Home

ଇତିହାସ ରଚିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲ ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚରେ ସେ ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ଏଜାଜ ସମସ୍ତ ୧୦ ଉଇକେଟ…

୬ ଡିସେମ୍ବର ପାଇଁ ମଥୁରାରେ ୧୪୪ ଧାରା ଜାରି…

ଲକ୍ଷ୍ନୌ,୫।୧୨: ୍‌ ଡିସେମ୍ବର ୬କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ମଥୁରାରେ ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି। ସ୍ଥାନୀୟ ସଂଗଠନ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଡିସେମ୍ବର ୬ରେ ଶ୍ରୀକୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସରେ ଅବସ୍ଥିତ ଶାହି…

୬୯ ଛାତ୍ରୀ-ଛାତ୍ର ଶିକ୍ଷକ କରୋନା ପଜିଟିଭ୍‌…

ବେଙ୍ଗାଲୁରୁ,୫।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ପ୍ରଥମେ କର୍ନାଟକ ରାଜ୍ୟରେ ପହଞ୍ଚିିଛି। ରାଜ୍ୟର ୬୯ ଜଣ ଛାତ୍ରୀ,ଛାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିକକାମାଲୁରୁ…

କଡ଼ା କଟକଣା, ମାସ୍କ୍‌ ନ ଥିଲେ ପ୍ରବେଶ ନିଷେଧ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିଲ୍ଲୀ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଯେ ଯେଉଁ ଦେଶରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଅଛନ୍ତି ସେହି…

ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ବିଶାଳ ଲକ୍ଷ୍ୟ ଦେଲା ଭାରତ

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ୭ ଉଇକେଟ୍‌ ହରାଇ ୨୭୬ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ…

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ କରିବାକୁ ପଛାନ୍ତି ନାହିଁ। ବର୍ତ୍ତମାନର ଏହି ଖୁସି ଆଳରେ ଯେ ସେମାନେ ନିଜ ଭବିଷ୍ୟତ…

ନିଆରା ମନ୍ଦିର

ଆମ ଦେଶରେ ରହିଛି ଅନେକ ପ୍ରସିଦ୍ଧ ଦେବଦେବୀ ମନ୍ଦିର। ଏସବୁ ମନ୍ଦିର ମଧ୍ୟରେ ବିଭିନ୍ନ ନିଆରା ବିଶେଷତ୍ୱକୁ ନେଇ ଆନ୍ଧ୍ରପ୍ରଦେଶର ଲୋପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବେଶ୍‌ ଲୋକପ୍ରିୟ ହୋଇପାରିଛି। ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ….. ଷୋଡ଼ଶ…

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ ୧୫ରୁ ଊଦ୍ଧର୍‌ବ ହାତୀପଲ ଅମର୍ଦ୍ଦାରୋଡ୍‌ ଷ୍ଟେଶନ ନିକଟସ୍ଥ ରେଳ ଲାଇନ ଡେଇଁ ନଟାକଟା ପଞ୍ଚାୟତର…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ଆଜି ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…

ପାଣିରେ ଭାସିଲା ପାଚିଲା ଧାନ

ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। କିଛି ଚାଷୀ ତରବରିଆ ଭାବେ ଧାନ କାଟି…

ଦିବ୍ୟାଙ୍ଗତା ମାନିଛି ହାର

ଶରୀରର ୭୫% ଭାଗ ଭିନ୍ନକ୍ଷମ। ନିଜର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପେସାରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ଗୀତ ଲେଖିବା, ବିଭିନ୍ନ ଭଜନ ଓ ଆଧୁନିକ ଆଲବମ୍‌ ପ୍ରସ୍ତୁତ…

ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ

ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଅପରାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍‌ ରହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?