେ ପଡି ଯାଇଛନ୍ତି । ଏହା ଦେଖି ସେଠାରେ ଥିବା କର୍ମଚାରୀ ଓ ସହଯୋଗୀମାନେ ତାଙ୍କୁ ତଳୁ ଉଠାଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।…
ବିଜୟ ମାଲ୍ୟାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା: ଜାନୁୟାରୀରେ ୧୮ ଶେଷ ଶୁଣାଣି
ନୂଆଦିଲ୍ଲୀ,୩୦।୧୧: ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜାନୁଆରୀ ୧୮ରେ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟ ବିଚାର କରିବେ। ୨୦୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା…

