ରାମ ରହିମ୍ଙ୍କୁ ଆଜୀବନ ଜେଲ୍
ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହୀମଙ୍କ ଉପରେ ୩୧ ଲକ୍ଷ…
‘ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ଜରୁରୀ’
ଶ୍ରୀନଗର,୧୮।୧୦: କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଜମ୍ମୁ କଶ୍ମୀରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ସମୟରେ ଶ୍ରୀନଗରର ୫୦-୧୦୦ କିଲୋମିଟର ସୀମାରେ…
ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍ରେ ସାମିଲ କରାଯାଉ: ଗମ୍ଭୀର
ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍ ଗୌତମ ଗମ୍ଭୀର କହିଛନ୍ତି।…
କୋହଲିଙ୍କ ବିରୋଧରେ ଟୁଇଟ୍ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ
ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ମିଶନ ଆରମ୍ଭ କରିବ। ସାଧାରଣତଃ ପ୍ରତିବର୍ଷ ସେଲିବ୍ରିଟିମାନେ ଲୋକମାନଙ୍କୁ ନିବେଦନ କରନ୍ତି…
ବିଗ୍ବସ୍ର ନୂଆ ଯୋଡ଼ି ‘ତେଜ୍ରନ୍’
ବମ୍ବେ: ଚର୍ଚ୍ଚାରେ ବିଗ୍ବସ୍ର ନୂଆ ଯୋଡ଼ି ‘ତେଜରନ୍’। ଶୋ’ର ପ୍ରତିଯୋଗୀ କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶଙ୍କ କ୍ୟୁଟ୍ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତୁଛି। ପ୍ରଶଂସକମାନେ ଉଭୟଙ୍କ ଛୋଟ ଛୋଟ ମୂହୁର୍ତ୍ତକୁ କଏଦ କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ସେଭଳି ଭିଡିଓ ଭାଇରାଲ ହେଉଛି।…
ଏହି କ୍ରିକେଟର୍ଙ୍କ ପରଲୋକ
କଲମ୍ବୋ,୧୮।୧୦: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସୁଗାର ସ୍ତର ବଢିବା ପରେ ୬୮ ବର୍ଷୀୟ ଓ୍ବର୍ଣ୍ଣପୁରାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଓ୍ବର୍ଣ୍ଣପୁରାଙ୍କ ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ…
ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ନିଜର ଚମତ୍କାର ଅଭିନୟ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଫ୍ରିଡା ପିଣ୍ଟୋ ‘ସ୍ଲୁମଡଗ ମିଲିନିୟର’ରେ ଲତିକା ଭୂମିକାରେ ଅଭିନୟ କରିଥିଲେ। ଏହି…
ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…
ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଅଲ୍-କାଇଦା ପକ୍ଷରୁ ଏନେଇ ଷଡ଼ଯନ୍ତ୍ର ରଚାଯାଇଛି। ଆର୍ଏସ୍ଏସ୍ କ୍ୟାଡର ଏବଂ ସେନା…
ଏମିତି ମନ୍ଦିର, ଯେଉଁଠି ଅଭିଷେକ ପରେ କ୍ଷୀରର ରଙ୍ଗ ହୋଇଯାଏ ନୀଳ
ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେତୁ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ପରେ ତାହା ନୀଳ ରଙ୍ଗରେ ପରିଣତ ହୋଇଯାଏ । ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ମନ୍ଦିର ରହିଛି କେରଳରେ। କେରଳର କେଜାପେରୁମପାଲାମରେ…
ଆଉ ଫେରିବୁନି କଶ୍ମୀର, ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା କୋହ…
ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂ ଯୋଗୁ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସେମାନେ ଏବେ ଘର ମୁହାଁ ହୋଇଛନ୍ତି। ଘରକୁ ଫେରିବା ଲାଗି ଷ୍ଟେଶନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସେମାନେ ଆଉ କଶ୍ମୀର ନ…
ଗୃହରକ୍ଷୀଙ୍କ ବର୍ଦ୍ଧିତ ଦରମା ଲାଗୁ ଦାବି
ବଲାଙ୍ଗୀର ଅଫିସ,୧୮ା୧୦: ଜିଲା କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଗୃହରକ୍ଷୀମାନଙ୍କ ବର୍ଦ୍ଧିତ ଦରମା (ଦୈନିକ ଭତ୍ତା ୫୩୩/ ଟଙ୍କା) ତୁରନ୍ତ ଲାଗୁ ନେଇ ଦାବି ହୋଇଛି । ଏନେଇ…
ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କଲେ ପଞ୍ଚାୟତବାସୀ
ଝାରସୁଗୁଡ଼ା ଅଫିସ,୧୮ା୧୦: ଝାରସୁଗୁଡ଼ା ଜିଲା କୋଲାବିରା ତହସିଲ ଅନ୍ତର୍ଗତ ପରମାଣପୁର ପଞ୍ଚାୟତ କାଲିବାହାଲ ଗ୍ରାମ ନିକଟରେ ଏକ କେମିକାଲ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପକୁ…
Archives


